Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିଖୋଜ ପୁଅର ମୃତଦେହ ଉଦ୍ଧାର
ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୋଟିନଡା ଗ୍ରାମର ବସନ୍ତ ଛଟେଇ ଓ କିଶୋରୀ ଛଟେଇଙ୍କ ୫ ବର୍ଷର ନିଖୋଜ ପୁଅ ପ୍ରଭୂପାଦ ଛଟେଇଙ୍କ ମୃତଦେହ ଘର ବାରିପଟ କୂଅରୁ ବିଳମ୍ବିତ ରାତିରେ ଠାବ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ପ୍ରଭୂପାଦ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ଘର!-->…
Read More...
Read More...
ବ୍ୟବସାୟୀଙ୍କ ହୃଦଘାତରେ ପରଲୋକ
ହରଭଙ୍ଗା,୨୨/୧୨:- ବ୍ୟବସାୟୀ ଅଶୋକ କୁମାର ସାହୁ( ୫୫)ଙ୍କ ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କରଞ୍ଜକଟା ପଂଚାୟତ ଲକ୍ଷ୍ମଣପୁର ଗ୍ରାମ ନିବାସୀ ଅଶୋକ କୁମାର ସାହୁ ବାଣିଭୂଷଣପୁର ପଂଚାୟତ ଷ୍ଟଲ ଚାରିଛକ ଠାରେ ବହୁ ଦିନରୁ ଲୁଗାପଟା ବ୍ୟବସାୟ କରି ଆସୁଥିଲେ । ଆଜି ସକାଳେ!-->…
Read More...
Read More...
ଭାରତରେ ବିଏଫ୍.୭ ଭାରିଆଣ୍ଟର ୪ ମାମଲା ଚିହ୍ନଟ
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଚାଇନାରେ ବଢୁଥିବା କରୋନା ଓମିକ୍ରନର ସବ-ଭାରିଆଣ୍ଟ ବିଏଫ୍.୭ ଏବଂ ବିଏଫ୍.୧୨ ମାମଲା କାୟା ବିସ୍ତାର କରିବା ପରେ ଭୟର ବାତାବରଣ ଦେଖାଦେଇଛି। ତେବେ ଏନେଇ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି। ଦେଶର ବିଭିନ୍ନ!-->…
Read More...
Read More...
ବାଲୁକା ଶିଳ୍ପୀ ମାନସ ସାହୁ ଦ୍ୱାରା ବାଲୁକା କଳା ପାର୍କ
ପୁରୀ : ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ ।ପୁରୀ ବେଳାଭୂମିରେ ଲାଗିଛି ଦେଶ ତଥା ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ । ତେଣୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିବା ସହିତ ପୁରୀ ବେଳଭୂମିର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ବାର୍ତ୍ତାଦେବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ବାଲୁକା!-->…
Read More...
Read More...
ଏକାଡେମି ପୁରସ୍କାର ପ୍ରାପ୍ତ ଯୁବ କଳାକାରଙ୍କୁ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି : ଓଡ଼ିଆ ନାଟକର ଏନ୍ତୁଡ଼ିଶାଳ ପାରଳାର ଜଣେ ମଂଚ କଳାକାରଙ୍କୁ ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯିବା ପରେ ସାରା ଗଜପତି ଜିଲ୍ଲାରେ ଖୁସୀର ଲହରୀ ଖେଳି!-->…
Read More...
Read More...
ଆଧାର ଅପଡେଟ୍ ନିହାତି ଜରୁରୀ
ପୁରୀ : ଅପଡେଟ୍ ହୋଇଥିବା ଆଧାର ଏକ ଶକ୍ତିଶାଳୀ ଆଧାର । ଏହା ଜୀବନ ପ୍ରଣାଳୀକୁ ସହଜ କରିଥାଏ ବୋଲି ଜିଲ୍ଲା ସ୍ତରୀୟ ଆଧାର ପରିଚାଳନା କମିଟି ବୈଠକରେ ସୂଚନା ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପରିସରରେ ଏ ସମ୍ପର୍କରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି!-->…
Read More...
Read More...
ଆଦର୍ଶ ପ୍ରଧାନଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଯୁବକ ଆଦର୍ଶ ପ୍ରଧାନଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଭିନ୍ନକ୍ଷମ ସାର୍ଟିଫିକେଟ ପୂର୍ବତନ ସମିତି ସଭ୍ୟାଙ୍କ ଜରିଆରେ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି!-->…
Read More...
Read More...
ବ୍ଲକ ପ୍ରଶାସନ ପକ୍ଷରୁ କମ୍ବଳ ବଣ୍ଟନ
ହରଭଙ୍ଗା: ଗତ କିଛିଦିନ ହେଲା ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଶୀତର ପ୍ରଭାବରେ ବହୁମାତ୍ରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ବୁଧବାର ସନ୍ଧ୍ୟାରେ ହରଭଙ୍ଗା ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ହରଭଙ୍ଗା ବ୍ଲକ ଅଡେ଼ଣିଗଡ ପଂଚାୟତ ଅଡେଣିଗଡ଼,!-->…
Read More...
Read More...
ଉପଖଣ୍ଡରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ଉପ ଜିଲ୍ଲାପାଳ ଅଫିସ୍ ଘେରାଉ
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ ଚଳିତ ଖରିଫ ଋତୁରେ ମଣ୍ଡିରେ ଚାଷୀଙ୍କ ଧାନ କ୍ରୟର ଅବ୍ୟବସ୍ଥାକୁ ନେଇ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ବିଜେପି କର୍ମୀ ସହ ଶତାଧିକ ଚାଷୀ ବିଜେପି କାର୍ଯ୍ୟାଳୟ ଖମାର ପରିସରରେ ଏକତ୍ରିତ!-->…
Read More...
Read More...
ରାସ୍ତା ଦୁର୍ଘଟଣାରେ ଆହତ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇଲେ ଆରକ୍ଷୀ ଅଧିକ୍ଷକ
ସୁବର୍ଣ୍ଣପୁର : ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୋନପୁରରୁ ବିନିକା ଥାନାକୁ ଯାଉଥିବା ସମୟରେ ଉଲ୍ଲେ ଛକ ନିକଟରେ ଘାଟକଇତରା ଗ୍ରାମର ସନତ ଶତପଥି (୩୫), ତାଙ୍କ ସ୍ତ୍ରୀ ରୀନା ଶତପଥି ଓ ୩ ବର୍ଷର ଝିଅ ବାଇକ୍ରୁ ହମ୍ପସ ପାଖରେ ରକ୍ତ ଜୁଡୁ ବୁଡ଼ ହୋଇ!-->…
Read More...
Read More...