Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡାହାଣି ସନ୍ଦେହରେ ତଣ୍ଟି କାଟି ହତ୍ୟା
ଚୌଦ୍ଵାର: ମହିଳାଙ୍କ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା। ଏପରି ଅମାନବୀୟ ଘଟଣା କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ମୀନା ଚାତର ।
ଚନ୍ଦନପୁର ଗାଁର ବାଗୁନ ପୂର୍ତ୍ତି ନାମକ ବ୍ୟକ୍ତିଙ୍କ ପିଲା ଓ ସ୍ତ୍ରୀର ଦେହ ଅନେକ!-->!-->!-->…
Read More...
Read More...
ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଗଜପତି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଜପତି ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଭାପତିମାନେ ଉପସ୍ଥିତ ରହି ତୁରନ୍ତ ଧାନ ମଣ୍ଡି ଖୋଲିବା ସକାଶେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ!-->…
Read More...
Read More...
ମା’ ସୁଲୁକୁଟୀଙ୍କ ପୀଠରେ ମହାଯଜ୍ଞ
ଦଶପଲ୍ଲା : ଦଶପଲ୍ଲା ଦୁର୍ଗା ବଜାର କଲୋନୀ ପରିସରରେ ଥିବା ଆରାଧ୍ୟ ଦେବୀ ମା ସୁଲୁକୁଟୀଙ୍କ ପୀଠରେ ବାର୍ଷିକ ବିଶ୍ୱ ଶାନ୍ତି ଦେବୀ ମହାଯଜ୍ଞ ମଂଗଳବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ ଅଧିବାସ ହେବାପରେ ବୁଧବାର ଜଳ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ମହିଳା ଏବଂ!-->…
Read More...
Read More...
ଏସ୍ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅଭିମନ୍ୟୁ ଭୁବନେଶ୍ୱରରେ ଥିବା ଘର ଓ ନୟାଗଡ଼ର ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪!-->…
Read More...
Read More...
ଖପ୍ରାଖୋଲରେ ରବିଚାଷ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର : ପାଞ୍ଚଶହ ହେକ୍ଟର ଜମିରେ ହେବ ମୁଗ ଚାଷ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କୃଷିକାର୍ଯ୍ୟାଳୟ ତାଲିମ ଗୃହ ଠାରେ ଏଫ୍ଇଏସ ଭୁବନେଶ୍ୱର ଓ କୃଷି ବିଭାଗ ର ମିଳିତ ଆନୁକୁଲ୍ୟରେ ରବି ଚାଷ ପ୍ରସ୍ତୁତି ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରରେ ଏଫ୍ଇଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ!-->…
Read More...
Read More...
କାର୍ଯ୍ୟରେ ଯୋଗଦେଲେ କନ୍ଧମାଳ ଜିଲ୍ଲା ନବ ନିଯୁକ୍ତ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଓ ୪ ସଦସ୍ୟ
ଫୁଲବାଣୀ :- ରାଜ୍ୟ ସରକାରଙ୍କ ଦ୍ୱାରା ନବ ନିଯୁକ୍ତ କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟରେ ଯୋଗ ଦେଇଛନ୍ତି । ସିଡବ୍ଲୁସିର ଅଧ୍ୟକ୍ଷ ଓ ଅନ୍ୟ ୪ ସଦସ୍ୟ କାର୍ଯ୍ୟରେ ଯୋଗଦାନ ପରେ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ ସାକ୍ଷାତ କରି ପ୍ରାରମ୍ଭିକ ଆଲୋଚନା କରିଛନ୍ତି । ଜିଲ୍ଲାର!-->…
Read More...
Read More...
ହରିଶଙ୍କର ବନବିଭାଗ ଦ୍ୱାରା କୁଟୁରା ଛୁଆ ଉଦ୍ଧାର
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍ ମହରାପଦର୍ ଗାଁ ନିକଟରୁ ବନବିଭାଗ ଏକ କୁଟୁରା ଛୁଆକୁ ବୁଧବାର ଉଦ୍ଧାର କରିଛି । ସୂଚନା ଅନୁସାରେ ମହରାପଦର ଗାଁ ନିକଟରେ ଗ୍ରାମବାସୀମାନେ ଏକ କୁଟୁରା ଛୁଆ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ହରିଶଙ୍କର ବନପାଳ ସନ୍ଧ୍ୟା ରାଣୀ ସେଠ୍ଙ୍କ ନେତୃତ୍ୱରେ ଏକ!-->…
Read More...
Read More...
ପିକ୍ଅପ୍ ସହ କାର୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪ ଗୁରୁତର
ପୁରୀ : ଗୋପ-କୋଣାର୍କ ରାସ୍ତାର ପାଟେଳିଆ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାମ୍ପଡା ଗ୍ରାମର ସୁକାନ୍ତ ମଲ୍ଲିକ । ଗୁରୁତର ଆହତ ବ୍ୟକ୍ତି ହେଲେ ଗୋକୁଳ!-->…
Read More...
Read More...
ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର କାଠ ନଷ୍ଟ
ପୁରୀ : ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ । କାଠ ଫର୍ଣ୍ଣିଚର୍ ଗୋଦାମରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର କାଠ ନଷ୍ଟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ପାଖରେ ଜନବସତି ଓ ମେଡିକାଲ କ୍ଲିନିକ୍ ଥିବାରୁ ଭୟଭିତ ହୋଇ!-->…
Read More...
Read More...
ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ; ପ୍ରସବ କଲେ ମହିଳା, ଆଖି ବୁଜିଲା ନବଜାତ
ଫୁଲବାଣୀ : ପୁଣି କନ୍ଧମାଳ ଜିଲ୍ଲାରୁ ଆସିଛି ଜନନୀ ଯନ୍ତ୍ରଣା ଭଳି ଖବର । ସୂଚନା ଅନୁଯାୟୀ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ପ୍ରାୟ ୬/୭ କି.ମି ବହୁ କଷ୍ଟରେ ନେଇଥିଲେ । ଯେତେବେଳେ ତାଙ୍କ ନିକଟରେ!-->…
Read More...
Read More...