Browsing Category

ରାଜ୍ୟ

ଠିକା କ୍ୟାମ୍ପରେ ସୁପରଭାଇଜର ଜୀବନ୍ତ ଦଗ୍ଧ ଘଟଣା, ହତ୍ୟା ଅଭିଯୋଗ ଆଣି ନ୍ୟାୟ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା : ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ନିକଟରେ ଥିବା ଠିକା କ୍ୟାମ୍ପରେ ସୋମବାର ନିଆଁ ଲାଗି ସୁପରଭାଇଜର ଭାବରେ ଥିବା କୋକସରା ଥାନା କାଶିବାହାଲ ଗ୍ରାମର ଜଳନ୍ଧର କେତକୀଙ୍କ ପୁଅ ପ୍ରଦୀପ କେତକୀ(୪୨) ଜୀବନ୍ତ ଦଗ୍ଧ ହୋଇଥିବା ଘଟଣାକୁ ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ।
Read More...

ମୋଟେର ଉପ୍ରା ବିଦ୍ୟାଳୟରେ ବିଜ୍ଞାନ ମେଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋକସରା : କୋକସରା ବ୍ଲକ ମୋଟେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମଙ୍ଗଳବାର ବିଜ୍ଞାନ ମେଳା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ବିଜ୍ଞାନ ମେଳାରେ ମୋଟେର ଜୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।
Read More...

ବୌଦ୍ଧ ଯୁବ ରେଡ୍‌କ୍ରସ ପକ୍ଷରୁ ରକ୍ତଦାନ ଶିବିର

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭିନାଶ ମିଶ୍ର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ
Read More...

ଯୁବ ରେଡକ୍ରସ ତରଫରୁ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ଅତିଥ୍‌ ଭାବେ ଯୋଗ
Read More...

ନକ୍ସଲ ପ୍ରବଣ ଅଞ୍ଚଳ ଗୋଛାପଡାଠାରେ ବିଏସଏଫ କ୍ୟାମ୍ପର ଜନ ସମ୍ପର୍କ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡାଠାରେ ସୀମା ସୁରକ୍ଷା ବାହିନୀର ମାଗଣା ସ୍ୱାସ୍ଥ୍ୟ ଶିବିର । ନୂତନ ଭାବେ ଅବସ୍ଥାପିତ ହେଇଥିବା ଗୋଛାପଡା ସ୍ଥିତ ବିଏସଏଫ କ୍ୟାମ୍ପ ତରଫରୁ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସହଯୋଗୀ କମାଣ୍ଡାଣ୍ଟ ତଥା
Read More...

ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଉଚ୍ଚ ବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ନୂତନ ପ୍ରତିମୂର୍ତ୍ତିର ଉନ୍ମୋଚନ
Read More...

ଜାତୀୟ ବିଜ୍ଞାନ ଦିବସ ପାଳିତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଇତ୍ୟବସରରେ ବିଦ୍ୟାଳୟର ବିଦ୍ୱତ ପରିଷଦର ସମ୍ପାଦକ ତଥା ମୁଖ୍ୟ ଅତିଥି ସନ୍ତୋଷ କୁମାର ରଥ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ । ପ୍ରାୟ ୭୦୦ ଶିଶୁ ବିଭିନ୍ନ
Read More...

କଳସ ଯାତ୍ରା ସହ ଆରମ୍ଭ ହେଲା ଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ

ଜହ୍ନାପଙ୍କ,୨୮/୨: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଚଣ୍ଡିତଳର ନିର୍ମାଣ ହୋଇଥିବା ଚଣ୍ଡି ମନ୍ଦିରର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଆରମ୍ଭ ହୋଇଛି । ପୂର୍ବାହ୍ନ ୧୦ ଟାରେ ଚନ୍ଦ୍ରପୁର ଲଷ୍ମୀସାଗରରେ ଗଙ୍ଗା ମାତାଙ୍କୁ ଆବାହନ କରି ଶତାଧିକ ମହିଳା, ଯୁବତୀମାନେ କଳସୀରେ ଜଳ ଧରି ଏକ
Read More...

ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟତିଥି ଅବସରରେ ସଫେଇ ଅଭିଯାନ

ସମ୍ବଲପୁର: ମହାନ ସ୍ୱାଧୀନତା ସଂଗ୍ରାମୀ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କର ୧୩୯ ତମ ପୁଣ୍ୟତିଥି ଅବସରେ ଆଜି ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଭାରତୀ ସମାଜ ଓ ପଶ୍ଚିମାଞ୍ଚଳ ଏକତା ମଂଚ ତରଫରୁ ବୁଢାରାଜା ପାହାଡ ଉପରେ ସଫେଇ ଅଭିଯାନ କରାଯାଇଥିଲା । ଏହି ଅବସରରେ ଉଲଗୁଲାନ ସ୍ମାରକୀ ନିକଟରେ
Read More...

ନନ୍ଦନବନରେ ୧୧ ଠେକୁଆଙ୍କ ମୃତ୍ୟୁ, ବନବିଭାଗର କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ବୀରନରସିଂହପୁରଠାରେ ଥିବା ନନ୍ଦନବନ ପରିସରରେ ୧୧ ଗୋଟି ଠେକୁଆଙ୍କ ମୃତ୍ୟୁ ହୋଇଯାଇଥିବା ଆଜି ସକାଳେ ଦେଖିବାକୁ ମିଳିଛି । ଠେକୁଆଙ୍କ ସାମୂହିକ ମୃତ୍ୟୁ କିଭଳି ଓ କେମିତି ହେଲା ତାକୁ ନେଇ ପରିବେଶ ଓ ପ୍ରାଣୀପ୍ରେମୀ ମାନଙ୍କ ମଧ୍ୟରେ
Read More...