Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଡକ ଦୁର୍ଘଟଣାରେ ଚାଳକ ଗୁରୁତର ଆହତ
ହରଭଙ୍ଗା,୧/୨:- ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ୫୭ ନଂ ଜାତୀୟ ରାଜପଥ ଚାରିଛକ ମାର୍ଡିଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ଓଡି୦୩ଭି୫୪୦୦ନଂ ଥିବା ଏକ ଟାଟା ଏସି ଗାଡି ଭାରସାମ୍ୟ ହରାଇ!-->…
Read More...
Read More...
ବିସ୍ଫୋରଣ ଘଟି ଜଣେ ଗୁରୁତର, ଦୁଇ ଛାତ୍ର ଆହତ
ବାଲିଗୁଡ଼ା: ବିସ୍ଫୋରଣ ଘଟି ତିନି ଜଣ ଛାତ୍ର ଆହତ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ସୂଚନା ପ୍ରକାରେ ଆଜି ସକାଳେ ପ୍ରାୟ ୧୧ଟା ସମୟରେ ଏକ ଛୁଟି ହୋଇଥିବା ସମୟରେ ସବୁ ପିଲା ଶ୍ରେଣୀ ବାହାରେ ଥିଲେ ।!-->…
Read More...
Read More...
୧୧ରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ୧୧ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ, ଜିଲ୍ଲା ଆଇନସେବା ପ୍ରାଧିକରଣ , କନ୍ଧମାଳ, ଫୁଲବାଣୀ!-->…
Read More...
Read More...
ଆଇଓସିଏଲ ନିର୍ଦ୍ଦେଶକୁ ଅବମାନନା,ତାଲା ଭାଙ୍ଗି ଗ୍ୟାସ ଗୋଦାମ ସିଜ କଲେ ଅଧିକାରୀ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଇଣ୍ଡିଆନ ପେଟ୍ରୋଲିଅମ ଗ୍ୟାସ୍ ଗୋଦାମକୁ ବୁଧବାର ଚଢ଼ାଉ କରାଯାଇଛି । ମାଜିଷ୍ର୍ଟ୍ରେଟ ଦାୟିତ୍ୱରେ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କ ଉପସ୍ଥିତିରେ ପୋଲିସ ଏସଆଇ ଗୋପବନ୍ଧୁ ନାୟକ, ଏଲପିଜି ଆଇଓସିଏଲ କ୍ଷେତ୍ର ପରିଦର୍ଶକ!-->…
Read More...
Read More...
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଯାପିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ୮ ଦିନ ଧରି ଚାଲୁ ରହିଥିଲା । ଆଜି ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା!-->…
Read More...
Read More...
ବାଇକରେ ଆସି ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ,ପୋଲିସର ତଦନ୍ତ ଆରମ୍ଭ
ରାୟଗଡା : ରାୟଗଡା ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି,ଡକାୟତି ଭଳି ମାମଲାରେ ପୋଲିସର ତଦନ୍ତ ଯେତିକି ଆଗୁଆ ଥିଲେ ମଧ୍ୟ ସଫଳତା କିନ୍ତୁ ବହୁତ୍ କମ ମିଳୁଥିବାରୁ ସହରବାସୀ ଏବେ ଚୋର,ଦୁର୍ବୃତ୍ତମାନଙ୍କ ପ୍ରାର୍ଦୁଭାବକୁ ନେଇ ଚିନ୍ତାରେ ପଡିଛନ୍ତି । ଆଜି ସକାଳ ସାଢେ ୭ଟାରୁ ୮ଟା ସମୟ!-->…
Read More...
Read More...
ହୁ ହୁ ହେଇ ଜଳୁଛି ଲମ୍ବାଗୁଡ୍ରି-ପ୍ରେମଝରି ଗ୍ରାମକୁ ସଂଯୋଗ କରି ଥିବା କରେଣ୍ଟ, ବିଦ୍ୟୁତ ବିଭାଗ ଚୁପ୍
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଲମ୍ବାଗୁଡ୍ରି ଓ ପ୍ରେମଝରି ଗ୍ରାମକୁ ସଂଯୋଗ ହେଇଥିବା କରେଣ୍ଟ ଖୁଣ୍ଟରୁ ହୁ ହୁ ହୋଇ ନିଆଁ ଲାଗି ରହୁଥିବା ଦେଖିବାକୁ ମିଳୁଛି । ଏହି ବାବଦରେ ଗ୍ରାମବାସୀ ଖଜୁରୀପଡ଼ା ବିଦ୍ୟୁତ୍ ବିଭାଗର ଜେଇଙ୍କୁ ଯୋଗାଯୋଗ କରି ବହୁବାର!-->…
Read More...
Read More...
ପାଣି ପଞ୍ଚାୟତ ସଚେତନତା ରଥ ଉଦଘାଟିତ
ପୁରୀ : ଜଳର ସଠିକ ପରିଚାଳନା ଓ ସୁ ବିନିଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥକୁ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ!-->…
Read More...
Read More...
ପୋଲିସକୁ ସଫଳତା, ପମ୍ପ ମୋଟର ଚୋରି ଅଭିଯୋଗରେ ୫ ଗିରଫ
ନବରଙ୍ଗପୁର : ନଳକୂପ ମୋଟର ପମ୍ପ ଚୋରି ଅଭିଯୋଗରେ ନବରଙ୍ଗପୁର ଥାନାଧିକାରୀ ଆଜି ୫ ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ନବରଙ୍ଗପୁର ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଏକ ପ୍ରେସ ମିଟ କରି ପାଞ୍ଚଜଣ ଚୋର ଗିରଫ କରିଥିବା ସୂଚନା ପ୍ରଦାନ କରିଥିଲେ । ଏଡିପିଓ ଶ୍ରୀ ପ୍ରଧାନଙ୍କ!-->…
Read More...
Read More...
ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ପୋଲିସ କର୍ମଚାରୀ ମୃତ, ୩ ଗୁରୁତର
ଗଞ୍ଜାମ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡି. ଗୁହାରିଆପାଟ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଖଲ୍ଲିକୋଟ!-->…
Read More...
Read More...