Browsing Category

ରାଜ୍ୟ

ଜିଲ୍ଲା ସ୍ତରୀୟ ଚାଷି ଯନ୍ତ୍ରପାତି ମେଳା ଦ୍ୱିତୀୟ ଦିନରେ କୃଷି ପାଠଶାଳା ଓ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିନରେ କୃଷି ପାଠ ଶାଳା ଓ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ
Read More...

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌
Read More...

ବାଲିଗୁଡା : ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଷ୍ଟେଟ୍‌ ବ୍ୟାଙ୍କ ଛକରେ ଥିବା ତ୍ରିନାଥ ମନ୍ଦିରର ମଣ୍ଡପରେ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଗତ ଦୁଇବର୍ଷ କରୋନା ମହାମାରୀ ଥିବା ଯୋଗୁଁ ନିରାଡମ୍ବର ସହକାରେ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ନଥିବା
Read More...

ବିଶ୍ୱଭୂଷଣ ହେଲେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ୱର: ଆନ୍ଧପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାରଣ ରାଷ୍ଟ୍ରପତି ମୋଟ ୧୩ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ତଦନୁଯାୟୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି । 
Read More...

ଧରଣୀଧର ସ୍ୱୟଂସାଶିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର୨ : ଧରଣୀଧର ସ୍ୱୟଂସାଶିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା। କେନ୍ଦୁଝର ଜିଲ୍ଲାରେ ଥିବା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ,କେବଳ କେନ୍ଦୁଝର ନୁହେ, ଆଖପାଖ
Read More...

ଜିଲ୍ଲା ସ୍ତରୀୟ କୃଷିଯନ୍ତ୍ରପାତି ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର :ରାଜ୍ୟରେ କୃଷିଓକୃଷକଙ୍କୁ ଶସକ୍ତ କରିବାପାଇଁ ରାଜ୍ୟସରକାର ପ୍ରତି ଜିଲ୍ଲାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ କରିବା ଉପରେ ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସହରର ରୟାଲପଡିଆ ଠାରେ ଜିଲ୍ଲା କୃଷିବିଭାଗ ଆନୁକୂଲ୍ୟରେ ଜିଲ୍ଲା
Read More...

ଭବାନୀପାଟଣା ଠାରେ ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଭବାନୀପାଟଣା,୧୦/୨: ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତାରେ ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ଶ୍ରୀ ମୌଷଧି ବାଗ , ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି, ଜିଲ୍ଲପାଳ ପି
Read More...

ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ନିମନ୍ତେ ବୈଠକ

ପାରଳାଖେମୁଣ୍ଡି,୧୦/୨:- ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳଙ୍କ ସମିଳନୀ କକ୍ଷ-୨ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାରଳାଖେମୁଣ୍ଡି ପୌରପରିଷଦର
Read More...

ଭାରତୀୟ ଜନତା ପାର୍ଟି ଶକ୍ତିକେନ୍ଦ୍ର ତିଲେଶ୍ୱର ପଞ୍ଚାୟତରୁ ଶୁଭାରମ୍ଭ

ହରଭଙ୍ଗା,୧୦/୨:- ବୌଦ୍ଧ ଜିଲ୍ଲାରେ ବିଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଆଂଶିକ ସଫଳତା ହାସଲ କରିଥିବା ନେଇ ଆଗାମୀ ପଂଚାୟତ ନିର୍ବାଚନକୁ ନେଇ ବିଜେପି ମହଲରେ ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲାରେ ଆଗାମୀ ନିର୍ବାଚନ ପାଇଁ ବିଜେପି ନିଜର ବୁଥସ୍ତରରୁ ମଜଭୁତ କରିବା ପାଇଁ ଶକ୍ତିକେନ୍ଦ୍ର ସ୍ଥାପନ
Read More...

ସୁରକ୍ଷିତ କ୍ୟାମ୍ପସ୍‌ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା

ବଲାଙ୍ଗୀର : ଆକ୍ରମଣ ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ୩ଦଫା ଦାବୀପତ୍ର କୁଳପତିଙ୍କୁ ପ୍ରଦାନ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଜଣେ ଅଣଛାତ୍ର ହଷ୍ଟେଲରେ ପଶି ୨ଜଣ ଛାତ୍ରଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା । ପୂର୍ବରୁ ମଧ୍ୟ ଏଭଳି ଅଘଟଣ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ
Read More...