Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା
ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଡିସେମ୍ବର ୯ରୁ ଆରମ୍ଭ ହେବ ମୂଲ୍ୟାୟନ। ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ। ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେବ । ୧୦ ଦିନରେ ଖାତା ଦେଖା ସାରିବା ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି!-->…
Read More...
Read More...
ଆକ୍ସନ୍ ମୋଡ୍ରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ
ଦଶପଲ୍ଲା : ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଗତକାଲି ଦିବା ୧୦ ଘଟିକା ସମୟରେ ଅଚାନକ ଭାବରେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଜାକେଡା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।!-->…
Read More...
Read More...
ଜାନୁଆରୀ ୪ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଦଶପଲ୍ଲା : - ଦଶପଲ୍ଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ସ୍ପୋର୍ଟିଭ୍ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୪ ତାରିଖଠାରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ଦଶପଲ୍ଲା ଗାନ୍ଧୀ ପଡ଼ିଆଠାରେ ଅନୁଷ୍ଠିତ ହେବ । ଏନେଇ ଏକ!-->…
Read More...
Read More...
ଜିଲ୍ଲାସ୍ତରୀୟ ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଚାଲିଥିବା ୧୨ଦିନିଆ ତାଲିମ୍!-->…
Read More...
Read More...
ରେଢ଼ାଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଭାଙ୍ଗିରୁଜି ଯାଇଛି ୪ ପିକ୍ଅପ୍ ଭ୍ୟାନ୍
ରେଢାଖୋଲ: ୪ଟି ପିକ୍ଅପ୍ ଭ୍ୟାନ୍ ଉପରେ ମାଡ଼ିଯାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମେଡିସିନ୍ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୪ ପିକ୍ଅପ୍ ଡ୍ରାଇଭର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ!-->…
Read More...
Read More...
ସିଆରପିଏଫ ଯବାନଙ୍କ ମହାନତା, ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ନେଲେ ଡାକ୍ତରଖାନା
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲଠାରେ ଅବସ୍ଥାପିତ ସିଆରପିଏଫ ୧୮୯ ବାଟେଲିଆନ ବି ର ଯବାନମାନେ ରାସ୍ତାରେ ଡ୍ୟୁଟି କରୁଥିବା ବେଳେ ଯୋଗୀମୁଣ୍ଡା ପାଟଣାଗଡ ରାସ୍ତା ବାଲିପଟା ନିକଟରେ ମୋଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଜଣେ ବ୍ୟକ୍ତିକୁ ଉଦ୍ଧାର କରି ପାଟଣାଗଡ ଡାକ୍ତର ଖାନାକୁ!-->…
Read More...
Read More...
ଆଦିବାସୀଙ୍କ ଗଣପର୍ବ “ମଣ୍ଡେଇ-୨୦୨୨’ ବ୍ଲକସ୍ତରୀୟ ଉତ୍ସବର ଶୁଭାରମ୍ଭ
ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ବାସିନୀ ପଂଚାୟତ ବେତାଳ ଗାଁ ମାଁ ଭଣ୍ଡାରଘରଣୀ ପୀଠରେ ପୂଜାର୍ଚ୍ଚନା କରି ଆଦିବାସୀ ଗଣପର୍ବ "ମଣ୍ଡେଇ'ର ଶୁଭାରମ୍ଭ କରାଯାଇଛି । ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡଃ. କମୋଳ ଲୋଚନ ମିଶ୍ରଙ୍କ ପୌରହିତରେ ପୂଜାର୍ଚ୍ଚନା କରାଯାଇଥିଲା ।!-->…
Read More...
Read More...
ମିଶନ ଶକ୍ତି ମା ମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଲେ ରାଜ୍ୟ ସରକାର
ଭୁବନେଶ୍ୱର:ରାଜ୍ୟର ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ୨୦୨୨ ଅପ୍ରେଲ ପହିଲାରୁ ଏହି!-->…
Read More...
Read More...
ପଦ୍ମପୁର ପାଇକମାଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ନିର୍ବାଚନୀ ପ୍ରଚାର
ପାଇକମାଲ/ବରଗଡ଼, ନଭେମ୍ବର ୨୯ – ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ବଂଶଜ ପଦ୍ମପୁରବାସୀଙ୍କୁ ଶାସକ ଦଳ ଲୋକ କିମ୍ବା ପ୍ରଲୋଭନ ଦେଖାଇ ପ୍ରଭାବିତ କରିପାରିବ ନାହିଁ ବୋଲି ବୁଧବାର ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ, ଭେଙ୍ଗରାଜପୁର ଓ ବିଜାଡୀହି ସମେତ ଅନେକ ସ୍ଥାନରେ!-->…
Read More...
Read More...
ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ବିକ୍ଷୋଭ ଶୋଭାଯାତ୍ରା ଓ ବ୍ଲକ ଘେରାଉ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ପ୍ରଞ୍ଚୟାତର ଜନ ପ୍ରତିନିଧି, ଯୁବକ ସଂଘ, ବଣିକ ସଂଘ ଓ ଜନ ସାଧାରଣ । ସ୍ଥାନୀୟ ହାଇ ସ୍କୁଲ୍ ଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି!-->…
Read More...
Read More...