Browsing Category

ରାଜ୍ୟ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ। ୮ ଘଣ୍ଟାର ଲମ୍ବା ଜେରା ପରେ ଗିରଫ କରିଛି ସିବିଆଇ । ଗିରଫ ପ୍ରତିବାଦରେ ଆପ କର୍ମୀଙ୍କ ହଙ୍ଗାମା କରିଛନ୍ତି । ସୂଚନା ଅନୁଯାୟୀ, ମନୀଷଙ୍କୁ ଜେରା
Read More...

ଦ୍ୱିତୀୟ ବିବାହ କଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର

ପୁରୀ : ସବୁ ଚର୍ଚ୍ଚାର ଅନ୍ତ ହୋଇଛି । ବିଜେଡ଼ିର ଜୁନାଗଡ ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଦ୍ୱିତୀୟ ବିବାହ କରିଛନ୍ତି । ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରିଛନ୍ତି ବିଧାୟକ ଦିବ୍ୟଶଙ୍କର ମିଶ୍ର । ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ପିିପିଲରେ ଏକ
Read More...

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଟୀଝାର ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ବୀରନରସିଂହପୁର ପଂଚାୟତ ହାଟଗାଁ ଗ୍ରାମର ରାଜୁ ଦନାୟକ(୨୧) ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ପୁରୁଣାକଟକ ଆସିବା ପାଇଁ କୁଟୀଝାର ଛକଠାରେ
Read More...

ଯାଦବ ସମାଜର ଅଧିକାର ଶୋଭାଯାତ୍ରା ଓ ମହା ସମାବେଶ

ନବରଙ୍ଗପୁର: ନବରଙ୍ଗପୁରଠାରେ ଜିଲ୍ଲା ଯାଦବ ମହାସଭାର ଅଧିକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚାଉଁରିଆଗୁଡାଠାରୁ ନାଟ ବାଦ୍ୟ ଓ ନାରାବାଜି ସହ ବହୁ ସଂଖ୍ୟାରେ ଯାଦବ ସମାଜର ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଯାଦବ ପୁରୁଷ ସ୍ତ୍ରୀ ଯୁବକ ସାମିଲ ହୋଇଥିଲେ । ସ୍ଥାନୀୟ ସର୍କିଟ ହାଉସ
Read More...

ସଡ଼କ ସୁରକ୍ଷା ସଚେତନତା

ନୂଆପଡା : ନୂଆପଡ଼ା ଜିଲ୍ଲା ଆଜି ଆମ ଖଡ଼ିଆଳ (ସ୍ୱୟଂ ଶାସିତ) ମହାବିଦ୍ୟାଳୟ, ଖଡ଼ିଆଳ ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପରିଚାଳିତ
Read More...

ଗଜପତିର ସଫଳ ମାଛ ଚାଷୀ ରାଜ୍ୟସ୍ତରରେ ସମ୍ମାନିତ

ପାରଳାଖେମୁଣ୍ଡି : ଚାଷ ଅଛି ଯାହାର କି ଆନନ୍ଦ ତାହାର । ଏଭଳି ଜଣେ ଚାଷୀ ଯିଏ କି ନିଜ ଉଦ୍ୟମରେ ଛେଳି ବିକ୍ରି କରି ନିଜ ଜମିରେ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ ଆଉ ଲାଭବାନ ମଧ୍ୟ ହଇଛିନ୍ତି । ପରେ ସରକାରୀ ସହାୟତା ପାଇ ବର୍ତ୍ତମାନ ଦେଢ ଏକର ପୋଖରୀରେ ମାଛ ଚାଷ କରି ଦୁଇ ଲକ୍ଷ ଟଙ୍କା
Read More...

ରାମକୃଷ୍ଣ ନଗରରୁ ଗେଟଭାଙ୍ଗି ବୁଲେଟ ଚୋରି ଅଭିଯୋଗ

ସୁବର୍ଣ୍ଣପୁର : ସୋନପୁର ସହରରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଉଛି । ସେହିକ୍ରମରେ ଗତରାତି ସହରର ୱାର୍ଡ଼ ନଂ ୧ ସ୍ଥିତ ରାମକୃଷ୍ଣ ନଗରରୁ ଘରର ମୁଖ୍ୟ ଗେଟଭାଙ୍ଗି ଏକ ରୟାଲ ଏନଫିଲ୍ଡ କ୍ଲାସିକ୍‌ ୩୫୦ ମଡେଲର ଏକ ବୁଲେଟ ମଟର ସାଇକେଲ୍‌ ଚୋରି ହୋଇଥିବାର ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ
Read More...

ପଲ୍ଲୀ କବି ନନ୍ଦ କିଶୋର ବଳ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର

ଫୁଲବାଣୀ : ଜିଲ୍ଲା ପାରମ୍ପରିକ ଲୋକ କଳାକାର ସଙ୍ଘ, କନ୍ଧମାଳ ତରଫରୁ ତାର ପାରମ୍ପରିକ ଲୋକ କଳାକାର ସମାବେଶ -୨୦୨୩ ଅବସରରେ କନ୍ଧମାଳର ପ୍ରସିଦ୍ଧ କବି ଓ ଲେଖକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମର୍ଯ୍ୟାଦାଜନକ ପଲ୍ଲୀକବି ନନ୍ଦ କିଶୋର ବଳ ସମ୍ମାନରେ ଭୂଷିତ କରାଯାଇଛି । ଫୁଲବାଣୀର ବିଧାୟକ
Read More...

୨୬ ଲକ୍ଷ ଟଙ୍କା ମୂଲ୍ୟର ଡିଜେଲ ଚୋରିର ପର୍ଦ୍ଦାଫାଶ, କାର ଓ ଟ୍ୟାଙ୍କର ସହ ୭ ଜଣ ଗିରଫ

ସମ୍ବଲପୁର: ଜଟଣୀରୁ ସମ୍ବଲପୁର ଭୂମିଗତ ପାଇପ ଲାଇନରେ ଡିଜେଲ ଓ ପେଟ୍ରୋଲ ଅଣାଯାଇଥିବା ବ୍ୟବସ୍ଥାରେ ସିନ୍ଧି ମାରି ୨୬ ଲକ୍ଷ ଟଙ୍କାର ୮,୫୦୦ ଲିଟର ଡିଜେଲ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳ ହୋଇଛି । ଏ ବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଆଜି ମିଳିଥିବା ଏକ
Read More...

୨୮ରୁ ସାରା ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର  : ମାର୍ଚ୍ଚରୁ ଅସମ୍ଭାଳ ହେବ ତାତି। ଆସନ୍ତା ୨୮ ତାରିଖରୁ ସାରା ରାଜ୍ୟରେ ବଢ଼ିବ ତାତି। ମାର୍ଚ୍ଚ ୨ ଓ ୩ ତାରିଖ ସୁଦ୍ଧା ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ପାର କରିବ। ୩ ତାରିଖରେ ରାଜଧାନୀ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ। ଆଗକୁ ପ୍ରଚଣ୍ଡ ତାତି ଆଶଙ୍କାକୁ ନେଇ
Read More...