Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରକ୍ତ ଭଣ୍ଡାରରେ ଅଚଳାବସ୍ଥା, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି
ସୁବର୍ଣ୍ଣପୁର: ସୋନପୁର ରକ୍ତଭଣ୍ଡାରରେ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି ।ଏଠାରେ ୫ ଜଣ କର୍ମଚାରୀଙ୍କ ସ୍ଥାନରେ ୩ ଜଣ କର୍ମଚାରୀ ଅବସ୍ଥାପିତ ଥିଲେ । ସେଥିମଧ୍ୟରୁ ଜଣେ ଯିଏକି ଅବସରଗ୍ରହଣ ପରେ ତାଙ୍କୁ ଚାକିରୀରେ ରଖାଯାଇଥିଲା, ଯାହା ଫଳରେ ୩ ଜଣଙ୍କ ମଧ୍ୟରୁ ୨ ଜଣ ଟେକ୍ନିସିଆନ!-->…
Read More...
Read More...
ପାରଳାର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସକାଳୁ ସକାଳୁ ସହରରେ ଥିବା ବିଭିନ୍ନ ଶୈବପୀଠ ଗୁଡ଼ିକରେ ଭକ୍ତମାନେ ନଡ଼ିଆ , କଦଳୀ, ବେଲ ପତ୍ର , ଧୂପ ଦୀପ ଧରି ପୂଜାର୍ଚ୍ଚନା କରିଛନ୍ତି ।ଶାନ୍ତି!-->…
Read More...
Read More...
ଫୁଲବାଣୀର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସହର ଆଖ ପାଖରେ ଥିବା ବିଭିନ୍ନ ଶୈବ ପୀଠରେ ବାବା ଭୋଳାନାଥଙ୍କ ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି । ଫୁଲବାଣୀ ସହରରେ ପ୍ରାୟ ଦଶରୁ ଉଦ୍ଧ୍ୱର୍ ଶିବ ମନ୍ଦିର ଥିବା ବେଳେ ସବୁ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କର ଭିଡ!-->…
Read More...
Read More...
ଶ୍ରୀ ଲୋକନାଥଙ୍କ ପୀଠରେ ଧୂମଧାମରେ ପାଳିତ ହେଲା ଜାଗର ଯାତ୍ରା
ପୁରୀ : ଶ୍ରୀ ଲୋକନାଥଙ୍କ ପୀଠରେ ପବିତ୍ର ଜାଗର ଯାତ୍ରା ପାଳିତ ହୋଇଛି । ଆଉ ଏ ନେଇ ସଜେଇ ହୋଇଛି ପୁରୀର ବାବା ଲୋକନାଥଙ୍କ ପୀଠ । ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ତଥା ଶ୍ରୀରାମଙ୍କ ସମୟରୁ ପୁରୀରେ ସ୍ଥାପିତ ହୋଇଛନ୍ତି ବାବା ଲୋକନାଥ । ଆଉ ବାବା ଲୋକନାଥଙ୍କ ପୀଠରେ ମହାଶିବରାତ୍ରି ବା ଜାଗର!-->…
Read More...
Read More...
ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ଛକଠାରେ ଗତକାଲି ସନ୍ଧ୍ୟା ୬ଟା ସମୟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମତେ ତିଳେଶ୍ୱର ପଟରୁ ଭେଜିଗୋରା ଗ୍ରାମର!-->…
Read More...
Read More...
ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ
ନବରଙ୍ଗପୁର: ନବରଙ୍ଗପୁର ଆଦର୍ଶ ବିଦ୍ୟାଳୟର ଚତୁର୍ଥ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ.!-->…
Read More...
Read More...
ବିଲ୍ କରିବାରେ ବିଳମ୍ବକୁ ନେଇ ଅଭାବନୀୟ ଘଟଣା,
ଠିକାଦାରଙ୍କ ଆକ୍ରୋଶର ଶିକାର ହେଲେ ଯନ୍ତ୍ରୀ
ଦଶପଲ୍ଲା : ଠିକାଦାରମାନେ କାମ କରି ଠିକ୍ ସମୟରେ ସେମାନଙ୍କ ଅର୍ଥ ନ ପାଇବା କାରଣକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦଶପଲ୍ଲା ଏନ୍ଏସି କାର୍ଯ୍ୟାଳୟରେ । କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଯନ୍ତ୍ରୀ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଯନ୍ତ୍ରୀଙ୍କ ନାମ ସୁବ୍ରତ କୁମାର!-->…
Read More...
Read More...
୨୧ରୁ ଆଶାକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ନୂଆପଡା : ଓଡିଶା ଆଶାକର୍ମୀ ଏସୋସିଏସନ, ସିଆଇଟିୟୁ ନୂଆପଡା ଜିଲ୍ଲା ବ୍ଲକ କମିଟି ତରଫରୁ ୧୩ ଦଫା ଦାବୀପତ୍ର ଆଜି ଜିଲ୍ଲା/ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦେଇଥିଲେ । ଆଶା କର୍ମୀଙ୍କ ବିଭିନ୍ନ ସମସ୍ୟା ଉପରେ ବାରମ୍ବାର କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସଂଗଠିତ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିଟ୍-କିସରେ ପ୍ରତିଭାଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍ ଲୋକାର୍ପଣ, କିସ୍…
ଭୁବନେଶ୍ୱର,୧୭ ।୨: କିସ୍ ବିଶ୍ୱବିଦ୍ୟାଳୟ ୨ୟ କ୍ୟାମ୍ପସ୍ ତଥା କିସ୍-ଭୁବନେଶ୍ୱରର ୪ର୍ଥ କ୍ୟାମ୍ପସ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍ଘାଟନ କରିଛନ୍ତି । ଏଥିସହ ଭାରତର ବିଶିଷ୍ଟ କ୍ରୀଡ଼ା ପ୍ରତିଭା ଓ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କିଟ୍ର ବିଭିନ୍ନ ଷ୍ଟାଡିୟମ୍ ଓ!-->…
Read More...
Read More...
ଜିଲ୍ଲା ବିଜେପି ପକ୍ଷରୁ ବ୍ଲକଅଫିସ ଘେରାଉ
ସୁବର୍ଣ୍ଣପୁର : ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟରେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାନଯାଇ ଦଳିୟ ଭିତ୍ତିରେ ବିଜେଡିର ଅଯୋଗ୍ୟ ଧନିକ ଶ୍ରେଣୀର ବ୍ୟକ୍ତିଙ୍କୁ ହଜାର ହଜାର ଟଙ୍କା ଲାଞ୍ଚନେଇ ପ୍ରଦାନ କରାଯାଇଥିବା ପ୍ରତିବାଦରେ!-->…
Read More...
Read More...