Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ
ଜହ୍ନ ।ପଙ୍କ,୨୪/୧:- ବୌଦ୍ଧ ବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ବୁଢ଼ୀପଦରସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ଼ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆୟୁଷ ସୋସାଇଟି, ଜାତୀୟ ଆୟୁଷ ମିଶନ ଓ ଆୟୁଷ ନିର୍ଦ୍ଦେଶାଳୟ ଓଡ଼ିଶା ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ:କଳାହାଣ୍ଡିକୁ ହରାଇ ଝାରସୁଗୁଡା ଚାଂପିଆନ
ହରଭଙ୍ଗା,୨୪/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧଦେବ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚ (ଜୟଦୁର୍ଗା କ୍ଳବ )ଝାରସୁଗୁଡା ସହ (ୱାଇଏଫଏ )କଳାହାଣ୍ଡି ମଧ୍ୟରେ!-->…
Read More...
Read More...
ଝିରିପାଣିରେ ଶ୍ରେଣୀ ଗୃହ ଉଦଘାଟିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଝିରିପାଣିରେ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି । ମାଓ ପ୍ରବଳ ଝିରିପାଣି ପଂଚାୟତର ବାରିଙ୍ଗିଲି ଅଞ୍ଚଳରେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କ ଦ୍ୱାରା ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ ହୋଇଛି । ସମ୍ମାନିତ ଅତିଥି ରୂପେ ତୁମୁଡିବନ୍ଧ ପଂଚାୟତ!-->…
Read More...
Read More...
ହରଭଙ୍ଗା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ ଓ ଲୋଗୋ ଉନ୍ମୋଚନ
ହରଭଙ୍ଗା,୨୪/୧: - ଆସନ୍ତା ଜାନୁଆରୀ ୨୭ ରୁ ୩୧ ପର୍ଯ୍ୟନ୍ତ ହରଭଙ୍ଗାସ୍ଥିତ ଖେଳ ପଡିଆରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ହରଭଙ୍ଗା ମହୋତ୍ସବ । ଏହି ଅବସରରେ ମଙ୍ଗଳବାର ଶୁଭଖୁଣ୍ଟିି ସ୍ଥାପନ ଏବଂ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିôଲା । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ କନ୍ୟା ଦିବସ ପାଳିତ
ପାରଳାଖେମୁଣ୍ଡି : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଗଜପତି ତରଫରୁ ମହିଳା ମହାବିଦ୍ୟାଳୟର ୨୦୦ରୁ ଉଦ୍ଧ୍ୱର୍ ଛାତ୍ରୀଙ୍କୁ ନେଇ ଜାତୀୟ କନ୍ୟା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର!-->…
Read More...
Read More...
ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
ସୁବର୍ଣ୍ଣପୁର -ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣପୁରଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଓ ସମଗ୍ର ଶିକ୍ଷା,ସୁବର୍ଣ୍ଣପୁରର ମିଳିତ ଆୟୋଜନରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର!-->…
Read More...
Read More...
ବିଜେପି ପକ୍ଷରୁ କଣ୍ଟାମାଳ ବ୍ଲକ ଘେରାଓ
ବୌଦ୍ଧ,୨୪/୧- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଗାଣରେ ରାଜ୍ୟ ସରକାର ଚଞ୍ଚକତା ଓ ଅନିୟମିତତା କରିଥିବା ପ୍ରତିବାଦରେ ଆଜି କଣ୍ଟାମାଳ ବ୍ଲକ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଘେରାଓ କରାଯାଇଥିଲା । ରାଜ୍ୟ ସରକାର ବିରୋଧୀ ନାରା ସହିତ!-->…
Read More...
Read More...
ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଆମ୍ବାନୀ
ପୁରୀ : ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଆମ୍ବାନୀ । ଆଜି ଅପରାହ୍ନରେ କଡା ସୁରକ୍ଷା ବଳୟ ମଧ୍ୟରେ ଅନନ୍ତ ଆମ୍ବନୀ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ!-->…
Read More...
Read More...
କୋକସରାରେ ଜାତୀୟ ବାଳିକା ଦିବସ ପାଳିତ
କୋକସରା,୨୪/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ବ୍ଳକ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏଥିରେ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ବିଡ଼ିଓ ଉତ୍ତମ!-->…
Read More...
Read More...
ନବରଙ୍ଗପୁରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
ନବରଙ୍ଗପୁର,୨୪/୧- ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି!-->…
Read More...
Read More...