Browsing Category

ରାଜ୍ୟ

ଦ୍ୱିିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ଉଦ୍‌ଯାପିତ ଓ ସ୍ମରଣିକା ଉନ୍ମୋଚିତ

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ହାଇସ୍କୁଲ ପଡିଆରେ ଚାଲିଥିବା ଐତିହାସିକ ୨ୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅତିଥିମାନେ ଗନ୍ଧରାଢୀ ପୀଠର ଐତିହାସିକ ପୃଷ୍ଠଭୂମି ଓ
Read More...

ବିଦ୍ୟୁତ ବିଲକୁ ନେଇ ତେଜିଛି ପୁଣି ଅସନ୍ତୋଷ, ଜିଲ୍ଲାପାଳଙ୍କୁ ଦାବିପତ୍ର

ସମ୍ବଲପୁର: ବିଦ୍ୟୁତ ବିଲକୁ ନେଇ ତେଜିଛି ପୁଣି ଅସନ୍ତୋଷ । ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୩୮ ନମ୍ବର ୱାର୍ଡର ସିନ୍ଦୁରପଙ୍କ କଲ୍ୟାଣ ମଣ୍ଡପଠାରେ ୯ ଗ୍ରାମବାସୀ ଏକାଠି ହୋଇ ନିଜର କୋହ ପ୍ରକାଶ କରି ଟାଟା ପାୱାରର ଜୁଲୁମ ପ୍ରତି ନିଜ ନିଜ ଅସନ୍ତୋଷ ଜାହିର କରି ଶେଷରେ ସମସ୍ୟାର ସମାଧାନ
Read More...

୮ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଉପର ପାଙ୍ଗା ପଂଚାୟତର ଶିକାରୀ ଗ୍ରାମ ନିକଟ ଜଙ୍ଗଲରେ ଏକ କୁଡ଼ିଆ ଘର ଉପରେ ଚଢ଼ାଉ କରି ୮ କୁଇଣ୍ଟାଲ ୨୫ କେଜି ଗଂଜେଇ ଜବତ କରିଛି ଫିରିଙ୍ଗିଆ ପୋଲିସ । ଯାହା ସୂଚନା ରହିଛି ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ନୂତନ ମୁଖ୍ୟ ଶାସନ ସଚିବ

ପୁରୀ: ନୂତନ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ଆଇ ଏଏସ ପ୍ରଦୀପ କୁମାର ଜେନା । ଏହି ଅବସରରେ ସେ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରି ରାଜ୍ୟ ବାସୀଙ୍କ ପାଇଁ ସେ ସବୁ କାର୍ଯ୍ୟ କିଭଳି ଭଲରେ କରି ପାରିବେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ରାଜ୍ୟ ସରକାର ଗତକାଲି
Read More...

ମାର୍ଚ୍ଚ ପହିଲାରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି । ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି
Read More...

ପୁରୀରେ ନୃତ୍ୟ ପରିବେଷଣ କଲେ ଜାପାନ କଳାକାର

ପୁରୀ : ପୁରୀରେ ଜାପାନ କଳାକାର । ମଞ୍ଚ ଉପରେ ପରିବେଷଣ କଲେ ଜାପାନର ଲୋକ ନୃତ୍ୟ । ଜାପାନ ଲୋକ ନୃତ୍ୟ, କଳା, ସଂସ୍କୃତି ଦେଖି ଦର୍ଶକ ବେଶ ଖୁସି । ଗତକାଲି ରବିବାର ସନ୍ଧ୍ୟାରେ ପୁରୀ ବାଲିଘାଇ ସ୍ଥିତ ଚନ୍ଦ୍ର ଶେଖର ଏକାଡେମୀ ସ୍କୁଲ୍‌ ପକ୍ଷରୁ ଆୟୋଜନ କରାଯାଇଥିଲା ଓଡ଼ିଶା ଜାପାନ ମହୋତ୍ସବ
Read More...

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ

ପୁରୀ: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ ଘଟିଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବାବେଳେ ଆମ୍ରି ହସ୍ପିଟାଲରେ ରବିବାର ସନ୍ଧ୍ୟାରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା । ସୋମବାର ପୂର୍ବାହ୍ନରେ ତାଙ୍କର ପାର୍ଥିବ ଶରୀରକୁ ସ୍ୱର୍ଗଦ୍ୱାର
Read More...

ଅମଲାପଡା ମା’ ବ୍ରହ୍ମଣୀ ଦେବୀ ନୂତନ ପରିଚାଳନା କମିଟି ଗଠନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ଫୁଲବାଣୀ ସହର ଆମଲାପଡା ଠାରେ ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ବର୍ଷ ହେବ ମାଁ ବ୍ରାହ୍ମଣୀ ଦେବୀ ପୂଜା ପାଇ ଆସୁଛନ୍ତି । କିନ୍ତୁ କିଛି ବର୍ଷ ହେବ ଏହି ମନ୍ଦିର ଅବହେଳିତ ଅବସ୍ଥାରେ ରହି ଆସିଥିଲା । କିନ୍ତୁ ଗତ ୪ ରୁ ୫ ମାସ ହେବ କିଛି ସ୍ଥାନୀୟ
Read More...

ସିନାପାଲିରେ ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟାଟା ପାୱାରକୁ ହରାଇ ଆଦର୍ଶ କ୍ଲବ୍‌ ବିଜୟୀ

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ରତାଖଣ୍ଡି ଖେଳ ପଡିଆ ଠାରେ ସିନାପାଲି ମର୍ନିଙ୍ଗ କ୍ରିକେଟ କ୍ଲବ୍‌ ତରଫରୁ ପ୍ରିମିୟର ଲିକ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଗତ ୨୧ ତାରିଖ ଦିନ ଶୁଭ ଉଦଘାଟନ
Read More...

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ୨୮ରେ ବିଧାନସଭା ଘେରାଉ : ଗୋଲକ କହଁର

ଫୁଲବାଣୀ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ୨୩ ବର୍ଷ ଧରି ଏକ ସ୍ଥିର ସରକାର ଶାସନ
Read More...