Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମନ୍ତ୍ରୀଙ୍କଦ୍ୱାରା ଅନୁକମ୍ପା ରାଶି ପ୍ରଦାନ, ୮୩ ଜଣକୁ ମିଳିଲା ପ୍ରାୟ ଏକ କୋଟି ସତର ଲକ୍ଷରୁ ଉର୍ଦ୍ଧ୍ୱ ରାଶି
ବୌଦ୍ଧ/ହରଭଙ୍ଗା ,୧୩/୧- କେନ୍ଦୁପତ୍ର ବିଭାଗ ଆନୁକୂଲ୍ୟରେ ଆଜି ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସାମୁହିକ କର୍ମଚାରୀଙ୍କ ପାଇଁ ସରକାରଙ୍କ ସହାୟତା ରାଶିର ଏକ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଂଚାୟତ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ଆଦର୍ଶ ଶିକ୍ଷୟିତ୍ରୀଙ୍କ ପରଲୋକ
ପୁରୀ:ସଂଜୀବନୀ ଓ ନୀଳାଚଳ ନର୍ସିଂ ହୋମ ର ପ୍ରତିଷ୍ଠାତା ସ୍ବର୍ଗତ ଦେବ ପ୍ରସାଦ ମହାପାତ୍ରଙ୍କ ସହଧର୍ମିଣୀ ତଥା ଆଦର୍ଶ ଶିକ୍ଷୟିତ୍ରୀ ପ୍ରତିଭା ରଥଙ୍କର ହୃଦଘାତ ରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା। ଗତ ତିନିଦିନ ତଳେ ଶ୍ରୀମତୀ ରଥ ଭୁବନେଶ୍ୱରରେ ଥିବା ଭଉଣୀ ଘରକୁ!-->…
Read More...
Read More...
ହୀରାକୁଦ ଜଳଭଣ୍ଡାର: ପକ୍ଷୀ ଗଣନାରେ ଦଶଟି ନୂଆଁ ପ୍ରଜାତି ଚିହ୍ନଟ
ସମ୍ବଲପୁର : ପ୍ରତିବର୍ଷ ଶୀତ ଋତୁ ଆରମ୍ଭ ସହିତ ହୀରାକୁଦ ଜଳଭଣ୍ଡାରକୁ ଲକ୍ଷାଧିକ ଅତିଥି ପକ୍ଷୀଙ୍କ ଆଗମନ ହୋଇଥାଏ ଓ ଏହି ସମୟରେ ସେମାନଙ୍କ ଗଣନା ମଧ୍ୟ ହୋଇଥାଏ । ଇତିମଧ୍ୟରେ ସମ୍ପନ୍ନ ପକ୍ଷୀ ଗଣନା ଅନୁସାରେ ଏବର୍ଷ ଦଶଟି ନୂଆଁ ପ୍ରଜାତିର ପକ୍ଷୀ ଚିହ୍ନଟ ହେବା ସହିତ ଶତାଧିକ ପ୍ରଜାତିର ମୋଟ!-->…
Read More...
Read More...
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମ ପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଯୋଗ ଦେଇ ପ୍ରଦୀପ!-->…
Read More...
Read More...
କୁଆଁରିଆ ଜଳଭଣ୍ଡାରରେ ହେବ ବୋଟିଂ ବ୍ୟବସ୍ଥା
ଦଶପଲ୍ଲା : କୁଆଁରିଆ ଡ଼୍ୟାମ୍ରେ ବୋଟିଂର ମଜାନେବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବିଭିନ୍ନ ଡ୍ୟାମ୍ ତଥା ଜଳଭଣ୍ଡାରର ପାରିପାର୍ଶ୍ୱକ ଉନ୍ନତି କ୍ଷେତ୍ରରେ ଜଳସମ୍ପଦ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୪ଟି ଜଳଭଣ୍ଡାରକୁ ଚିହ୍ନଟ!-->…
Read More...
Read More...
ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା, ଅଭିଯୁକ୍ତ ଥାନାରେ ଅଟକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଂଘନ୍ୟ ହତ୍ୟାକାଣ୍ଡ । ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ପ୍ରକାରେ ଗତକାଲି ରାତ୍ର ପ୍ରାୟ ୧୦ଟା ସମୟରେ ସାରଙ୍ଗଡ଼ ପୁରୁଣା ସାହିର ଦୁଇଜଣ ବ୍ୟକ୍ତି ମଦ ପିଇବାକୁ ଯାଇଥିଲେ ।!-->…
Read More...
Read More...
ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ
ନବରଙ୍ଗପୁର,୧୦/୧ - ଓଡିଶା ସରକାରଙ୍କ ଶିଳ୍ପଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ପକ୍ଷରୁ ନବରଙ୍ଗପୁର ସ୍ଥାନୀୟ କୋଣାର୍କ ଆଇଟିଆଇ ପରିସରରେ ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ଜଣ ଯୁବକ ଯୁବତୀ ଭାଗନେଇ ନିଜର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ!-->…
Read More...
Read More...
ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ବାର୍ଷିକ କ୍ରୀଡ଼ା ଉଦଯାପିତ
ଜହ୍ନ ।ପଙ୍କ,୧୦/୧:ବୋୖଦ୍ଧ ଜିଲ୍ଲା ତାଳସରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଂଗ୍ରାମପୁର ରେ ବୋୖଦ୍ଧ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ସ୍ଥରୀୟ ବିଦ୍ୟାଳୟ ସମୁହ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଅପରାହ୍ନରେ ଉଦଯାପିତ!-->…
Read More...
Read More...
ନବନିର୍ମାଣ କୃଷକ ସଙ୍ଗଠନର ସାମ୍ବାଦିକ ସମ୍ମିଳନୀ
ସୁବର୍ଣ୍ଣପୁର,୧୦/୧ - ଆଜି ସୋନପୁରର ହୋଟେଲ ଗ୍ରୀନପାର୍କ ପରିସରରେ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାର ସାଙ୍ଗଠନିକ ସମ୍ମିଳନୀ ଓ ସାମ୍ବାଦିକ ସମ୍ମିଳନୀ ପ୍ରଦ୍ୟୁମ୍ନ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ!-->…
Read More...
Read More...
ଅପରେସନ ଗଜରାଜ ସଫଳ
ପୁରୀ : ବିଫଳ ବନବିଭାଗର ସଫଳ ପ୍ରୟାସ୍ । ଦୀର୍ଘ ୩୦ଘଣ୍ଟାରୁ ଉର୍ଦ୍ଧ୍ୱ ଚେଷ୍ଟା ପରେ ଶେଷରେ ସଫଳ ହେଲା ଅପରେସନ୍ ଗଜରାଜ । ପୁରୀ - କୋଣାର୍କ ବେଳାଭୂମି ରାସ୍ତାର ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାକୁ ଟ୍ରାଙ୍କୁଲାଇଜ୍ ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନନ୍ଦନକାନନ ନିଆଯାଇଛି ।!-->…
Read More...
Read More...