Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କିନ୍ନରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ
ନବରଙ୍ଗପୁର:- ଜିଲ୍ଲା ସଦରମହକୁମା ନିକଟସ୍ଥ ସରୁଗୁଡ଼ା ଗ୍ରାମରେ ସ୍ଥାପିତ ଗୋବିନ୍ଦଳୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନ ଦ୍ୱାରା ୭୪ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ନବରଙ୍ଗପୁର ଇତିହାସରେ ପ୍ରଥମଥର ପାଇଁ କିନ୍ନରଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସୁଯୋଗ ଦିଆଯାଇଥିଲା । ଏହି!-->…
Read More...
Read More...
କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ
ଫୁଲବାଣୀ :- କିଟ୍ ଓ କିସ୍ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଅବସରରେ ଫୁଲବାଣୀଠାରେ ଆଜି ସକାଳୁ ବିଭିନ୍ନ ସ୍କୁଲ ପିଲାଙ୍କୁ ନେଇ ମିନି ମାରାଥନର ଆୟୋଜନ କରାଯାଇଥିଲା । କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର, ମୁଖ୍ୟ ଜିଲ୍ଲା ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ବିଶ୍ୱରଂଜନ ନାୟକ ଓ!-->…
Read More...
Read More...
କ.ନୁଆଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ପୂର୍ଣ୍ଣବାସୀ ଜାନି, ଅତିରିକ୍ତ ଶିକ୍ଷା!-->…
Read More...
Read More...
ମହାସମାରୋହରେ ପାଳିତ ହେଲା ମାଘ ତିଳ ସପ୍ତମୀ
ହରଭଙ୍ଗା,୨୮/୧:- ଓଡ଼ିଆ ସଂସ୍କୃତି, ପରମ୍ପରା ଓ ପୌରାଣିକ ମତ ଅନୁଯାୟୀ ମାଘମାସକୁ ପବିତ୍ର ମାସ କୁହାଯାଏ । ଏହି ମାସରେ ଗାଁଠୁ ସହର ସବୁଠି ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହି ମାସର ସାତ ଦିନଟିକୁ ତିଳ ସପ୍ତମୀ ବା ରଥ ସପ୍ତମୀ ନାମରେ ମଧ୍ୟ ପରିଚିତ । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିର ଏହା!-->…
Read More...
Read More...
ବୌଦ୍ଧ ଜିଲ୍ଲା ବିଜେପିର ପଞ୍ଚମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୨୮/୧:- ବୌଦ୍ଧ ଜିଲ୍ଲା ବିଜେପିର ପଞ୍ଚମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବାଉଁଶୁଣୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପି ଉପସଭାପତି ଶ୍ରୀମତୀ ଅନିତା ଶୁଭଦର୍ଶନୀ!-->…
Read More...
Read More...
ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା: ୭ ଜଣଙ୍କୁ ଗିରଫ କଲା ପୋଲିସ
ପାଟଣାଗଡ଼/ଖପ୍ରାଖୋଲ ,୨୮/୧:- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା ମହଙ୍ଗା ପଡିଲା । ଆନ୍ଦୋଳନକାରୀଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମହରାପଦର ପଂଚାୟତର!-->…
Read More...
Read More...
ଗଜପତି ଜିଲ୍ଲା ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓ,ଜଗନ୍ନାଥ ମହାପାତ୍ର!-->…
Read More...
Read More...
ନବରଙ୍ଗପୁର ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପରେ ସୁଖବର, ବହୁ ପ୍ରତିକ୍ଷିତ ପିଜି ଶ୍ରେଣୀ ଖୋଲିବା ପାଇଁ ଉଚ୍ଚ…
ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ମାସେ ପୂରିଲା ବେଳକୁ ସୁବର୍ଣ୍ଣ ଜୟନ୍ତୀ ମଞ୍ଚରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଗୃହମନ୍ତ୍ରୀ ଓ ରାଜ୍ୟ ପୂର୍ତ୍ତବିଭାଗ ମନ୍ତ୍ରୀ ଓ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଦେଇଥିବା ପ୍ରତିଶୃତି ଫଳପ୍ରଦ ହେବାର ଶୁଭାରମ୍ଭ!-->…
Read More...
Read More...
ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ
ଦଶପଲ୍ଲା : ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ପଶ୍ଚିମାଞ୍ଚଳର ବୁଗୁଡା କଲୋନୀଠାରେ ଆଜକୁ୨୫ ବର୍ଷ ତଳେ ଉଚ୍ଚ ଶିକ୍ଷାରୁ ବଂଚିତ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚଶିକ୍ଷା ନିମନ୍ତେ ବରିଷ୍ଠ ସାମ୍ବାଦିକ ହରିହର ମହାପାତ୍ରଙ୍କ ଅଦମ୍ୟ ପ୍ରଚେଷ୍ଠାରେ ଏହି ଅନୁଷ୍ଠାନ ଗଢ଼ି ଉଠିଥିଲା । ବହୁ ଘାତ!-->…
Read More...
Read More...
ପାଟଣାଗଡ଼ରେ ଜାତୀୟ ଶିଶୁ କନ୍ୟା ସୁରକ୍ଷା ଦିବସ ପାଳିତ
ପାଟଣାଗଡ଼,୨୮/୧:- ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଓ ଜିଲ୍ଲା ଶିଶୁ କନ୍ୟା ସୁରକ୍ଷା ୟୁନିଟଙ୍କ ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁରାସ୍ଥିତ ସୁଭଦ୍ରା ଭବନ ଠାରେ ଜାତୀୟ ଶିଶୁକନ୍ୟା ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ଡ. ବିଜୟା ନନ୍ଦ ସେଠି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି!-->…
Read More...
Read More...