Browsing Category

ରାଜ୍ୟ

ନକଲି ଆଦିବାସୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ, ରାଜ୍ୟସଭାରେ ପ୍ରସଙ୍ଗ ଉପସ୍ଥାପନ କଲେ ସାଂସଦ ନିରଞ୍ଜନ ବିଶି

ପାଟଣାଗଡ଼: ରାଜ୍ୟସଭାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦ୍ୱାରା ଆଗତ "ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ବିଲ ୨୦୨୨ ପ୍ରସଙ୍ଗରେ ବିଲ ସପକ୍ଷରେ ମତାମତ ପ୍ରଦାନ ପୂର୍ବକ ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ
Read More...

ସ୍କୁଲ ଟଙ୍କା ହଡ଼ପ ଘଟଣା, ପୂର୍ବତନ ସଭାପତି ଓ ଆକାଉଣ୍ଟାଣ୍ଟ ଗିରଫ

ପାଟଣାଗଡ : ପାଟଣାଗଡ ସ୍ଥିତ ଏକ ଘରୋଇ ସ୍କୁଲର ପୂର୍ବତନ ସଭାପତିଙ୍କ ସମେତ ଆକାଉଣ୍ଟାଣ୍ଟ ମିଶି ୪୫ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ଆକାଉଣ୍ଟାଣ୍ଟଙ୍କ ଅଭିଯୋଗ କ୍ରମେ ଗତ ନଭେମ୍ବର ୧୯ ରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ସ୍କୁଲ ପରିଚାଳନା କମିଟିର ସଭାପତି ଓ ସଂପାଦକଙ୍କ ହସ୍ତକ୍ଷେପ
Read More...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧିନସ୍ଥ କୁମ୍ଭାରମୁଣ୍ଡା ଫରେଷ୍ଟ ସେକ୍ସନରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବିବରଣୀ ଅନୁଯାୟୀ ତରଭା ବ୍ଲକ ଚାରଭଟା ଗ୍ରାମପଞ୍ଚାୟତ ଅଧିନସ୍ଥ ସୁକ୍‌ଲେସର ଗ୍ରାମର ହର ରଣା (୬୫) ଧାନ ଖଳାରେ ତାଙ୍କର ଧାନ ଅମଳ
Read More...

ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍,ଅଚ୍ୟୁତଙ୍କ ୫୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍…

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‍, ସମାଜସେବୀ, କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ
Read More...

ଲକ୍ଷାଧିକ ଟଙ୍କାର ଖଇରକାଠ ବୋଝେଇ ପିଅକପ ଭ୍ୟାନ ଜବତ : କାଠ ମାଫିଆ ଓ ଡ୍ରାଇଭର ଫେରାର

ପାଟଣାଗଡ଼ ୨୩/୧୨- ପାଟଣାଗଡ ବନ ବିଭାଗ ବିପୁଳ ପରିମାଣର ଖଇର କାଠ ଗଣ୍ଡି ବୋଝେଇ ଏକ ପିଅକପ ଭ୍ୟାନକୁ ଜବତ କରିଥିବାବେଳେ ମଉକା ଦେଖି ଘଟଣାସ୍ଥଳରୁ କାଠମାଫିଆ ଓ ଡ଼୍ରାଇଭର ଫେରାର ମାରିଛନ୍ତି । ସୂଚନା ଅନୁଯାୟୀ ପାଢେଲ ସେକସନରେ ବିପୁଳ ପରିମାଣର ଖଇର କାଠ ବୋଝେଇ ଏକ ପିଅକପ ଭ୍ୟାନ ଦ୍ୱାରା
Read More...

ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର

ହରଭଙ୍ଗା,୨୩/୧୨- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ଶରଧାପୁର ଗ୍ରାମରେ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ମୁଖ୍ୟତିଥିଭାବେ ଯୋଗ ଦେଇ ଶୀତକାଳୀନ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ପୋଗ୍ରାମ
Read More...

ବଡ଼ଦିନ ପୂର୍ବରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବ୍ୟାପକ ପୋଲିସ ଫୋର୍ସ ମୁତୟନ

ବାଲିଗୁଡ଼ା,୨୩/୧୨ : ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେନେଇ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପୋଲିସ୍‌ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । ବଡ଼ଦିନକୁ ଦୃଷ୍ଟିରେ ରଖି
Read More...

୨୬ରେ ପୁରୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ, ଯୋଗଦେବେ ବିଜେଡି ସୁପ୍ରିମୋ

ପୁରୀ : ପୁରୀରେ ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯିବ । ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ । ପଞ୍ଚାୟତ,ବ୍ଲକ୍‌ ଓ ଜିଲ୍ଲା ସ୍ତରର ୪୨୫୦୦ କାର୍ଯ୍ୟକର୍ତ୍ତା ଏହି ପ୍ରତିଷ୍ଠା
Read More...

ବଲାଙ୍ଗିରଠାରେ ଅନୁଷ୍ଠିତ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଉଦଯାପିତ

ବଲାଙ୍ଗିର : ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ, ବଲାଙ୍ଗିର କଳାହାଣ୍ଡି ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇଦିନିଆ ଗୋପାଳନ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଉଦଯାପନୀ
Read More...

ହକି ବିଶ୍ୱକପକୁ ଜନାଦୃତ କରିବା ପାଇଁ ଅଭିନବ ପ୍ରୟାସ

ସୁବର୍ଣ୍ଣପୁର : ଆସନ୍ତା ମାସରେ ଓଡିଶାରେ ଆୟୋଜିତ ହେବାକୁ ଥିବା ଜାତୀୟ ଖେଳ ବିଶ୍ୱ କପ ହକିକୁ ସାରା ସୁବର୍ଣ୍ଣପୁର ଜ଼ିଲ୍ଲାରେ ଜନାଦୃତ କରିବା ପାଇଁ ଜ଼ିଲ୍ଲାର ହକି ଖେଳାଳୀ, ହକି ଫ୍ୟାନ୍ସ ଓ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ଆୟୋଜକ ଓଡିଶା ରାଜ୍ୟକୁ ସମସ୍ତ ସହଯୋଗ କରିବା
Read More...