Browsing Category

ରାଜ୍ୟ

ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ଦଶପଲ୍ଲା : ସୋମବାର ଦିନ ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ଏହି ଜନଶୁଣାଣୀ ଶିବିରରେ ସମୁଦାୟ ୮୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏଥି ମଧ୍ୟରୁ
Read More...

କାର୍ଯ୍ୟକାରୀ ହେଲା ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

ସୁବର୍ଣ୍ଣପୁର: ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜିଠାରୁ ପୂର୍ଣ୍ଣ ମାତ୍ରାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ କାର୍ଯ୍ୟକାରୀ କରାଯାଇଛି । ଏଣୁ ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ
Read More...

ବେଦାନ୍ତ ଲାଞ୍ଜିଗଡର ନୂତନ ସୁରକ୍ଷା ଯାନ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରା ଶୁଭାରମ୍ଭ

ଭବାନୀପାଟଣା: ମେଟାର୍ଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ବେଦାନ୍ତ ଲିମିଟେଡ ଭାରତର ପ୍ରମୁଖ ଉତ୍ପାଦକ ଏହାର ସୁରକ୍ଷା ଫ୍ଲିଟରେ ଏକ ସୁସଜ୍ଜିତ ସୁରକ୍ଷା ତାଲିମ ଭ୍ୟାନ ଓ ଜରୁରୀକାଳୀନ ସହାୟତା ଭ୍ୟାନକୁ ନିଯୁକ୍ତ କରିଛି । ଏହି ଯାନକୁ କଳାହାଣ୍ଡି ଜିଲ୍ଲା ମାଜିଷ୍ର୍ଟ୍ରେଟ,କଲେକ୍ଟର ପି.
Read More...

ଲାଞ୍ଜିଗଡଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର

ଭବାନୀପାଟଣା: ଲାଞ୍ଜିଗଡସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ, ଉପ ଜିଲ୍ଲାପାଳ,
Read More...

ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର

ଜି. ଉଦୟଗିରି: ଆଜି ସକାଳ ପ୍ରାୟ ୮:୩୦ ମିନିଟ ସମୟରେ କଳିଙ୍ଗା ବିଦ୍ୟୁତ କାର୍ଯ୍ୟାଳୟ ସବ ଷ୍ଟେସନ ନିକଟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । କୌଣସି କାମରେ ଆଜି ଜି. ଉଦୟଗିରି ଶଙ୍ଖ ସାହି ବାସିନ୍ଦା ସଞ୍ଜୀବ ନାୟକ (୪୪) ଫୁଲବାଣୀ ଅଭିମୁଖେ ଯାଉଥିଲେ,ସେହି ସମୟରେ କଳିଙ୍ଗା ବିଦ୍ୟୁତ
Read More...

ଜାଡରେ ଥରୁଛି ଘୁ.ଉଦୟଗିରି

ଘୁ ଉଦୟଗିରି: ଚଳିତ ବର୍ଷ ଘୁ.ଉଦୟଗିରିରେ ଶୀତର ପ୍ରକୋପ ଦେଖୁବାକୁ ମିଳିଛି । ତିନି ଦିନ ଭିତରେ ତାପମାତ୍ରା ଖସିବାରେ ଲାଗିଛି । ଆଜି ଘୁ.ଉଦୟଗିରିରେ ତାପମାତ୍ରା ୫ଡିଗ୍ରୀରେ ପହଁଚିଥିବା ବେଳେ ଗ୍ରାମାଞ୍ଚଳରେ ପ୍ରବଳ ଶୀତ ଅନୁଭବ ହେଉଛି । ଏହି ଅଂଚଳରେ ଗତକାଲିଠାରୁ ହାଡ଼ଭଙ୍ଗା ଶୀତ ଅନୁଭବ
Read More...

ବ୍ଲକସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସ୍ଥିତ ଦହଣା ସରକାରୀ ସଦାଶିବ ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ପାଇଁ ସମସ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା ।
Read More...

ଦିବ୍ୟାଙ୍ଗ ସଚେତନ ଶିବିର ଓ ଶୀତ ବସ୍ତ୍ର ବଣ୍ଟନ

କୋକସରା,୧୯/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ କଲେଜ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗନାଇଜେସନ ଓ ୟୁଥ ରେଡ଼କ୍ରସ ଲଡ଼ୁଗାଁ କଲେଜର ମିଳିତ ଆନୁକୂଲ୍ୟରେ ଲଡ଼ୁଗାଁ ଗ୍ରାମପଞ୍ଚାୟତ ଅଧୀନରେ ବସବାସ କରୁଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା
Read More...

ଧଳପୁରରେ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର, ୪୧ଟି ଅଭିଯୋଗ ମଧ୍ୟରୁ ୫ଟି ତୁରନ୍ତ ସମାଧାନ

ହରଭଙ୍ଗା,୧୯/୧୨- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟ ମିନାଙ୍କ ମିଳିତ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ମୋଟ ୪୧ଟି ଅଭିଯୋଗ ପତ୍ର
Read More...

ମେଗା ଜଳସେଚନ ପ୍ରକଳ୍ପ ପାଇଁ ଶତାଧିକ ଚାଷୀ ଯୁଗ୍ମ ଜନଶୁଣାଣୀରେ ବିକ୍ଷୋଭ: ନାଲି ଫିତା ଭିତରେ ରହିଛି ହରଭଙ୍ଗା ବ୍ଲକର…

ହରଭଙ୍ଗା,୧୯/୧୨- ରାଜ୍ୟ ସରକାରଙ୍କ ପାର୍ବତ୍ୟ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନାଅଧୀନରେ ଚାଳିଶରୁ ଉର୍ଦ୍ଧ୍ୱ ପ୍ରକଳ୍ପ ନିର୍ମାଣ ପାଇଁ ୭/୧୨/୨୦୧୮ ରେ ସାମିଲ ହୋଇଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାଂପୋଚ, ରାମଗଡ଼ ଓ ଧଳପୁର । ଏଥିପାଇଁ ୧୭ କୋଟିରୁ ଉର୍ଦ୍ଧ୍ୱ ଚାରୋଟି ଟେଣ୍ଡର
Read More...