Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି!-->…
Read More...
Read More...
ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ରାଜରାସ୍ତାରେ ଅଙ୍ଗନୱାଡ଼ି କର୍ମୀ
ନନ୍ଦାହାଣ୍ଡି : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କସ ଆସସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ଆସନ୍ତା ୨୭ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଓଡିଶା ସରକାରଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।!-->…
Read More...
Read More...
ଇଣ୍ଟର କଲେଜ ଖୋଖୋ ପ୍ରତିଯୋଗିତାରେ କଳିଙ୍ଗ ମହାବିଦ୍ୟାଳୟ ମହିଳା ଦଳ ଚାମ୍ପିୟନ
ଘୁ.ଉଦୟଗିରି: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଅଷ୍ଟମ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା ଖୋଖୋ ପ୍ରତିଯୋଗିତା କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୪ ଟି କଲେଜରୁ ଆସିଥିବା ମହିଳା ଖୋଖୋ ଦଳ ଭାଗ!-->…
Read More...
Read More...
ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ
ପୁରୀ : ପୁରୀର ମେରାଇନ ଥାନା ବାଲିଗୁଆଳି ବେଳାଭୂମିରୁ ଗତ ୨୬ ତାରିଖ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଉକ୍ତ ଯୁବତୀ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶର ସାଗରର ବାସିନ୍ଦା ପ୍ରହଲ୍ଲାଦ କୁସ୍ୱାଙ୍କ ଝିଅ ରାଧିକା କୁସ୍ୱା ବୋଲି ଜଣାପଡିଛି । ଗତ ୨୩ ତାରିଖ ରେ ପ୍ରହଲ୍ଲାଦ!-->…
Read More...
Read More...
ଟିପି ଗ୍ରୁଫ ଅଫ ଏଜୁକେସନାଲ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି : ଟିପି ଗ୍ରୁଫ ଅଫ ଏଜୁକେସନାଲ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ ରାଣୀ ପେଣ୍ଠ ସ୍ଥିତ ଟେକ୍ନୋ ପାର୍କ ପରିସରରେ ଆୟୋଜିନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି ତିରୁପତି ରାଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଜପତି!-->…
Read More...
Read More...
ଦଶପଲ୍ଲା ସ୍ୱାଭିମାନ ମଞ୍ଚର ଏନ୍ଏସି ଓ ବ୍ଲକ୍ ସ୍ତରୀୟ କୋର୍ କମିଟି ଗଠିତ
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଓ ଏନ୍ଏସିର ସାମୂହିକ ବିକାଶକୁ ତ୍ୱରାନ୍ୱିତ କରିବା ସକାଶେ ଦଶପଲ୍ଲା ସ୍ୱାଭିମାନ ମଂଚ ତରଫରୁ ଏକ କୋର୍ କମିଟି ଗଠନ କରାଯାଇଛି । ଏହି କୋର୍ କମିଟିରେ ଦଶପଲ୍ଲା ଅଂଚଳର ବହୁ ସମ୍ମାନସ୍ପଦ ବ୍ୟକ୍ତିବିଶେଷ ସ୍ଥାନ ପାଇଛନ୍ତି । ଏହି କମିଟିର ଉପଦେଷ୍ଟା ଭାବରେ!-->…
Read More...
Read More...
କୁକୁଡାଖଣ୍ଡି ବ୍ଲକରେ ନୂତନ ସମିତିସଭ୍ୟ ସଂଘ ଗଠିତ
ଗଞ୍ଜାମ: କୁକୁଡାଖଣ୍ଡି ବ୍ଲକର ନବ ନିର୍ବାଚିତ ସମିତି ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକର ନବନିର୍ବାଚିତ ସମିତିସଭ୍ୟ ମାନଙ୍କୁ ନେଇ ଏକ ନୂତନ ସଂଘ ଗଠନ କରାଯାଇଛି ।ନୂତନ ଭାବେ ଗଠନ ହୋଇଥିବା ସଂଘରେ ସଭାପତି ଭାବେ ବାଘଲଟି ସମିତିସଭ୍ୟ ସାରଥୀ ପ୍ରସାଦ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜର ପ୍ରତିନିଧି ଦଳ
ଭୁବନେଶ୍ବର: ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ନିଆଯାଇଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁଲତା ସମାଜର ସଦସ୍ୟମାନେ ଧନ୍ୟବାଦ ଜଣାଇଛନ୍ତି। ଆଜି ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି!-->…
Read More...
Read More...
କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଆରମ୍ଭ
ପୁରୀ : ଆଜିଠାରୁ କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଆରମ୍ଭ ହୋଇଛି । ୫ଦିନ ଧରି ଚାଲିବାକୁ ଥିବା ଏହି ପର୍ବରେ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । କୁମ୍ଭକାରମାନେ ବର୍ଷ ତମାମ ବୃତ୍ତି ପାଇଁ ବ୍ୟବହାର କରୁଥିବା ହାଣ୍ଡି,କୁଡୁଆ ଗଢ଼ା ବନ୍ଦ ରଖି!-->…
Read More...
Read More...
ଅପହଞ୍ଚ ଅଞ୍ଚଳରେ ସାଂସଦ ସାମନ୍ତଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର
ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଦୁର୍ଗମ ଅଞ୍ଚଳ ବଡବାରବା ପଞ୍ଚାୟତ ପରିସରରେ ବଡବାରବା ସରପଞ୍ଚ ରବିଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କନ୍ଧମାଳ ସାଂସଦଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଞ୍ଚାୟତବାସୀ ଡାକ୍ତରମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ!-->…
Read More...
Read More...