Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପେକ୍ସ ପରିଦର୍ଶନ ବେଳେ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ, ଏସ୍ପି ଅଫିସ୍ ଘେରିଲା ବିଜେପି
ବଲାଙ୍ଗୀର: ପେକ୍ସ ପରିଦର୍ଶନ ବେଳେ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ୍ ଦାବିରେ ଶତାଧିକ ବିଜେପି କର୍ମୀ ଏସପି ଅଫିସ ଘେରିଛନ୍ତି । ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ବିଧାୟକ ମୁକେଶ ମହାଲିଙ୍ଗ, ମୁକେଶ ଜୈନ, ଅନନ୍ତ ଦାଶ,ମହେନ୍ଦ୍ର ଠାକୁର ପ୍ରମୁଖକଙ୍କ!-->…
Read More...
Read More...
ଗୋଟିଏ ଦିନରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କଲା ପୁରୀ ପୁଲିସ
ପୁରୀ : ଗୋଟିଏ ଦିନରେ ତିନି ତିନିଟି ଅଜଣା ମୃତ ଶବକୁ ଜବତ କରିଛି ପୁରୀ ପୋଲିସ ।ଖବର ନେବାରେ ଜଣା ପଡ଼ିଛି ଯେ ଆଜି ସକାଳେ ନରେନ୍ଦ୍ର ପୋଖରୀ କୂଳରେ ଜଣେ ବ୍ୟକ୍ତି ପଡିଥିବାର କିଛି ଲୋକ ଦେଖି କୁମ୍ଭାରପଡ଼ା ଥାନାକୁ ଖବର ଦେଇଥିଲେ । କୁମ୍ଭାରପଡ଼ା ଥାନା ପୋଲିସ ସେଠାରେ ପହଞ୍ଚି ବ୍ୟକ୍ତିଟିକୁ!-->…
Read More...
Read More...
ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଧାନ ମଣ୍ଡିର ଶୁଭ ଉଦଘାଟନ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକର ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ କରିଥିବା ଏସଏଚଜି ଦ୍ୱାରା ଧାନମଣ୍ଡିର ଶୁଭ ଉଦଘାଟନ ସ୍ଥାନୀୟ ଚାଷୀମାନଙ୍କ ଉପସ୍ଥିତରେ ହୋଇ ଯାଇଛି । ନନ୍ଦାହାଣ୍ଡି ବ୍ଳକର ଧଣ୍ଡରା ପଞ୍ଚାୟତଠାରେ ବିଜୟଲଷ୍ମୀ ଏସଏଚଜି ଓ ଡଙ୍ଗରଭେଜା!-->…
Read More...
Read More...
ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଗାଡ଼ିଆପଡା ଘାଟି ବୁଲାଣୀ ରାସ୍ତାରେ ଟ୍ରକଟି ଭାରସାମ୍ୟ ହରାଇ ୪୦ ଫୁଟ ତଳେ ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ!-->…
Read More...
Read More...
ସମୁଦ୍ରରେ ସ୍ନାନ ବେଳେ ଅଘଟଣ, ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ:ପୁରୀ ବେଳାଭୂମିରେ ଆଜି ଏକ ଅଘଟଣ ଘଟିଯାଇଛି । ସମୁଦ୍ର ସ୍ନାନ ବେଳେ ଆଜି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ନର୍ଥ ଟ୍ୱେଣ୍ଟି ପ୍ରଗଣାର ଲୁପିନ୍ ବିଶ୍ୱାସ । ଆଜି ମଧ୍ୟାହ୍ନ ସମୟରେ ଲୁପିନ୍ ସେକ୍ଟର ୧୨ ହୋଟେଲ ବଙ୍ଗଲକ୍ଷ୍ମୀ!-->…
Read More...
Read More...
ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ : ସୁପ୍ରିମକୋର୍ଟ
ଭୁବନେଶ୍ୱର : ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ। ଏନେଇ ଆଜି ଶୁଣାଣି ହୋଇଛି। ଶୁଣାଣି ବେଳେ କଡା ଆଭିମୁଖ୍ୟ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଓକିଲ ଆନ୍ଦୋଳନ ନେଇ କଡା ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କଲେ!-->…
Read More...
Read More...
ଆରମ୍ଭ ହେଲାଣି ପିକନିକ୍ ଋତୁ,ଜମୁଛି ଡୋକରୀଚଞ୍ଚରାରେ ପର୍ଯ୍ୟଟକଙ୍କ ଭିଡ଼
କୋକସରା: ଆରମ୍ଭ ହେଲାଣି ପିକନିକ୍ ଋତୁ । ଶୀତୁଆ ସକାଳ ସହ ଜଙ୍ଗଲ ପରିବେଷ୍ଟିତ ଶାନ୍ତ ଓ ସବୁଜ ପରିବେଶରେ ଭରପୁର ମଜା ନେବା ସହ ବଣଭୋଜି କରିବାରେ ମିଳିଥାଏ ନିଆରା ଅନୁଭୂତି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ସ୍ଥାନମାନଙ୍କରେ ବଣଭୋଜି ପାଇଁ ଲୋକଙ୍କ ସମାଗମ!-->…
Read More...
Read More...
ଓକିଲଙ୍କ ଆନ୍ଦୋଳନ ସ୍ଥଗିତ ସତ୍ତ୍ୱେ ଅଦାଲତରେ ଅଚଳାବସ୍ଥା ଜାରି
ସମ୍ବଲପୁର: ସମ୍ବଲପୁର ଓକିଲ ସଂଘ ଦ୍ୱାରା ଆୟୋଜିତ ସତ୍ୟାଗ୍ରହ ଆନ୍ଦୋଳନ ବେଳେ ସ୍ଥାନୀୟ କଚେରୀ ଛକରେ ପୁଲିସ ଓ ଆନ୍ଦୋଳନକାରୀମାନେ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ସମ୍ବଲପୁର ଓକିଲ ସଂଘର ସମସ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ କରିବାକୁ ନିର୍ଦ୍ଦେଶ!-->…
Read More...
Read More...
କଲେଜ ସୁବର୍ଣ୍ଣ ଜୟନ୍ତୀରେ ଗଣଦୌଡ
ନବରଙ୍ଗପୁର:- ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ମାରାଥନ୍ (ଗଣଦୌଡ) ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ମାରାଥନ ବାହାରି ମାଝିଗୁଡ଼ା ପର୍ଯ୍ୟନ୍ତ ପହଞ୍ଚି ପୁଣି ଜଗନ୍ନାଥ ମନ୍ଦିର ଛକକୁ ଫେରିଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ!-->…
Read More...
Read More...
ଧାନ ଖରୀରେ ନିଆଁ ଲଗାଇଲେ ଦୁର୍ବୃତ୍ତ : ଜଳିଗଲା ଚାଷୀଙ୍କ ଅମଳ ଧାନ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ କଟାପାଲି ଗାଁରେ ସୋମବାର ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ଧାନ ଖାରିରେ ନିଆଁ ଲଗାଇ ଦେବା ଫଳରେ ଚାଷୀ ଥବିର ପୁଟେଲଙ୍କ ଅମଳ ହୋଇ ଖଳାରେ ଗଛିତ ଧାନ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ନଷ୍ଟ ହୋଇଥିବା ଧାନ ଆନୁମାନିକ!-->…
Read More...
Read More...