ରାଣୀପଥର ଘାଟିରେ ବୋଲକୋର ଗାଡି ଦୁର୍ଘଟଣା ଗ୍ରସ୍ତ

0 218

ହରଭଙ୍ଗା : ବୌଦ୍ଧ ଜିଲ୍ଲା ଚାରିଛକ -ଫୁଲବାଣୀ ରାସ୍ତାର ବୌଦ୍ଧ ସୀମାନ୍ତ ରାଣୀପଥର ଘାଟିରେ ଏକ ବୋଲୋକର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ଚାଳକ ଓ ଖଳସୀ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି । ଓଡି ୨୩ ଏଚ ୩୭୬୮ ନମ୍ବର ବିଶିଷ୍ଟ ବୋଲକୋରଟି ଫୁଲବାଣୀରୁ ସିମେଣ୍ଟ ଖାଲି କରି ଗତକାଲି ବିଳମ୍ବିତ ରାତ୍ରରେ ଝାରସୁଗୁଡା ଅଭିମୁଖେ ଆସୁଥିବା ବେଳେ ଚାଳକ ଭାରସାମ୍ୟ ହରାଇଥିବାରୁ ଉକ୍ତ ଗାଡିଟି ରାଣୀପଥର ଘାଟି ରାସ୍ତା ତଳକୁ ଖସିପଡିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

fifteen + fourteen =