Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ କର୍କଟ ଦିବସ ପାଳିତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ମଳୟ ତ୍ରିପାଠୀଙ୍କ ଅଧକ୍ଷତାରେ ଏକ ସଚେତନ ସଭା ଅନୁଷ୍ଟିତ ହୋଇଥିଲା । ଏଥିରେ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ଦାରିଙ୍ଗବାଡ଼ି ବିଜେପିର ବ୍ଲକ ଘେରାଉ
ଦାରିଙ୍ଗବାଡ଼ି:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଦାରିଙ୍ଗବାଡ଼ି ବ୍ଲକ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ସହିତ ଅଯୋଗ୍ୟ ହିତାଧିକାରୀମାନଙ୍କୁ ତାଲିକାରୁ ବାଦ ଦେବା ଦାବିରେ!-->…
Read More...
Read More...
ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ, ଶ୍ରୀମନ୍ଦିର ଚଳଚଞ୍ଚଳ
ପୁରୀ : ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୌଣସି ଉପାୟ ନଦେଖି!-->…
Read More...
Read More...
ଘୋଡାଗାଡୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଫୁଲବାଣୀ,୩/୨:- ଆଜି ଘୋଡାଗାଡୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶଙ୍କ ଆବାହକତ୍ୱରେ ମିଳିତ ଶିକ୍ଷକ ସମନ୍ୱୟ ସମିତି ଫୁଲବାଣୀର ସଭାପତି ସୁକାନ୍ତ କୁମାର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା!-->…
Read More...
Read More...
ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ
ଫୁଲବାଣୀ,୩/୨:- ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅନୁକୁଲ୍ୟରେ ଶୁକ୍ରବାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବଇଡା ଦିନାର ସିଂ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବ ତିନି ଦିନ ଧରି ଚାଲିବ । ଏହି ଅବସରରେ କନ୍ଧମାଳ!-->…
Read More...
Read More...
ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା
ବୌଦ୍ଧ,୩/୨:- ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଜ଼ିଲ୍ଲାର ୫ଟି ଉଚ୍ଚବିଦ୍ୟାଳୟ ମନମୁଣ୍ଡା ଉଚ୍ଚବିଦ୍ୟାଳୟ, ଜନତା ଉଚ୍ଚବିଦ୍ୟାଳୟ, ଆମ୍ବଗାଁ, ବିଳାସପୁର ଉଚ୍ଚ଼ବିଦ୍ୟାଳୟ, ସମଲେଶ୍ୱରୀ ଉଚ୍ଚବିଦ୍ୟାଳୟ, ଘଣ୍ଟାପଡା ଏବଂ କଣ୍ଟାମାଳ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର, ଛାତ୍ରୀ!-->…
Read More...
Read More...
ତାଇକୋଣ୍ଡୁରେ ବୌଦ୍ଧର ସ୍ୱର୍ଣ୍ଣପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ବୌଦ୍ଧ,୩/୨:- ଉତ୍ତରପ୍ର୍ରଦେଶ ବରେଲିଠାରେ ଅନୁଷ୍ଠିତ ୧୨ତମ ଜାତୀୟ ତାଇକୋଣ୍ଡୁ ପୁମସି ପ୍ରତିଯୋଗିତାରେ ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ ପକ୍ଷରୁ ତିନିଜଣ ଛାତ୍ରୀ ଓ ଜଣେ ଛାତ୍ର ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ସୁଲଗ୍ନା ମିଶ୍ର, ମନୀଷା ସାହୁ, ସୁନୟନା ମେହେର ସ୍ୱର୍ଣ୍ଣ ପଦକ ହାସଲ!-->…
Read More...
Read More...
ବୌଦ୍ଧରେ ପିସିପିଏନଡିଟି ବୈଠକ
ବେଆଇନ ଲିଙ୍ଗ ନିରୁପଣ କ୍ଲିନିକର ସୂଚନା ଦେଲେ ମିଳିବ ୨୫ହଜାର ଟଙ୍କା ପ୍ରୋତ୍ସାହନ ରାଶି
ବୌଦ୍ଧ,୩/୨:- ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପିସିପିଏନଡିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବେଆଇନ ଲିଙ୍ଗ ନିରୁପଣ କ୍ଲିନିକର ସୂଚନା ଦେଲେ ସେହି ବ୍ୟକ୍ତିଙ୍କୁ ୨୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ତାଙ୍କ!-->…
Read More...
Read More...
ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରୁ ଫେରିଥିବା ଯୁବକ ଯୁବତୀଙ୍କୁ ସମ୍ବର୍ଦ୍ଧନା
ଭବାନୀପାଟଣା,୩/୨:- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ କଳାହାଣ୍ଡି ୬୪ ବାଟାଲିୟନ, ସିଆରପିଏଫର ମିଳିତ ଉଦ୍ୟମକ୍ରମେ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ କଳାହାଣ୍ଡି!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ଆରମ୍ଭହେଲା ଅଷ୍ଟିଓପାଥି ଚିକିତ୍ସା
ବୌଦ୍ଧ,୩/୨:- ବୌଦ୍ଧ ସହରର ଫିଜିଓଥେରାପି କେନ୍ଦ୍ର ନିକଟରେ ଅଷ୍ଟିଓପାଥି ଚିକିତ୍ସା ଫେବୃଆରୀ ୨ ତାରିଖରୁ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଫିତାକାଟି ଚିକିତ୍ସାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ!-->…
Read More...
Read More...