ବିଭିନ୍ନ ଶୈବପୀଠରେ ଭଜନ ପରିବେଷଣ ସହ ନାମ ସଂକୀର୍ତ୍ତନ

0 99

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳନ ସହ ମନ୍ଦିର ପରିସରରେ ଭଜନ ସମାରୋହ ସହ ନାମ ସଂକୀର୍ତ୍ତନ ପରିବେଷଣ ହେଉଥିବାର ଦେଖିବାକୁ ମିଳିଛି । ମହାଦୀପ ପ୍ରଜ୍ୱଳନ କରି ଭକ୍ତ ମାନେ ଜାଗର ପାଳନ କରିଛନ୍ତି । ଗଜପତି କଳା ପରିଷଦ ଓ ଭକ୍ତି ସଙ୍ଗୀତ ସାଂସଦ ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା । ବଡ଼ ରାଧା କାନ୍ତ ମଠରେ ନାମ ସଂକୀର୍ତ୍ତନ ହୋଇଥିବାର ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

eighteen − seven =