Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚକା ଫାଟି ବସ୍ ଦୁର୍ଘଟଣା ଗ୍ରସ୍ତ,୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲିଗୁଡ଼ା : ଟାୟାର ଫାଟି ବସ୍ ଦୁର୍ଘଟଣା । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ପଣ୍ଡାରିପି ନିକଟରେ ବସ୍ ଦୁର୍ଘଟଣା । ମୁନିଗୁଡ଼ା ଠାରୁ ଫୁଲବାଣୀ ଅଭିମୁଖେ ଆସୁଥିବା ବେଳେ ସାଲୁଙ୍କି ନାମକ ଘରୋଇ ବସ୍ ପଣ୍ଡାରିପି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ!-->…
Read More...
Read More...
ସୁନାବେଡା ଅଭୟାରଣ୍ୟରେ ପାନୀୟ ଜଳ ସମସ୍ୟା, ଗ୍ରାମବାସୀଙ୍କ ସହ ଆଲୋଚନା କଲେ ଜିଲାପରିଷଦ ସଭ୍ୟ
ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରେ ଦୀର୍ଘ ଦିନରୁ ପାନୀୟ ଜଳ ସମସ୍ୟା ଲାଗି ରହିଅଛି । ସୁନାବେଡା ଅଭୟାରଣ୍ୟ ସମୁଦ୍ର ପତ୍ତନରୁ ୩୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ । ଏଠାରେ ଆଦିମ ଜନଜାତି ଚକୁଟିଆ ଭୁଞ୍ଜିଆ, ଆଫିମ ଜନଜାତି ବସବାସ କରିଛନ୍ତି । ସୁନାବେଡା!-->…
Read More...
Read More...
ବିଭିନ୍ନ ଗ୍ରାମ ପରିଦର୍ଶନରେ କୋକସରା ବ୍ଳକ ଉପାଧ୍ୟକ୍ଷ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ବ୍ଳକର ବିଭିନ୍ନ ଗ୍ରାମକୁ ଗସ୍ତ କରିବା ସହିତ ଆନ୍ଧ୍ରରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିବାରରକୁ ସାକ୍ଷାତ କରିଛନ୍ତି । ପ୍ରଥମେ ବ୍ଳକ ଉପାଧ୍ୟକ୍ଷ ବଡପୋଡାଗୁଡା ଗ୍ରାମରେ ପହଞ୍ଚି ମହାଜନଗୁଡା!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଟ୍ରାକ୍ଟର,୫ ଶ୍ରମିକ ଆହତ
ରାୟଗଡା: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଏକ ତସୁ ବୋଝେଇ ଟ୍ରାକ୍ଟର ସହ ଡାଲା । ଫଳରେ ଡାଲା ଗାଡିରେ ବସିଥିବା ୫ଜଣ ଶ୍ରମିକ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ କୋରାପୁଟ ମେଡିକଲକୁ ସ୍ଥାନାନ୍ତର!-->…
Read More...
Read More...
ମହାପ୍ରଭୁଙ୍କ ଦର୍ଶନ କଲେ ନବୀନ ଜିନ୍ଦଲ
ପୁରୀ :ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ଓ ତାଙ୍କ ପତ୍ନୀ ସାଲୁ ଜିନ୍ଦଲ । ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ବାଟଗାଁ ଛକ ଠାରେ ୧୦୮ ଫୁଟ ଉଚ୍ଚତାରେ ତ୍ରିରଙ୍ଗା!-->…
Read More...
Read More...
ମାଁ ବଡମଲେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,କଳାହାଣ୍ଡିକୁ ହରାଇ ବଲାଙ୍ଗିର ଚାମ୍ପିୟନ
ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଗ୍ରାମ ପଞ୍ଚାୟତ ସଦର ଉପାନ୍ତ ଅଞ୍ଚଳ ଛତିଶଗଡ଼ ବୋର୍ଡର ଖେଳ ପଡିଆ ଠାରେ ମାଁ ବଡମଲେନ୍ କ୍ରିକେଟ କମିଟି ତରଫରୁ ଆୟୋଜିତ ହୋଇଥିବା ମାଁ ବଡମଲେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ!-->…
Read More...
Read More...
ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ମଣ୍ଡପରେ କବିତା ପାଠୋତ୍ସବ
ସୁବର୍ଣ୍ଣପୁର : ଗତ ଚାରି ଦିନଧରି ସ୍ଥାନୀୟ ରୟାଲ ପଡିଆରେ ଜିଲ୍ଲା କୃଷିବିଭାଗ ତରଫରୁ ଚାଲିଥିବା ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ଗତକାଲି ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ସିଡିଏଓ ନାରାୟଣ ଚନ୍ଦ୍ର ସେଠିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର!-->…
Read More...
Read More...
ଭାଇରାଲ ବଏ କୁନି ବାବା…..
କଣ୍ଟାମାଳ :ଦେଖୁଛି ଲୋକଙ୍କ ହାତ ଏବଂ କହୁଛି ଲୋକଙ୍କ ଭୁତ ଭବିଷ୍ୟତ । ଏଭଳି ସୋସିଆଲ ମିଡିଆରେ ଭାଇରାଲ ହେବାକୁ ବସିଛି ଏବେ କୁନି ବାବା ସ୍ୱାଧୀନ! ଭିଡିଓ ଭାଇରଲ ପରେ କୁନି ବାବାଙ୍କ ପାଖରେ ଲାଗୁଛି ଲୋକଙ୍କ ଗହଳି । ଏ କୁନି ବାବା ଜଣକ ହେଉଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଘଣ୍ଟାପଡ଼ା!-->…
Read More...
Read More...
ଜାପାନରେ କରାଟେ ପାଇଁ ନବରଙ୍ଗପୁର ଜିଲ୍ଲାର ବାପାପୁଅଙ୍କୁ ସ୍ୱର୍ଣ୍ଣ ପଦକ
ନବରଙ୍ଗପୁର:- ଚଳିତ ମାସ ୧୧ ଓ ୧୨ ଫେୃଆରୀରେ ଜାପାନର କେଶାରଜୁ, ଚିବାକାନ ସହର ଟୋକିଓରେ ଅନୁଷ୍ଠିତ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ନବରଙ୍ଗପୁର ସହରର ଆନ୍ତର୍ଜାତୀୟ କରାଟେ ଏବଂ କୋବୁଡୁ( ଅସ୍ତ୍ରଶସ୍ତ୍ର ଚାଳନା)ର ପ୍ରଶିକ୍ଷକ ସେନ୍ସେଇ ଶରତ କୁମାର ରାଉତ ଓ ତାଙ୍କ ପୁତ୍ର!-->…
Read More...
Read More...
କାର୍ଯ୍ୟରତ ସାମ୍ବାଦିକଙ୍କୁ ପିଇଓଙ୍କ ଆକ୍ରମଣ ଅଭିଯୋଗ
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର କାର୍ଯ୍ୟରତ ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଖବର ସଂଗ୍ରହବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ଅନୁସାରେ, ବରାଡଙ୍ଗା ପଞ୍ଚାୟତରେ ସୋମବାର ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ!-->…
Read More...
Read More...