Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ତର୍କ ଓ ପାଠଚକ୍ର ଆୟୋଜିତ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ତରଫରୁ ସକାରାତ୍ମକ କାର୍ଯ୍ୟସୂଚୀ ଓ ମାଗଣା ବଣ୍ଟନ ସମ୍ପର୍କରେ ଏକ ତର୍କ ଓ ପାଠଚକ୍ର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ପାହାଡ ଘେରା ଜଙ୍ଗଲ ରାସ୍ତା ଯୋଗୁ ପାଠପଢାରୁ ବଞ୍ଚିତ ୨୭ଜଣ ଛାତ୍ରଛାତ୍ରୀ
ନନ୍ଦାହାଣ୍ଡି: ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି । ସେଥିମଧ୍ୟରୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ୫-ଟି ମାଧ୍ୟମରେ ବିଦ୍ୟାଳୟ ଗୁଡିକର ରୂପାନ୍ତି କରଣ କରାଯାଉଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଲଙ୍ଗଳ ଅଟାଳ ଗ୍ରାମ ଯେଉଁ!-->…
Read More...
Read More...
କେନ୍ଦ୍ରୀୟ ବଜେଟ୍ ୨୦୨୩କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ
ବାଲିଗୁଡ଼ା :କେନ୍ଦ୍ରୀୟ ବଜେଟ୍ ୨୦୨୩ କୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ରାଜ୍ୟ ବିଜେପି!-->…
Read More...
Read More...
ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ ପ୍ରେରକ ସଙ୍ଘର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ସମଗ୍ର ଶିକ୍ଷା ଅଭିଯାନରେ ସମସ୍ତ ପ୍ରେରକ ମାନଙ୍କୁ ସାମିଲ!-->…
Read More...
Read More...
ଜାତୀୟ ନାଟ୍ୟ ପ୍ରତିଯୋଗିତା ନିମନ୍ତେ ବ୍ରହ୍ମପୁର କଳାକାରଙ୍କ ଝାଡଖଣ୍ଡ ଗସ୍ତ
ଗଞ୍ଜାମ:ଝାଡଖଣ୍ଡ ରାଜ୍ୟର ଗିରିଢିହ ଠାରେ କଳା ସଙ୍ଗମ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସାଶ୍ୱତୀ ଅନୁଷ୍ଠାନ ବ୍ରହ୍ମପୁରର ୧୦ ଜଣ କଳାକାର ଯାତ୍ରା କରୁଛନ୍ତି । ନାଟ୍ୟକାର ରବି ନାରାୟଣ ବେହେରାଙ୍କ ରଚିତ ଓ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ତୁର୍କୀ ଓ ସିରିଆ ଭୂଂକପ ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି
ପୁରୀ : ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ହାନି ହୋଇଛି । ଏବେବି ଅନେକ ଲୋକ ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ସାରା ବିଶ୍ୱବାସୀ ଏଭଳି ଭୂକମ୍ପ ଦେଖି ସ୍ତବ୍ଧ ହୋଇ ଯାଇଥିବା ବେଳେ ତୁର୍କୀ ଓ ସିରିଆକୁ ମାନବୀୟ ସହାୟତା ଦିଆଯାଉଛି । ତେବେ ଏହି!-->…
Read More...
Read More...
ବସ୍- ବାଇକ୍ ମୁହାଁମୁହିଁ ଧକ୍କା: ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ପୁଅ ଗୁରୁତର
ଦେଓଗାଁ: ବଲାଙ୍ଗୀର-ଦେଓଗାଁ ରାସ୍ତା ଜାତୀୟ ରାଜପଥ ୨୬ ସିନଖମନ ନିକଟରେ ଥିବା ରାଣୀବନ୍ଧ ବୁଲାଣିଠାରେ ଏକ ବସ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶିଶୁ ସହ ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ୩ଜଣଙ୍କୁ ବଲାଙ୍ଗୀର!-->…
Read More...
Read More...
ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ବିଭାଗ ତରଫରୁ ପାଠଚକ୍ର ଆଲୋଚନା
ନବରଙ୍ଗପୁର:- ନାରୀକବି କୁନ୍ତଳା କୁମାରୀ ସାବତଙ୍କ ପୂଣ୍ୟ ଜୟନ୍ତୀ ଅବସରରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡିଆ ବିଭାଗ ତରଫରୁ ଏକ ପାଠଚକ୍ର ଆଲୋଚନାର ଆୟାଜନ ହୋଇଥିଲା । ଏଥିରେ ଓଡିଆ ବିଭାଗର ମୁଖ୍ୟ ତଥା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଅଧ୍ୟକ୍ଷତା!-->…
Read More...
Read More...
କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବରଦାତା ସମ୍ମିଳନୀ, ନର୍ଲା ବ୍ଲକକୁ ଫୋକସ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନଫରେନ୍ସ ହଲଠାରେ ରାଷ୍ଟ୍ରୀୟ ବାହକ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଗାମୀ ୧୦ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଫାଇଲେରିଆ ନିରାକରଣ ଅଭିଯାନର ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ବା!-->…
Read More...
Read More...
ନବ ଦାସଙ୍କ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପୂର୍ବରୁ ସେ ନବ କିଶୋର ଦାସଙ୍କ ପତ୍ନୀ, ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା!-->…
Read More...
Read More...