Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖପ୍ରାଖୋଲଠାରେ ସାଇବର ସଚେତନତା ରଥର ଶୁଭାରମ୍ଭ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲାରେ ସାଇବର ଠକେଇର କୁପରିଣାମ ଓ ସମାଜରେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଏକ ସାଇବର ସଚେତନତା ରଥକୁ ଖପ୍ରାଖୋଲ ଥାନା ଅଞ୍ଚଳ ପରିକ୍ରମଣ ପୂର୍ବକ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ ଶୁଭାରମ୍ଭ କରାଯାଇଛି ।!-->…
Read More...
Read More...
ନକଲି ମଦ ଚାଲାଣ ବେଳେ,୩ ଗିରଫ
ଗଞ୍ଜାମ: ବ୍ରହ୍ମପୁର ଅବକାରୀ ମଣ୍ଡଳକୁ ମିଳିଛି ବଡ ଧରଣର ସଫଳତା । ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଓମ୍ ବିହାର ନିକଟସ୍ଥ କାଶୀନଗର ଅଞ୍ଚଳରେ ଏକ ଭଡା ଘରୁ ଅବକାରୀ ବିଭାଗ ଠାବ କରିଛି ନକଲି ବିଦେଶୀ ମଦ କାରଖାନା । ଏଠାରେ ସାରା ଜିଲ୍ଲାର ବିଭିନ୍ନ ଗ୍ରାମ ସହ ବାହାର ଜିଲ୍ଳାକୁ ମଧ୍ୟ ନକଲି!-->…
Read More...
Read More...
ବଣଭୋଜି ହେଲା କାଳ, ମହାନଦୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ
ସୁବର୍ଣ୍ଣପୁର/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବାର୍ଷିକ ଉତ୍ସବ ଅବସରରେ ନିକଟସ୍ଥ ମହାନଦୀ ପଠାକୁ ବଣଭୋଜି ପାଇଁ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀ ମାନେ ଖେଳକୁଦ କରିବା ପରେ ସମସ୍ତଙ୍କୁ!-->…
Read More...
Read More...
ଜଗବନ୍ଧୁଙ୍କୁ ବାନ୍ଧିଲା ଇଡି
ଭୁବନେଶ୍ୱର: ରିମାଣ୍ଡ ଅବଧି ସରିବା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଆଜି ଗିରଫ କରିଛି ଇଡି। ଜଗବନ୍ଧୁଙ୍କ ରିମାଣ୍ଡ ଆଜି ସରିବା ପରେ ତାଙ୍କୁ!-->…
Read More...
Read More...
ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୁବନେଶ୍ୱର: ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ନଡ୍ଡା ପୁଣି ଓଡ଼ିଶା ଗସ୍ତରେ ଆସିବେ। ଏନେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତେବେ ତାଙ୍କର ସୂଚନା ଅନୁଯାୟୀ, ବିଜେପି!-->…
Read More...
Read More...
ଦେଶରେ କରୋନା ଡର, ନୂଆ ବର୍ଷ ପାଇଁ ଆସିବ ଗାଇଡଲାଇନ
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଡର । କିଛି ଦିନର ନିରବତା ପରେ କରୋନା ଏବେ ପୁଣି ଥରେ ଡରାଇବା ଆରମ୍ଭ କରିଛି । କରୋନାକୁ ରୋକିବା ପାଇଁ ସମୀକ୍ଷା ଆରମ୍ଭ ହୋଇଯାଇଥିବାବେଳେ ସାମାଜିକ ଦୂରତା, ଟିକାକରଣ ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ଆଗକୁ ଆସୁଛି ନୂଆ ବର୍ଷ । ତେଣୁ!-->…
Read More...
Read More...
୨୭ରେ ବରଗଡ଼ ଧନୁଯାତ୍ରା
ବରଗଡ଼: ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ରହିଥିବା ବେଳେ, କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି। ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ!-->…
Read More...
Read More...
ରାମାନୁଜନ୍ ଗଣିତ କ୍ଳବ ତରଫରୁ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହେନ୍ଦ୍ର ଗିରୀ ଉଚ୍ଚ ବିଦ୍ୟାଳୟରେ ରାମାନୁଜନ୍ ଗଣିତ କ୍ଳବ ତରଫରୁ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମାନୁଜନ୍ଙ୍କ ଜୀବନୀ, କୃତିତ୍ୱ ଗଣିତ ପ୍ରତି ଅବଦାନ ଓ ବିଦ୍ୟାଳୟ ସ୍ତରରେ!-->…
Read More...
Read More...
ଭୋପାଳରେ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ କନ୍ଧମାଳର କମାଲ୍, ସମସ୍ତଙ୍କୁ ପଛରେ ପକାଇ ହେଲା ନମ୍ବରୱାନ୍
ବାଲିଗୁଡ଼ା: ଭୋପାଳରେ କନ୍ଧମାଳର ଆଦିବାସୀ ଯୁବକ ଯୁବତୀଙ୍କ କାମାଲ୍ । ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କଲା କନ୍ଧମାଳ ଟିମ୍ । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ୱାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ!-->…
Read More...
Read More...
ଦାରିଙ୍ଗବାଡ଼ିରେ ୧୫ତମ ଅନ୍ତରଙ୍ଗ ଯୁବ ମହୋତ୍ସବ ପାଳନ
ଯୁବଶକ୍ତି ଏକାଠି ହେଲେ ସବୁ ସମ୍ଭବ: ମୁଖ୍ୟ ଅତିଥି
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଅନ୍ତରଙ୍ଗ ଯୁବ ମହାସଙ୍ଘ ତରଫରୁ ୧୫ତମ ଅନ୍ତରଙ୍ଗ ଯୁବ ମହୋତ୍ସବ ୨୦୨୨ ପାଳିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ଅନ୍ତରଙ୍ଗ ଯୁବ ମହାସଙ୍ଘ ସଭାପତି ଦିଲୀପ କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ!-->…
Read More...
Read More...