Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଇଏଏସ ସ୍ତରରେ ଅଦଳବଦଳ :
ଉଷା ପାଢୀ ହେଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ
ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଆଜ ଛୋଟଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ଡେପୁଟେସନରୁ ଫେରିଲା ପରେ ବରିଷ୍ଠ ଆଇଏଏସ୍ ଉଷା ପାଢୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା!-->…
Read More...
Read More...
କଟନି ଛଟନିକୁ ନେଇ ଉଠିଲା ନାହିଁ ମୁଠାଏ ଧାନ, ହାତ ଟେକି ଦେଲା ଏସଏଚ୍ଜି ଗ୍ରୁପ
ନନ୍ଦାହାଣ୍ଡି : ଚଳିତ ବର୍ଷ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥ ପୁର ଓ ଝାଡବନ୍ଧଗୁଡା ପଞ୍ଚାୟତ ନିମନ୍ତେ ଜଗନ୍ନାଥ ପୁର ମା ଭଣ୍ଡାର ଘରଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଧାନ ମଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା । ହେଲେ ଏହି ମଣ୍ଡିରେ ଆରଏମସି ତରଫରୁ!-->…
Read More...
Read More...
ଷଷ୍ଠ ଗଡାଜାତ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ସାଧୁଚରଣ ଖେଳ ପଡିଆଠାରେ ଆଜି ବହୁ ପ୍ରତିକ୍ଷୀତ ଷଷ୍ଠ ଗଡଜାତ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀ ଓ ଜଗତରନାଥ!-->…
Read More...
Read More...
ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ,ପାରାଦ୍ୱୀପ-ହରିଦାସପୁର ରେଳ ଲାଇନରେ ପାସେଞ୍ଜର ସେବା ଦାବି
ଭୁବନେଶ୍ୱର: ଓଡିଶାର ବିଜେଡି ସାଂସଦମାନେ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଦିଲ୍ଲୀରେ ଭେଟି ଓଡିଶାରେ ବର୍ଷବର୍ଷ ଧରି ରହିଥିବା ରେଳ ସମସ୍ୟା ଏବଂ କେତେକ ନିର୍ଦ୍ଦିଷ୍ଟ ରେଳସେବା ଆରମ୍ଭ କରାଯିବା ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଏକ ପତ୍ର ପ୍ରଦାନ କରିଛନ୍ତି ।!-->…
Read More...
Read More...
ଝାଡବାନ୍ତିରେ ଶ୍ରୀମନ୍ଦିର ମହିଳା ସେବାୟତଙ୍କ ମୃତ୍ୟୁ
ପୁରୀ : ଝାଡାବାନ୍ତିରେ ଶ୍ରୀମନ୍ଦିର ମହିଳା ସେବାୟତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବାବେଳେ ସେହି ଆଖ ପାଖ ଅଂଚଳରେ ପାଣି ପାଇପ ଫାଟି ଦୂଷିତ ହୋଇଛି ପାନୀୟ ଜଳ । ଆଉ ପିଇବା ପାଣି ପାଇପ ଲାଇନ ଫାଟି ପାଣି ପ୍ରଦୂଷିତ!-->…
Read More...
Read More...
ବାଲିଗୁଡ଼ା ଅଞ୍ଚଳରେ ପ୍ରୀ ଖ୍ରୀଷ୍ଟମାସ୍ ପର୍ବ ପାଳନ
ବାଲିଗୁଡ଼ା: ଆଉ ଅଳ୍ପଦିନ ପରେ ବଡ଼ଦିନ । ଏହାକୁ ନେଇ ଆରମ୍ଭ ହୋଇଗଲାଣି ପ୍ରାକ୍ ପ୍ରସ୍ତୁତି । ବିଭିନ୍ନ ଅଞ୍ଚଳରେ ଖ୍ରୀଷ୍ଟପ୍ରେମୀମାନେ ପାଳନ କରୁଛନ୍ତି ପ୍ରୀ ଖ୍ରୀଷ୍ଟମାସ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସାଉଟିକିଆଠାରେ ଆଞ୍ଚଳିକ ମିଳିତ ଖ୍ରୀଷ୍ଟିୟ କମିଟି ପକ୍ଷରୁ ପ୍ରୀ!-->…
Read More...
Read More...
ରାଜ୍ୟର ପ୍ରଥମ ଭିନୋଟ୍ସ୍ ଅସ୍ତ୍ରୋପଚାରରେ ସଫଳତା ହାସଲ କଲେ ଡାକ୍ତର ଜିଏସ୍ଏସ୍ ମହାପାତ୍ର
ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ, ଲାପରୋସ୍କୋପି ସର୍ଜନ ଓ ରାଜ୍ୟର ପ୍ରଥମ ଦା’ଭିନ୍ସି ଗାଇନାକ୍ ରୋବୋର୍ଟିକ୍ ସର୍ଜରୀ କରିଥିବା ଡାକ୍ତର ଜିଏସ୍ଏସ୍ ମହାପାତ୍ର ଗତ ୧୩ ତାରିଖ ଦିନ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ରାଜ୍ୟର ପ୍ରଥମ ଭିନୋଟ୍ସ୍ (ଭାଜିନାଲ୍!-->…
Read More...
Read More...
ଏକ ଲକ୍ଷ ଦାନ କଲେ ମହିଳା ଭିକାରି
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରା ନାମକ ଜଣେ ୭୦ ବର୍ଷର ମହିଳା ମନ୍ଦିରକୁ ଦାନ କଲେ ଏକ ଲକ୍ଷ ଟଙ୍କା । ଏ ଦୁନିଆରେ ସମସ୍ତେ ଧନ ସମ୍ପତ୍ତି ଅର୍ଜନ ପାଇଁ ନ ଖାଇ ନ ପିଇ ଦିନ ରାତି ଏକ କରି ଉପାର୍ଜନ କରନ୍ତି!-->…
Read More...
Read More...
କୁଚିଣ୍ଡାକୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବି, ଜୋର ଧରୁଛି ଆନ୍ଦୋଳନ
ସମ୍ବଲପୁର: କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର କୁଚିଣ୍ଡା ଉପଖଣ୍ଡକୁ ନେଇ ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ଜରୁରୀ ବୈଠକ କୁଚିଣ୍ଡା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁଚିଣ୍ଡା ଉପଖଣ୍ଡକୁ ନେଇ ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ବହୁବାର ରାଜ୍ୟ ସରକାରଙ୍କୁ!-->…
Read More...
Read More...
ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର : ଜମିବାଡିକୁ କେନ୍ଦ୍ର କରି ରାଜଧାନୀରେ ଦିନ ଦ୍ୱିପ୍ରହରରେ ହଣାକଟା । ରସୁଲଗଡ଼ ଛକରେ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଫଳରେ ବିମ୍ବାଧର ଜେନା ନାମକ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ!-->…
Read More...
Read More...