Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସରକାରୀ ଦେଶୀ ମଦ ଦୋକାନ,ସାଧାରଣରେ ଅସନ୍ତୋଷ
କୁକୁଡ଼ାଖଣ୍ଡି:ରାଜ୍ୟ ସରକାର ଜନ ସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ତେବେ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ହୁଗୁଳାପଟା ପଞ୍ଚାୟତର ଚଣ୍ଡୀପଦର ନିକଟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ଏକ ସରକାରୀ!-->…
Read More...
Read More...
ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
କୋକସରା: ଅଜଣା ଗାଡି ଧକ୍କାରେ ଗୁରୁତର ବୃଦ୍ଧଙ୍କୁ ବୁର୍ଲା ମେଡିକାଲ ନେବା ସମୟରେ ବାଟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ସୂଚନା ଅନୁସାରେ, ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଡଙ୍ଗରୀଗୁଡା ଛକ ନିକଟରେ ଶନିବାର ସନ୍ଧ୍ୟାରେ କାଶିବାହାଲ ପୁଝାରୀପଡାର ବୃଦ୍ଧ କାର୍ତ୍ତିକ!-->…
Read More...
Read More...
ପର୍ସ ଚୋରି କରିବା ଅଭିଯୋଗରେ ମହିଳା ଗିରଫ
ପୁରୀ : ଶ୍ରୀମନ୍ଦିର ଭିତର କାଠ ନିକଟରେ ପର୍ସ ଚୋରି କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ସିଂହଦ୍ୱାର ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ପୁରୀ ସତ୍ୟବାଦୀ ଅଂଚଳର ମଞ୍ଜୁ ବରାଳ । ଜଣେ ମହିଳା ତାଙ୍କ ପରିବାର ସହ ଶ୍ରୀମନ୍ଦିର ଆସି ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ!-->…
Read More...
Read More...
ଦାଦାବଟୀ ଆଦାୟ ଅଭିଯୋଗରେ ଜଣେ ଗିରଫ
ପୁରୀ : ଦାଦାବଟୀ ଆଦାୟ କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ବାଲିଆପାଣ୍ଡ ଥାନା ପୋଲିସ । ବାଲିଆପଣ୍ଡା ଅଂଚଳର ବିଶ୍ୱଜିତ ଘୋଷଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ମାଗିବା ଏବଂ ଜୀବନରୁ ମାରିଦେବା ଅଭିଯୋଗରେ ବାଲିଅପଣ୍ଡା ଅଂଚଳର ମୁନା ମହାପାତ୍ରକୁ ଗିରଫ କାରି କୋର୍ଟ ଚାଲାଣ କରିଛି ବଳିଆ ପଣ୍ଡା!-->…
Read More...
Read More...
ଧ୍ୱଂସହେବାକୁ ବସିଲାଣି ଦଶପଲ୍ଲାର ଶାଳ ଜଙ୍ଗଲ
ଦଶପଲ୍ଲା : କଥା କଥାରେ ରହିଛି ଦଶପଲ୍ଲାର ଘୋର୍ ଜଂଗଲ । ବଣ ଜଙ୍ଗଲ ଘେରା ଦଶପଲ୍ଲା ବନାଂଚଳ ଦିନକୁ ଦିନ ଶ୍ରୀହୀନ ହେବାରେ ଲାଗିଛି । କାଠମାଫିଆଙ୍କ ଲୋଲୁପ ଦୃଷ୍ଟି ଜଙ୍ଗଲର, ମୂଲ୍ୟବାନ ଗଛ ଉପରେ କ୍ରମାଗତ ପଡି ଚାଲିଛି । ଯାହାର ଫଳ ସ୍ୱରୂପ ମାଫିଆମାନେ ଗଛସବୁ କାଟି ଖୁଣ୍ଟା ଛାଡିଯାଇଛନ୍ତି!-->…
Read More...
Read More...
ଚୋରି ଅଭିଯୋଗରେ ଜଣେ ଗିରଫ
ପୁରୀ : ପୁରୀ ସମୁଦ୍ର କୂଳ ଅଂଚଳ ଶଙ୍ଖ ଦୋକାନରୁ ଚୋରି କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ସମୁଦ୍ର କୂଳ ଥାନା ପୋଲିସ । ହୋଟେଲ ବଙ୍ଗ ଲକ୍ଷ୍ମୀ ସମ୍ମୁଖରେ ଅଭିଯୋଗକାରୀ ନିରଂଜନ ପ୍ରଧାନଙ୍କ ଶଙ୍ଖ ଦୋକାନରୁ ଦୁର୍ବୃତ୍ତ କାର୍ତ୍ତିକ ବେହେରା, କାଳୁ ଏବଂ କାହ୍ନା ଶଙ୍ଖ ଚୋରି କରିଥିଲେ । ଏନେଇ!-->…
Read More...
Read More...
ଫୁଲ ଚାଷ ତାଲିମ ଶିବିର
ପାରଳାଖେମୁଣ୍ଡି : ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ଭୁବନେଶ୍ୱର ସହାୟତାରେ କାଶୀନଗର ବ୍ଳକ ପୁରୁଟିଗୁଡ଼ା ଗ୍ରାମ ଠାରେ ୩୦ ଜଣ ମହିଳା ଫୁଲ ଚାଷୀଙ୍କ ଫୁଲ ଚାଷ ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏକ ତାଲିମ ଶିବିର ଆରମ୍ଭ କରାଯାଇଅଛି । ଉକ୍ତ ତାଲିମ!-->…
Read More...
Read More...
ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୧୮୯ ଗୋଟି ଅଭିଯୋଗ ଆସିଥିଲା । ବେଳେ ସେଥିରୁ ୧୪ ଗୋଟି ଅଭିଯୋଗର!-->…
Read More...
Read More...
ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ଦଶପଲ୍ଲା : ସୋମବାର ଦିନ ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ଏହି ଜନଶୁଣାଣୀ ଶିବିରରେ ସମୁଦାୟ ୮୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏଥି ମଧ୍ୟରୁ!-->…
Read More...
Read More...
କାର୍ଯ୍ୟକାରୀ ହେଲା ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର
ସୁବର୍ଣ୍ଣପୁର: ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜିଠାରୁ ପୂର୍ଣ୍ଣ ମାତ୍ରାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ କାର୍ଯ୍ୟକାରୀ କରାଯାଇଛି । ଏଣୁ ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ!-->…
Read More...
Read More...