Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟଙ୍କ ବୌଦ୍ଧ ଜିଲ୍ଲା ଗସ୍ତ, କୃଷକଙ୍କ ସହ କଲେ ଆଲୋଚନା
ବୌଦ୍ଧ : ଭାରତରେ କୃଷମାନଙ୍କ ଉନ୍ନତି ହେଲେ ହିଁ ରାଷ୍ଟ୍ରର ବିକାଶ ହୋଇପାରିବ । ଆଜି ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ସାହୁ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କୃଷକ ସଂଗଠକ ମାନଙ୍କ ସହିତ ଆଲୋଚନା କରିଥିଲେ । ବୁଦ୍ଧିଜୀବୀ ଫୋରମ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗଦେଇ!-->…
Read More...
Read More...
ସାନମସିଗାଁ ସ୍ୱାସ୍ଥ୍ୟ କର୍ମୀଙ୍କ ଦାବିପତ୍ର ପ୍ରଦାନ
ନବରଙ୍ଗପୁର: ସାନମସିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ!-->…
Read More...
Read More...
ଖପ୍ରାଖୋଲ ମହୋତ୍ସବ ପାଇଁ କଂସ ବରଣ
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଯୁବ ସଂଗଠନ ତରଫରୁ ଖପ୍ରାଖୋଲ ମହୋତ୍ସବ ପାଳିତ ହେବା ପାଇଁ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଯାଇଛି । ମହୋତ୍ସବ ୧୫/୧୨ ରୁ ୨୧/୧୨ ରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବା ପାଇଁ ସ୍ଥିର ହୋଇଛି । ମହୋତ୍ସବ ରେ ଧନୁଯାତ୍ରା ଅନୁଷ୍ଠିତ ହେବାକୁ!-->…
Read More...
Read More...
‘ଅର୍ଚ୍ଚନା ମୋତେ ବ୍ଲାକମେଲ୍ କରୁଥିଲା’
ଭୁବନେଶ୍ୱର: ‘ ନାଗ ମୋ ଘରେ ଭଡ଼ାରେ ରହୁଥିଲା। ସେ ମୋତେ ବ୍ଲାକମେଲ୍ କରୁଥିଲା।’ ଆଜି ଇଡିରେ ହାଜର ହେଲା ବେଳେ ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ଇଡି ଅଫିସରୁ ଫେରିବା ପରେ ଗଣମାଧ୍ୟମ ଆଗରେ ସବୁ କଥା କହିବେ ବୋଲି ମଧ୍ୟ ପ୍ରମୋଦ କହିଛନ୍ତି।
!-->!-->!-->…
Read More...
Read More...
ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମରିୟାନ ରଇତ ଓ ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟଠାରେ ଏସଡିସି ଅଧ୍ୟକ୍ଷା ମରିୟନ ରଇତ ଓ ଏସଡିସି ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର!-->…
Read More...
Read More...
ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ତବାରସିଂ ଗ୍ରାମ ପଞ୍ଚାୟତରେ ଥିବାରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଗ୍ରାମ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ସର୍ବ ମୋଟ ୭୯ ଟି ଅଭିଯୋଗ ଆସିଥିବା ବେଳେ ୫ ଗୋଟି!-->…
Read More...
Read More...
ଭୁବନେଶ୍ୱର-ଏର୍ଣ୍ଣାକୁଳମ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଦାବି, ଜିଏମ୍ଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ
ପାରଳାଖେମୁଣ୍ଡି : ସ୍ୱାମୀ ଆୟପ୍ପାଙ୍କ ଭକ୍ତ ମାନେ କେରଳର ସବରିମାଘା ଯିବା ପାଇଁ ଭୁବନେଶ୍ୱର ଠାରୁ ଏର୍ଣ୍ଣାକୂଳମ ସହରକୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା ନିମନ୍ତେ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଚିଠି ଲେଖିଛନ୍ତି । ସଂସଦ ଚନ୍ଦ୍ର!-->…
Read More...
Read More...
ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର
ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ-କୁସଙ୍ଗ ପୂର୍ତ୍ତି ରାସ୍ତା ଅଯୋଧ୍ୟା ନିକଟରେ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମତେ ମଙ୍ଗଳବାର ସକାଳ ୯ଟା ସମୟରେ ଧଳପୁର ପଞ୍ଚାୟତ ଧଳପୁର ଗ୍ରାମର ଅଜିତ ପ୍ରଧାନ( ୨୮)ବୁଢୀକଣ!-->…
Read More...
Read More...
ଗ୍ୟାସ ସିଲିଣ୍ଡର ଲିକ, ଦୁଇ ଗୁରୁତର
ପୁରୀ : ଅସାବଧାନତା ଯୋଗୁ ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ଚାରିବାଟିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା । ଆହତ ହୋଇଥିବା ଦୁଇଜଣ ବ୍ୟକ୍ତି ହେଲେ ଚାରିବାଟିଆ ଗ୍ରାମର ସଞ୍ଜୟ ବେହେରା ଓ ଭାସ୍କର!-->…
Read More...
Read More...
ଶ୍ରୀମନ୍ଦିରରେ ପାଳିତ ହେଉଛି ଓଢଣ ଷଷ୍ଠୀ
ପୁରୀ: ମଙ୍ଗଳବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଓଢଣ ଷଷ୍ଠୀ । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯାଇଛି । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଏହି ପରିପ୍ରେକ୍ଷୀରେ ସୋମବାର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି!-->…
Read More...
Read More...