Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ପାଇଁ ଗୌରବ ଆଣିଲେ ଧନଲକ୍ଷ୍ମୀ, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ପୁରୀ : ପୁରୀ ପାଇଁ ଗୌରବ ଆଣିଲେ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ରାଓ । ଗତ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ କୋଲକତା ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସବ୍ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ ଚାମ୍ପିୟାନସିପରେ ପୁରୀ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ଏଥିରେ ଭାଗ ନେଇ ବ୍ରୋଞ୍ଜ!-->…
Read More...
Read More...
ବଜେଟରୁ ନିରାଶ, ଦିବାରାତ୍ରୀ ଆନ୍ଦୋଳନ କରିବେ ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ
ସମ୍ବଲପୁର: ଚଳିତ ବଜେଟରୁ ନିରାଶ ହୋଇଥିବା ଅଙ୍ଗନବାଡ଼ି, ଆଶାକର୍ମୀ ଓ ଶ୍ରମଜୀବୀ ଆଗାମୀ ମାର୍ଚ୍ଚ ୧୩ ତାରିଖରୁ ଦିବାରାତ୍ରି ଧାରଣା ଆନ୍ଦୋଳନ ସକାଶେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବଜେଟରେ ଅଙ୍ଗନବାଡି କର୍ମୀ, ଅଶା କର୍ମୀ ତଥା ସାଧାରଣ ଶ୍ରମିକଙ୍କ ଭତ୍ତାବୃଦ୍ଧି, ସାମାଜିକ!-->…
Read More...
Read More...
ବାଇକକୁ ପିଟିଲା ବସ୍, ଜଣେ ମୃତ
ପୁରୀ: ବ୍ରହ୍ମଗିରିରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ବାଇକ୍କୁ ପିଟିଲା ବସ୍ । ଚାଲିଗଲା ଜଣଙ୍କ ଜୀବନ । ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡାଠାରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଛି ଅପିଠି ଗ୍ରାମର କମଳ ସାମନ୍ତରାୟଙ୍କ ମୃତଶରୀର । କମଳ!-->…
Read More...
Read More...
ଗାନ୍ଧୀ ମଇଦାନରେ କ୍ଷୁଦ୍ର ଚଳଚ୍ଚିତ୍ରର ଦ୍ୱିତୀୟ ସଂଧ୍ୟା
ଦଶପଲ୍ଲା : - ଦଶପଲ୍ଲା ଚଳଚ୍ଚିତ୍ର ମହୋତ୍ସବ କମିଟି ( ଚମକ) ଏବଂ ଫେସବୁକ ପେଜ୍ " ଆମ ନୟାଗଡ଼ "ର ମିଳିତ ସହଯୋଗରେ ଶୁକ୍ରବାର ଠାରୁ ଲୋକକଳା ଗ୍ରାମ, କୁଞ୍ଜବନଗଡ, ମହାବୀର କ୍ଷେତ୍ର, ଦଶପଲ୍ଲାଠାରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତା ମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୩ ଦ୍ୱିତୀୟ!-->…
Read More...
Read More...
ମା ମୋଟ୍ରାଣୀ ନକ୍ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, କ୍ୱାଟରରେ ମହିଚଲା
କୋକସରା,୨୫/୨: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡି ପଡିଆ ଠାରେ ମା ମୋଟ୍ରାଣୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଶନିବାର ମା ମୋଟ୍ରାଣୀ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷକ ରାମନାରାୟଣ ପୁଝାରୀ ଯୋଗଦେଇ!-->…
Read More...
Read More...
କଳାହାଣ୍ଡି କଳଚୁରୀ କଳାର ସେନାର ଯୁବ ସମ୍ମିଳନୀ ଅନୁଷ୍ଠିତ
କୋକସରା,୨୫/୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଧାନ ମଣ୍ଡି ପରିସରରେ କଳାହାଣ୍ଡି କଳଚୁରୀ କଲାର ସେନା ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚୂଡ଼ାମଣି ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷା ଆର୍ଥିକ ବିକାଶ ଓ ସଂଗଠିତ ସମାଜପାଇଁ ଅତିଥିମାନେ ମତବ୍ୟକ୍ତ!-->…
Read More...
Read More...
ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି,୨୫/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଚାଲିଥିବା ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଗୋ ପାଳନ ଚାଷୀଙ୍କର ପରିସମାପ୍ତି ହୋଇଯାଇଛି । ସିୟୁଟିଏମ୍ର ଡାଇରି ଫାର୍ମ ପରିଭ୍ରମଣ!-->…
Read More...
Read More...
କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ବ୍ରହ୍ମପୁର: କିଛି ଦିନ ତଳେ ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଚଳନ୍ତା ସୁପରଫାଷ୍ଟ୍ ଟ୍ରେନ୍ରୁ ଜଣେ ବ୍ୟକ୍ତି ଓହ୍ଲାଇବା ବେଳେ ସେ ଟ୍ରେନ୍ ଚକା ତଳକୁ ଖସପଡିଥିଲେ କିନ୍ତୁ ସେଠାରେ କାର୍ଯ୍ୟରତ ଥିବା ଆର୍.ପି.ଏଫ୍ ଯବାନ ଶ୍ରୀ ସୂର୍ଯ୍ୟକାନ୍ତ ସାହୁ ସେହି ବ୍ୟକ୍ତିଙ୍କୁ ଟାଣି ଆଣି ତାଙ୍କ!-->…
Read More...
Read More...
ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
କୋକସରା,୨୫/୨: ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ କୋକସରା ତାଲୁୁକା ଆଇନ ସେବା ସମିତି ପକ୍ଷରୁ ତାଲୁକା ଆଇନ ସେବା ସମିତିର ଅଧ୍ୟକ୍ଷା ରିତିକା ଜେନାଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋକସରା କାର୍ଯ୍ୟରତ!-->…
Read More...
Read More...
ପ୍ରଥମ ରାଜ୍ୟସ୍ତରୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ
ଦଶପଲ୍ଲା : ନୟାଗଡ ଜିଲ୍ଲାର ଦଶପଲ୍ଲା ଚଳଚ୍ଚିତ୍ର ମହୋତ୍ସବ କମିଟି (ଚମକ୍) ଓ ଆମ ନୟାଗଡ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନ ଠାରେ ପ୍ରଥମ ରାଜ୍ୟ ସ୍ତରୀୟ ସଚେତନ ଧର୍ମି କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଚମକ୍ କମିଟିର ଉପସଭାପତି ଶରତ କୁମାର ସାହୁଙ୍କ!-->…
Read More...
Read More...