Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପଦ୍ମପୁର ନିର୍ବାଚନମଣ୍ଡଳୀରେ ସାମ୍ବାଦିକଙ୍କୁ ଆକ୍ରମଣକୁ ବିୟୁଜେର ଦୃଢ ନିନ୍ଦା
ବୌଦ୍ଧ: ଗତକାଲି ପଦ୍ମପୁର ଠାରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ନନ୍ଦିଘୋଷ ଟିଭିର ସାମ୍ବାଦିକ ଦେବହରି ବେହେରାଙ୍କୁ ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଆକ୍ରମଣ ଓ ହତ୍ୟା ଧମକ ଜନୈକି ବିଜେପି ନେତାଙ୍କ ଦ୍ୱାରା ହୋଇଥିବା ଘଟଣାକୁ ବୌଦ୍ଧ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଘୋର ନିନ୍ଦା!-->…
Read More...
Read More...
ନୂଆସାହି ଓ ମାଳିକାପୋଡି ଚର୍ଚ୍ଚରେ ପାଳିତ ହେଲା ଖ୍ରୀଷ୍ଟ ମାସ ସ୍ୱାଗତ କାର୍ଯ୍ୟକ୍ରମ
ଘୁ ଉଦୟଗିରି: ଆସିଲା ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ହୋଇଥିବା ମାସର ପାଳନ ପର୍ବ । ପ୍ରତ୍ୟେକ ବର୍ଷ ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଜନସାଧାରଣ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ବା ବଡ଼ଦିନ ପୂର୍ବରୁ ପ୍ରାକ୍ ଖ୍ରୀଷ୍ଟ ମାସ ଉତ୍ସବ ପାଳନ!-->…
Read More...
Read More...
ଡମ୍ବରୁଗଡ ମଠରେ ଆରମ୍ଭ ହେଲା ମହାନ୍ତ ଗିରିବର ଦାସ ବାବାଙ୍କ ପ୍ରଥମ ବାର୍ଷିକ ମହୋତ୍ସବ
ବୌଦ୍ଧ : ସିଦ୍ଧତପୋ ସେବାବନ ଡମ୍ବରୁଗଡ଼ କଙ୍କଲାଠାରେ ସାକେତଧାମ ପ୍ରାପ୍ତ ଶ୍ରୀ ଶ୍ରୀ ମହାରାଜା ୧୦୦୮ ଶ୍ରୀ ମହନ୍ତ ଗିରିବର ଦାଶ ତ୍ୟାଗୀଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନ ସମୟରେ କଙ୍କଳା ଶିବ ମନ୍ଦିର ମହାନଦୀ ଘାଟରୁ ଶତାଧିକ ମହିଳା!-->…
Read More...
Read More...
ଚିକିଟି କଲେଜରେ ବିଶ୍ୱ ଏଡ଼ସ ଦିବସ
ଗଞ୍ଜାମ/ଚିକିଟି :ସ୍ଥାନୀୟ ଚିକିଟି କଲେଜରେ ରେଡ ରିବନ୍ କ୍ଳବ୍ ତରଫରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରି ବିଶ୍ୱରୁ ମହାମାରୀ ଏଡ଼ସର ମୁଳୋତ୍ପାଟନ ପାଇଁ ଆତ୍ମ ସଚେତନତା ଜରୁରୀ ବୋଲି ନିଜ ବକ୍ତବ୍ୟରେ!-->…
Read More...
Read More...
ବ୍ୟବସାୟୀଙ୍କୁ ଥାନା ଅଧିକାରୀଙ୍କ ମାଡ ଅଭିଯୋଗ, ମାମଲା ରୁଜୁ
ଫୁଲବାଣୀ : ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସର ଅମାନବୀୟତା ଓ ବର୍ବରତା ସୀମା ଟପିଛି । କୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦ୍ଦେଶରେ କୁଆଡେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ କନ୍ଧମାଳ!-->…
Read More...
Read More...
କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ଦୁଇଦିନିଆ କର୍ମଶାଳା
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ (ଡିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ବିଷୟ ବସ୍ତୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ,ଚାଳକ ଗୁରୁତର
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରେ ମୋଟର ସାଇକେଲ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ କାନ୍ଥରେ ବାଡେଇହେଲା ମୋଟରସାଇକେଲ । ଏଥିରେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା!-->…
Read More...
Read More...
ବର୍ଷାଙ୍କ ପାଇଁ ଭୋଟ୍ ମାଗିଲେ ନବୀନ, ମୁଁ ଗରିବ ଲୋକଙ୍କ ହକ୍ ପାଇଁ ଜାରି ରଖିଛି ଲଢେଇ
ପଦ୍ମପୁର ୦୨/୧୨: ଆସନ୍ତା ୫ରେ ପଦ୍ମପୁର ଉପ-ନିର୍ବାଚନ । ଏଥିପାଇଁ ସବୁ ଦଳ ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ବିଜେଡି ପ୍ରାର୍ଥୀ ବର୍ଷା ରଞ୍ଜନ ସିଂହ ବରିହାଙ୍କ ପାଇଁ ଆଜି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ରେଡ଼କ୍ରସ ତିନି ଦିନିଆ ଶିବିରରେ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ ହେଲା
ସମ୍ବଲପୁର: ଆନ୍ତର୍ଜାତିକ ରେଡ଼କ୍ରସ ସୋସାଇଟିର ସମ୍ବଲପୁର ଜିଲ୍ଲା ଶାଖା ଆନୁକୁଲ୍ୟରେ ଆୟୋଜିତ ତିନି ଦିନିଆ ଶିବିରରେ ସର୍ବମୋଟ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ କରାଯାଇ ରିପୋର୍ଟ ଦିଆଯାଇଛି । ସ୍ଥାନୀୟ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ, ସମ୍ବଳ, ସୋସିଆଲ ଷ୍ଟାର କ୍ଳବ,!-->…
Read More...
Read More...
ଫୁଲବାଣୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ
ଫୁଲବାଣୀ :-ଫୁଲବାଣୀରେ କିଛି ଦିନ ହେଲା ଅସାମାଜିକ ଓ ମଦ୍ୟପଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଜିଲ୍ଲା ସଦର ମହକୁମା ଫୁଲବାଣୀରେ ନିଶାଖୋର ମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ସଂନ୍ଧ୍ୟାରେ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ପାଶ୍ୱର୍ରେ କିଛି ଅସାମାଜିକ ଯୁବକଙ୍କ!-->…
Read More...
Read More...