Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂଆପଡା ଡିଭିଜନର ଦୁଇ ମାଓବାଦୀ ଗିରଫ
ନବରଙ୍ଗପୁର: ମେନପୁର ନୂଆପଡ଼ା ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ ଗିରଫ କରି ବଡ ସଫଳତା ହାସଲ କରିଛି ନବରଙ୍ଗପୁର ପୋଲିସ । ଦୁଇ ମାଓବାଦୀ ହେଲେ ପୂଜା ମାଣ୍ଡଭି ଓ ମିଲିସିଆ ହେଉଛନ୍ତି ସୁମୁଦ୍ର ବାଘ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ମହିଳା ମିଲିସିୟା ବୋଲି ଜଣାପଡିଛି । ଏନେଇ ପ୍ରେସ୍ମିଟରେ!-->…
Read More...
Read More...
ବୌଦ୍ଧରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
ବୌଦ୍ଧ,୨୪/୧:- ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲାପ୍ରଶାସନ ତରଫରୁ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାସ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର,!-->…
Read More...
Read More...
ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ସୁବର୍ଣ୍ଣପୁର: ଧର୍ମଶାଳା ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଦୀର୍ଘ ଆଠଦିନ ଧରି ଚାଲିଥିବା ଏହି ତାଲିମ ଶିବିରର ପରିସମାପ୍ତି ପର୍ବରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିଲେ ।ଏହି ଉଦଯାପନୀ!-->…
Read More...
Read More...
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ୍ କଲେ ଗ୍ରାମବାସୀ
ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ ଟାକରା ଗ୍ରାମବାସୀ ଖୋର୍ଦ୍ଧା-ବଲାଙ୍ଗୀର ରେଳ ବିଭାଗ ତାର କାର୍ଯ୍ୟ କରୁଥିବା ବେଳେ ସେଠାରେ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିଥିଲେ ଟାକରା ଗ୍ରାମବାସୀ । କ୍ଷତି ପୂରଣ ପ୍ରଦାନ ନ କରି କିଭଳି ଭାବରେ ରେଳ ବିଭାଗ ମନ ଇଚ୍ଛା କାର୍ଯ୍ୟ କରୁଛି ବୋଲି ଗ୍ରାମବାସୀ!-->…
Read More...
Read More...
ଜିଲ୍ଳା କଂଗ୍ରେସ ଭାରତ ଯୋଡ ଆନ୍ଦୋଳନର ପ୍ରସ୍ତୁତି ବୈଠକ
ନବରଙ୍ଗପୁର: ଆସନ୍ତା ୨୬ ଜାନୁୟାରୀ ମହାନ ଜନରାଜ୍ୟ ଦିବସରେ ନବରଙ୍ଗପୁର ଜିଲ୍ଲାରେ ଭାରତ ଜୋଡ ଯାତ୍ରା ଶୁଭାରମ୍ଭ ହେବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମାନ୍ୟବର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ସଭାପତି ମୁନା!-->…
Read More...
Read More...
ଆଇସିଏଆର୍ ପରୀକ୍ଷାରେ ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ସଫଳତା
ପାରଳାଖେମୁଣ୍ଡି : ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ଇତିଶ୍ରୀ ମିଶ୍ର ଆଇସିଏଆର୍ ପରୀକ୍ଷାରେ ଭଲ ନମ୍ବର ରଖି ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଏହି ପରୀକ୍ଷାରେ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଇତିଶ୍ରୀ ମିଶ୍ର ୯୯.୯୫ ପ୍ରତିଶତ ରଖି ସାରା ଭାରତରେ ୩୦ତମ ସ୍ଥାନରେ ରହିଛନ୍ତି ।!-->…
Read More...
Read More...
ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରକଳା ପ୍ରତିଯୋଗିତା
ସୁବର୍ଣ୍ଣପୁର: ଆଜି ସହରର କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଚିତ୍ରକଳା ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ସହରର ପ୍ରାୟ ୧୦ ଗୋଟି ବିଦ୍ୟାଳୟର ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ନିଜକୁ ସାମିଲ କରିଛନ୍ତି । ଆଜି ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରକଳା ମାଧ୍ୟମରେ ନିଜ ସୃଜନଶୀଳ ଚିନ୍ତନର ପରିପ୍ରକାଶ!-->…
Read More...
Read More...
ରାଜ୍ୟ କ୍ୟାବିନେଟ ନିଷ୍ପତ୍ତିକୁ ୪୮୮ବର୍ଗ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ କର୍ମଚାରୀ ସମନ୍ୱୟ ସମିତି ସ୍ୱାଗତ
ପୁରୀ : ରାଜ୍ୟ କ୍ୟାବିନେଟ ବୈଠକରେ ଘରୋଇ ମହାବିଦ୍ୟାଳୟର କର୍ମଚାରୀ ମାନଙ୍କ ପାଇଁ ସ୍ଥିରୀକୃତ ବେତନ ପଦ୍ଧତିକୁ ସ୍ୱାଗତ କରିଛି ୪୮୮ବର୍ଗ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ କର୍ମଚାରୀ ସମନ୍ୱୟ ସମିତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଦର୍ଶାଇଛି ସଂଘ ।!-->…
Read More...
Read More...
ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ନିର୍ବାଚନ ମଣ୍ଡଳୀର କରୋନେସନ ପଡିଆ ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୬ତମ ପ୍ରତିଷ୍ଠା ଦିବସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ!-->…
Read More...
Read More...
ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା: ବଢିଗାଁ ସେମିଫାଇନାଲକୁ ଉନ୍ନୀତ
ବୌଦ୍ଧ/ଜହ୍ନ ।ପଙ୍କ,୨୩/୧:- ବୌଦ୍ଧ ବ୍ଳକ ବଢିଗାଁ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ଷଷ୍ଠ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ବଢ଼ିଗାଁ ଖେଳପଡିଆରେ ଆଜି ଚତୁର୍ଥ ଦିନର ମ୍ୟାଚ ବଢିଗାଁ ଓ ବିରିଗଡ଼ ମଧ୍ୟରେ ହୋଇଥିଲା । ଏଥିରେ ବଢିଗାଁ ୪-୦ ଗୋଲରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ସେମି ଫାଇନାଲକୁ!-->…
Read More...
Read More...