Browsing Category

ରାଜ୍ୟ

ସର୍ବଓଡିଶା ଅଣ ସରକାରୀ କଲେଜ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

ନୂଆପଡା,୨୫/୨- ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ସର୍ବ ଓଡିଶା ଅଣ ସରକାରୀ କଲେଜ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା ଶିକ୍ଷା କମିଟି ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଯୋଗଦାନ କରି ଶିକ୍ଷକ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ୟା ସମାଧାନ ନେଇ
Read More...

ବର ଯାତ୍ରୀ ଗାଡ଼ି ଧକ୍କାରେ ଜଣେ ମୃତ, ୧୦ ଗୁରୁତର

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ବାଘଝରନ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଦୁଃଶାସନ ବରିହା ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବର ବେଶରେ ବୈଦିକ ରୀତି ନୀତି ଅନୁସାରେ ଗ୍ରାମ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରି ବାଜା ବାଣ,
Read More...

ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ସହକାରୀ ଶିକ୍ଷକ ତିର୍ଥବାସୀ ଘଡ଼ାଇଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ
Read More...

ମାର୍ଚ୍ଚ ୧୫ରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସାମିଲ ହେବେ ବୌଦ୍ଧ ଜିଲ୍ଲାର ସମସ୍ତ ଡ଼୍ରାଇଭର

ବୌଦ୍ଧ : ଓଡ଼ିଶାର ସମସ୍ତ ଡ଼୍ରାଇଭର ସଂଘ ରାଜ୍ୟ ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ବାରମ୍ବାର ଅଭିଯୋଗ କରୁଥିବା ବେଳେ କର୍ଣ୍ଣପାତ କରୁନାହାନ୍ତି ସରକାର ।ତେଣୁ ସମସ୍ତ ଡ଼୍ରାଇଭର ସଂଘ ସରକାରଙ୍କ ବୈମାତୃକ ମନୋଭାବର ଜବାବ୍‌ ଦେବା ପାଇଁ ଆସନ୍ତା ମାର୍ଚ୍ଚ ମାସ ୧୫ ତାରିଖ ଠାରୁ ଷ୍ଟିଅରିଂ
Read More...

ଗାଡ଼ିରୁ ଜବତହେଲା ୪୦ କେଜି ଗଞ୍ଜେଇ,୨ ଗିରଫ

ସୁବର୍ଣ୍ଣପୁର,୨୫/୨- ଗଞ୍ଜେଇ କରିଡ଼ରରେ ପରିଣତ ହୋଇଛି ସୁବର୍ଣ୍ଣପୁର । ଜିଲ୍ଲା ମଧ୍ୟ ଦେଇ ବିପୁଳ ପରିମାଣରେ ବେଆଇନ ଭାବେ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହି ବେଳାରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ କରାଯାଉଛି । ଆଜି ପୁଣି ବିପୁଳ ପରିମାଣର ଗଂଜେଇ ଜବତ
Read More...

ପ୍ରସିଦ୍ଧ ଧର୍ମପୀଠ ଖପ୍ରାଡୁଙ୍ଗୁରିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କଠାରେ ସାଂସଦଙ୍କ ଦାବି

ବଲାଙ୍ଗିର/ପାଟଣାଗଡ: ବଲାଙ୍ଗିର ଜ଼ିଲ୍ଲା ସଇଁତଲା ଏବଂ ବେଲପଡା ବ୍ଲକ ସୀମାରେ ଥିବା ଐତିହ୍ୟ ସଂପନ୍ନ ସୁପ୍ରସିଦ୍ଧ ଧର୍ମ ପୀଠ ଖପ୍ରାଡୁଙ୍ଗୁରିକୁ ପର୍ଯ୍ୟାବରଣ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବା ସହିତ ଖପ୍ରାଡୁଙ୍ଗୁରି ସ୍ଥିତ ପ୍ରାକୃତିକ ଗୁମ୍ଫା, ପାହାଡ଼ ଉପରେ ଥିବା ସୁରମ୍ୟ
Read More...

ସାଂସଦଙ୍କ ଦୁଇଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ

ଫୁଲବାଣୀ :ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ଆଜି ସକାଳେ ସାଂସଦ ଅଚ୍ୟୁତ ସାମନ୍ତ ଫୁଲବାଣୀ ଠାରେ ମ୍ୟୁନିସିପାଲଟି ଉନ୍ନତି କରଣ ପାଇଁ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଫୁଲବାଣୀ ମ୍ୟୁନିସିପାଲଟିର ଥିବା ବାକିଆ କାମ ତୁରନ୍ତ
Read More...

ଲେପ୍ରା ସୋସାଇଟିର ୩୪ ତମ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର: ଏଠାରେ ଅବସ୍ଥିତ ଲେପ୍ରା ସୋସାଇଟିର ୩୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜ଼ିଲ୍ଲାର ଡ଼ିଏଲଓ ପଦ୍ମ ହଂସା ଦୋରା ଏଡିଏମଓ ଆର. ସି .ସ୍ୱାଇଁ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁଙ୍କ ସମେତ ପ୍ରତି ବ୍ଲକର କୁଷ୍ଠ କର୍ମୀ ଯୋଗ ଦେଇ ଏହି ପ୍ରତିଷ୍ଠା ଦିବସରେ ପୁରୁଣା
Read More...

ପ୍ରଧାନୀ ଜଙ୍ଗଲରୁ ଏକ ମୃତ ବାର୍‌ହା ଉଦ୍ଧାର

ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ରେଞ୍ଜ ପ୍ରଧାନୀ ଜଙ୍ଗଲରୁ ଶୁକ୍ରବାର ଏକ ମୃତ ବାର୍‌ହା ଉଦ୍ଧାର କରାଯାଇଛି । ସ୍ଥାନୀୟ ଘଣ୍ଟିଗୁଡା ସରପଞ୍ଚ ଖୁଟୁରାମ ସୁନାନୀ ଓ ସିନାପାଲି ରେଞ୍ଜ ଫରେଷ୍ଟର ଖଗେଶ୍ୱର ମାଝୀଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ
Read More...

୨୪ ଘଣ୍ଟିଆ ନିଶୁଳ୍କ ସିଟି ସ୍କାନ ସେବା ଲୋକାର୍ପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ପୁରାତନ ସ୍ତ୍ରୀ ଓ ପ୍ରସୂତି ବିଭାଗ ଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅନୁଦାନ ତଥା ସହଯୋଗରେ ସ୍ପନ୍ଦନ ଡିଆଗୋଷ୍ଟିକ୍‌ ସର୍ଭିସେସ୍‌, ଭୁବନେଶ୍ୱର ଦ୍ୱାରା ନିଶୁଳ୍କ ସିଟି ସ୍କାନ୍‌ ସେବାର ଲୋକାର୍ପିତ ଉତ୍ସବ ଆଜି
Read More...