Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ । ଏକାଦିନରେ କେବଳ ମା!-->…
Read More...
Read More...
କୃଷି ଜନଗଣନା ଉପରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ଫୁଲବାଣୀ : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ,ଓଡ଼ିଶା ସରକାରଙ୍କର ଯୋଜନା ଓ ମନିଟରିଂ ବିଭାଗର ପରିସଂଖ୍ୟାନ ଶାଖା ଏବଂ ଜିଲ୍ଲା ପ୍ରଶାସନ, କନ୍ଧମାଳଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଏକାଦଶ କୃଷି ଜନଗଣନା ଉପରେ ଜିଲ୍ଲାସ୍ତରୀୟ!-->…
Read More...
Read More...
ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ
ଫୁଲବାଣୀ :- ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ପଞ୍ଚାୟତ ସ୍ଥରରେ କ୍ରୀଡାକୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି । ସେହିପରି ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡ଼ା ଠାରେ ମଧ୍ୟ ବିଶିପଡା ସରପଞ୍ଚଙ୍କ ପ୍ରତ୍ୟକ୍ଷ!-->…
Read More...
Read More...
ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଗାଁ ମଣ୍ଡିରେ ଉଠୁନି ଧାନ, ବସ୍ତା ରଖି ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଜଟାବାଲ ପଞ୍ଚାୟତ ଅଧୀନରେ ଥିବା ଜାମ୍ୱଗୁଡ଼ା ଗାଁରେ ଚାଲୁ ଥିବା ଧାନମଣ୍ଡି ଏବେ ଅଚଳବସ୍ଥାରେ । ଦୁଇ ଦିନ ହେବ ଚାଷୀଙ୍କ ଧାନପଡି ରହିଛି । ସୂଚନା ଅନୁସାରେ ୩୭୯୯.୫୧ କେ.ଜି ଧାନ ଗୁରୁବାର ଦିନ ଉଠିବାର ଥିଲା । ଦୁଇ ଦିନ ବିତିଗଲା!-->…
Read More...
Read More...
ନନ୍ଦାହାଣ୍ଡି ବ୍ଲକରେ ଧୁମ୍ଧାମରେ ପାଳିତ ହେଲା ପୁଷ ପୁନେଇଁ
ନନ୍ଦାହାଣ୍ଡି : ଆଦିବାସୀ ହେଉଛନ୍ତି ପ୍ରକୃତିର ଉପାସକ । ଆଦିବାସୀ ମାନଙ୍କର ପର୍ବ ପର୍ବାଣୀ ଋତୁ ଅନୁଯାୟୀ ହୁଏ, ବର୍ତ୍ତମାନ ଚାଷ କାର୍ଯ୍ୟ ସରି ଯାଇଛି ଫସଲ ଅମଳ ହୋଇ ଘରେ ଅଛି, ହାତରେ ଦୁଇ ପଇସା ଅଛି ତେଣୁ ନାଚ ଗୀତ ଓ ମଉଜ ମସ୍ତି କରିବାର ସମୟ । ଏଣୁ ଆଦିବାସୀ ଗ୍ରାମ ଗୁଡ଼ିକରେ ପାଳିତ!-->…
Read More...
Read More...
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସଂପନ୍ନ
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି । ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ ଦୁର୍ଲଭ ସୁନାବେଶରେ ବିଭୂଷିତ ହୋଇଥିଲେ । ଦୁଇବର୍ଷ ପରେ କରୋନା କଟକଣା ହଟିଯାଇଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବାକୁ!-->…
Read More...
Read More...
ନାବାଳିକାକୁ ଦୁଷ୍କର୍ମ, ଥାନାରେ ଅଭିଯୋଗ କଲେ ବାପା
ଘୁ.ଉଦୟଗିରି:ସ୍ଥାନୀୟ ଥାନା ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ନନ୍ଦଗିରି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଲିଖିତ ଏତଲା ଦେବା ପରେ ଏକ ବଳାତ୍କାର ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁସାରେ ୫ ତାରିଖ ରାତି ପ୍ରାୟ ୧୨ ଟା ସମୟରେ!-->…
Read More...
Read More...
ଗଜପତି ଉତ୍ସବ-୨୦୨୨ ଶୁଭାରମ୍ଭ
ପାରଳାଖେମୁଣ୍ଡି : ମହେନ୍ଦ୍ରଗିରି ଶିଖରର ମାତା କୁନ୍ତି ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ-୨୦୨୨ ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର, ଜିରାଙ୍ଗ, ମଣ୍ଡଳ ସାହି, ରାମଗିରି, ଛେଲିଗଡ, ଆର୍.ଉଦୟଗିରି,!-->…
Read More...
Read More...
ନନ୍ଦାହାଣ୍ଡିରେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ସଦାଶିବ ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ପୁରୁଷ ହକି ବିଶ୍ୱକପ ନିମନ୍ତେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜନ ସାଧାରଣଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ବୃଦ୍ଧି ନିମନ୍ତେ!-->…
Read More...
Read More...
୨୦୨୩ ରେ ଅନୁଭୂତ ହେଉଛି ୨୦୨୪ ତାତି
ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗାଁଠୁ ସହର ସର୍ବତ୍ର ଝୁଲୁଛି ନବ ବର୍ଷର ଅଭିନନ୍ଦନ ଭରା ପୋଷ୍ଟର ଓ ବ୍ୟାନର । ବିଭିନ୍ନ ରାଜନୈତିକ ଦଳର ସଂକେତରେ ଶୋଭା ପାଉଥିବା ଏ ସବୁକୁ ଦେଖିଲେ, ଯେ କେହି ଏଥିରୁ ପାଇପାରିବ ରାଜନୀତିର ବାସ୍ନା । ୨୦୨୪ ରେ ସାଧାରଣ ନିର୍ବାଚନ ହେବାକୁ!-->…
Read More...
Read More...