Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କରୋନେସନ ପଡିଆ ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୬ତମ ପ୍ରତିଷ୍ଠା ଦିବସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ!-->…
Read More...
Read More...
ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା: ବଢିଗାଁ ସେମିଫାଇନାଲକୁ ଉନ୍ନୀତ
ବୌଦ୍ଧ/ଜହ୍ନ ।ପଙ୍କ,୨୩/୧:- ବୌଦ୍ଧ ବ୍ଳକ ବଢିଗାଁ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ବଢ଼ିଗାଁ ଖେଳପଡିଆରେ ଆଜି ଚତୁର୍ଥ ଦିନର ମ୍ୟାଚ ବଢିଗାଁ ଓ ବିରିଗଡ଼ ମଧ୍ୟରେ ହୋଇଥିଲା । ଏଥିରେ ବଢିଗାଁ ୪-୦ ଗୋଲରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲକୁ!-->…
Read More...
Read More...
ବୌଦ୍ଧ ବସଷ୍ଟାଣ୍ଡରୁ ନାବାଳକ ଦୁଇ ଭାଇ ଉଦ୍ଧାର
ବୌଦ୍ଧ,୨୩/୧:- ନିଜ ବାପା ଓ ସାବତ ମାଆର ନିର୍ଯ୍ୟାତନା ସହିନପାରି ଘର ଛାଡି ଚାଲି ଆସିଥିବା ଦୁଇ ନାବାଳକ ଭାଇଙ୍କୁ ଆଜି ବୌଦ୍ଧ ବସଷ୍ଟାଣ୍ଡ ନିକଟରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ତଳଗାଁ ବଦଲାସାହି ଗ୍ରାମର ଦୁଇ ନାବାଳକ ନିଜ ବାପା ଓ ସାବତ ମାଆ ପାଖରେ!-->…
Read More...
Read More...
୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଫାଇନାଲକୁ ପ୍ରବେଶକଲା ୱାଇଏଫଏ କଳାହାଣ୍ଡି
ବୌଦ୍ଧ/ହରଭଙ୍ଗା,୨୩/୧:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ଆଜି ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସେମିଫାଇନାଲରେ କରମଚାନ୍ଦ ଫୁଟବଲ କ୍ଳବ ସୁନ୍ଦରଗଡ଼!-->…
Read More...
Read More...
ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୨ ଉଦଯାପିତ
ପାରଳାଖେମୁଣ୍ଡି,୨୩/୧:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୨ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଗଜପତି ଏସପି!-->…
Read More...
Read More...
ବୌଦ୍ଧ: ଓକିଲଙ୍କ ହାତରୁ ୨ଲକ୍ଷ ଟଙ୍କା ଝାଂପିନେଲେ ଦୁବୃର୍ତ୍ତ
ବୌଦ୍ଧ,୨୩/୧:- ବୌଦ୍ଧ ସହରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଜଣେ ଓକିଲଙ୍କ ଠାରୁ ୨ଜଣ ଦୁବୃର୍ତ୍ତ ଟଙ୍କା ଲୁଟି ନେଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଆଜି ଦିନ ୧୨ଟା ସମୟରେ ବୌଦ୍ଧ କୋର୍ଟ ନିକଟରେ ଥିବା କୋର୍ଟ ପୋଷ୍ଟ ଅଫିସକୁ ଟଙ୍କା ବାନ୍ଧିବାପାଇଁ ବୌଦ୍ଧର!-->…
Read More...
Read More...
ଯୁବ ରେଡକ୍ରସ୍ କନ୍ଧମାଳ ପକ୍ଷରୁ ଜିଲ୍ଲାସ୍ତରୀୟ ପାଠ୍ୟ ସହ ତାଲିମ୍ ଶିବିର ଉଦ୍ଯାପିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ୍ ପାଠ୍ୟ ସହ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ତ୍ରିଦିବସୀୟ ଶିବିରର ଉଦଘାଟନ ସମାରୋହରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ!-->…
Read More...
Read More...
ଭଣ୍ଡରଙ୍ଗୀ ଓ ଲଙ୍କାଗଡ଼ ପଞ୍ଚାୟତରେ ସିଆରପିଏଫ ତରଫରୁ ସୋଲାର ଲ୍ୟାମ୍ପ ୱାଟର ଫିଲଟର ବଣ୍ଟନ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଭଣ୍ଡରଙ୍ଗୀ ଓ ଲଙ୍କାଗଡ ପଞ୍ଚାୟତଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ଡି/୧୨୭ ବାଟାଲିୟନ ତଥା ଏଫ/୧୨୭ ବଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ!-->…
Read More...
Read More...
ସୁଭଦ୍ରା ମହତାବ ସେବା ସଦନର ଦୁଇ ନାବାଳିକା ଅନ୍ତେବାସୀ ଫେରାର
ଘୁ ଉଦୟଗିରି:ସ୍ଥାନୀୟ ସୁଭଦ୍ରା ମହତାବ ସେବା ସଦନରୁ ଦୁଇ ଜଣ ନାବାଳିକା ପାଚେରୀ ଡେଇଁ ଫେରାର ହୋଇଯାଇଥିବା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ପରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ଥାନା ଅଞ୍ଚଳର ଜଣେ ନାବାଳିକା ପ୍ରେମ ବ୍ୟାପାରକୁ ନେଇ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା ଡୁମାଳ ପରିଷଦର ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ଆଜି ଜିଲ୍ଲାର ଉଲୁଣ୍ଡା ବ୍ଲକସ୍ଥିତ ବାଘଲପୁର ଗ୍ରାମର ମାରୁତି ମଣ୍ଡପ ଠାରେ ଜିଲ୍ଲା ଡୁମାଲ ପରିଷଦର ଏକ ବୈଠକ ବିନୟ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ନୂତନ ଭାବରେ ଜିଲ୍ଲାକମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା ।ସଭାପତି ଭାବରେ ଅଶ୍ୱିନୀ!-->…
Read More...
Read More...