Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଲିସର ଇନଫର୍ମର ସନ୍ଦେହ: ଘରୁ ଡାକି ନେଇ ଯୁବକଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ହାତୀଗାଁ ପଞ୍ଚାୟତର ସନ୍ନିକଟ ଖାଲେପାରାଠାରେ ଜଣେ ଯୁବକଙ୍କୁ ମାଓବାଦୀମାନେ ଘରୁ ଡାକି ନେଇ ନିର୍ଧୁମ ମାଡ ମାରିବା ସହିତ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଜଣାପଡିଛି । ଯୁବକଜଣକ ଉକ୍ତ ଗ୍ରାମର ଚନ୍ଦନ ମଲ୍ଲିକ (୪୨) ବୋଲି ସୂଚନା!-->…
Read More...
Read More...
ବାଲିଗୁଡ଼ାରେ ବଡ଼ ଧରଣର ଲୁଟ୍, ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୁନାପାଙ୍ଗା ସାହିର ସ୍ୱପ୍ନେଶ୍ୱର ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି । ଘଟଣା ପ୍ରକାରେ ସ୍ୱପ୍ନେଶ୍ୱର ସାହୁ ନିଜ ପରିବାର ସହ!-->…
Read More...
Read More...
ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ବଖାଣିଛନ୍ତି । ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ଜାତିସଂଘ ଦ୍ୱାରା ପ୍ରଶଂସିତ ବୋଲି ସେ କହିଛନ୍ତି । ତେବେ ଅର୍ଥମନ୍ତ୍ରୀ!-->…
Read More...
Read More...
ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ, ଭିତ୍ତିଭୂମି ସଜାଡ଼ିବାକୁ ସାଂସଦଙ୍କ ପ୍ରତିଶ୍ରୁତି
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବିଧାୟକ ପ୍ରତିନିଧି!-->…
Read More...
Read More...
ଇଷ୍ଟ କୋଷ୍ଟ ରେଲୱେ ପରାମର୍ଶଦାତା କମିଟିରେ ଯୋଗଦେଲେ ଗୋବିନ୍ଦ ଅଗ୍ରୱାଲ, ଜଣେଇଲେ ଅଞ୍ଚଳର ସମସ୍ୟା
ଭୁବନେଶ୍ୱର : ଇଷ୍ଟ କୋଷ୍ଟ ରେଲୱେ ପରାମର୍ଶଦାତା କମିଟିରେ ଯୋଗଦେଇ ପଶ୍ଚିମ ଓଡିଶାର ବିଭିନ୍ନ ସମସ୍ୟାକୁ ନେଇ ତଥା ବିଭିନ୍ନ ଅଞ୍ଚଳର ସମସ୍ୟାକୁ ନେଇ ପ୍ରସ୍ଥାବ ଦେଲି ବୋଲି ସମ୍ବଲପୁର ଡିଭିଜନର ପ୍ରତିନିଧି ରୂପେ ଗୋବିନ୍ଦ ଅଗ୍ରୱାଲ ଜଣାଇଛନ୍ତି ।ତାଙ୍କ ପକ୍ଷରୁ ରଖାଯାଇଥିବା ଦାବି ମଧ୍ୟରେ!-->…
Read More...
Read More...
ସାମୁହିକ ବିବାହ କରାଇଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
ନୂଆପଡା : ନୂଆପଡା ଜିଲ୍ଲା ଖରିଆର ରୋଡ଼ ସ୍ଥିତ ରସିକ ଲାଲ କାଞ୍ଚନ ବେଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୫ ଯୋଡ଼ା ଯୁବକଯୁବତୀଙ୍କୁ ସାମୁହିକ ବିବାହ ବନ୍ଧନରେ ଆବଦ୍ଧ କରିଛନ୍ତି ଓଡିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ତାଙ୍କ ଧର୍ମ ପତ୍ନୀ କଳ୍ପନା ଢୋଲକିଆ । ଦୀର୍ଘ ୧୧!-->…
Read More...
Read More...
ଆନନ୍ଦ ମୃତ୍ୟୁ ମାମଲା: ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍
ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଆନନ୍ଦ ଟପୋ ମୃତ୍ୟୁ ମାମଲା । ବିରେନ୍ଦ୍ର ଲାକ୍ରାକୁ କ୍ଲିନଚିଟ୍ । ବିରେନ୍ଦ୍ର ଲାକ୍ରାକୁ କ୍ଲିନଚିଟ ଦେଲା କମିଶନରେଟ ପୋଲିସ । ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି କହିଛି ପୋଲିସ । ମୃତ୍ୟୁ ଆତ୍ମହତ୍ୟାଜନିତ ଦର୍ଶାଇ କୋର୍ଟରେ ରିପୋର୍ଟ ଦାଖଲ ।!-->…
Read More...
Read More...
ପାଣି ପାଇଁ ହିନସ୍ତା ପଡାବାସୀ, ପାନୀୟ ଜଳ ବ୍ୟବସ୍ଥା ବାଟବଣା
ନୂଆପଡା : ସରକାର ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ଯୋଜନା ଉପରେ ଯୋଜନା କରୁଛନ୍ତି । ହେଲେ ସେହି ଯୋଜନା ପ୍ରଶାସନର ଅବହେଳା ଯୋଗୁ ବାଟବଣା ହେଉଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ଖାମଖିଆଲୀ ମନୋବଳ ଯୋଗୁ ଜନସାଧାରଣ ପାଣି ପାଇଁ ହିନସ୍ତା ହେଉଛନ୍ତି । ପାଣି ଟିକିଏ ପାଇଁ ଏପଟେ ସେପଟେ!-->…
Read More...
Read More...
ଖପ୍ରାଖୋଲରେ କୃଷି ସମ୍ପର୍କିତ କୃଷକ ତାଲିମ ଶିବିର, ମାଟି ପରୀକ୍ଷାକୁ ଗୁରୁତ୍ୱ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତାଲିମ ଗୃହ ଠାରେ କୃଷି ବିଭାଗ ତରଫରୁ କୃଷକ ତାଲିମ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କୃଷି ଅଧିକାରୀ ସୁଜିତ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମଦାତା!-->…
Read More...
Read More...
ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର
ନବରଙ୍ଗପୁର : ଓଡ଼ିଶା ରେଡକ୍ରସଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ତରଫରୁ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଚାଲୁ ରହିଛି । ତିନି ଦିନ ଧରି ହେବାକୁ ଥିବା ଶିବିରରେ ସଭାପତିତ୍ୱ କରି ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ୱାଳ ମହାବିଦ୍ୟାଳୟର ଉନ୍ନତିରେ!-->…
Read More...
Read More...