Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସ୍ମୃତିଲିପି ସମ୍ମାନ
ଫୁଲବାଣୀ : କନ୍ଧମାଳର ବରିଷ୍ଠ ସାହିତ୍ୟିକ, ଶିକ୍ଷାବିତ ତଥା ସମାଜ ସେବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ତାଙ୍କର ସାହିତ୍ୟ ସାଧନା ପାଇଁ କଟକରେ ସ୍ମୃତିଲିପି ଅନୁଷ୍ଠାନ ତରଫରୁ ସମ୍ମାନଜନକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଟକ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ!-->…
Read More...
Read More...
ଏନଆରଟିଏସ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀର ଛାତ୍ରୀ ଜିଲ୍ଲାରେ ପ୍ରଥମ
ଫୁଲବାଣୀ : ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୬ ଜଣ ଛାତ୍ରୀ ଚଳିତ ବର୍ଷ ଏନଆରଟିଏସ ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ସେମାନେ ହେଲେ ତିତିକ୍ଷା ପଣ୍ଡା ଯିଏକି ୯୧% ରଖି ଜିଲ୍ଳାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଆଦ୍ୟାଶା ପାଣ୍ଡେ ୮୨% ,ସୁରଭି ପ୍ରଧାନ ୬୯%, ଜସ୍ମିନ!-->…
Read More...
Read More...
ଏସୟୁଜେର ସାଧାରଣ ବୈଠକ ଓ ବନ୍ଧୁ ମିଳନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷଠାରେ ରାଜ୍ୟ ସାମ୍ବାଦିକ ସଙ୍ଘ ଏସୟୁଜେ ଗଜପତି ଶାଖାର ସାଧାରଣ ବୈଠକ ଓ ବନ୍ଧୁ ମିଳନ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଗରୁଡଧ୍ୱଜ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି!-->…
Read More...
Read More...
ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ କରିଥିଲେ, ଜେଲ ଗଲେ ବାଂଲାଦେଶୀ ଯୁବକ
ପୁରୀ : ମହଙ୍ଗା ପଡିଲା ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡ଼ିଓ ଭାଇରାଲ୍ କରିବା । ପୁରୀ ସିଂହଦ୍ୱାର ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ ଗଲା ବାଂଲାଦେଶୀ ଯୁବକ । ଗିରଫ ଅଭିଯୁକ୍ତ ହେଉଛି ବାଂଲାଦେଶର ଆକାଶ ଚୌଧୁରୀ । ଅଭିଯୁକ୍ତ ଆକାଶ ଠାରୁ ପୋଲିସ ଗୋଟିଏ ମୋବାଇଲ ଫୋନ ସହ!-->…
Read More...
Read More...
ନର୍ଲାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର
ଭବାନୀପାଟଣା: ଆଜି ନର୍ଲା ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ବ୍ଲକ ଅଧ୍ୟକ୍ଷା ମନୋରମା!-->…
Read More...
Read More...
ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ସଞ୍ଜୟ ଗାନ୍ଧୀ କଲୋନୀରେ ଆଗାମୀ ଦିନରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଗୌରୀ ନାୟକ!-->…
Read More...
Read More...
ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି!-->…
Read More...
Read More...
ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ରାଜରାସ୍ତାରେ ଅଙ୍ଗନୱାଡ଼ି କର୍ମୀ
ନନ୍ଦାହାଣ୍ଡି : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କସ ଆସସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ଆସନ୍ତା ୨୭ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଓଡିଶା ସରକାରଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।!-->…
Read More...
Read More...
ଇଣ୍ଟର କଲେଜ ଖୋଖୋ ପ୍ରତିଯୋଗିତାରେ କଳିଙ୍ଗ ମହାବିଦ୍ୟାଳୟ ମହିଳା ଦଳ ଚାମ୍ପିୟନ
ଘୁ.ଉଦୟଗିରି: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଅଷ୍ଟମ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା ଖୋଖୋ ପ୍ରତିଯୋଗିତା କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୪ ଟି କଲେଜରୁ ଆସିଥିବା ମହିଳା ଖୋଖୋ ଦଳ ଭାଗ!-->…
Read More...
Read More...
ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ
ପୁରୀ : ପୁରୀର ମେରାଇନ ଥାନା ବାଲିଗୁଆଳି ବେଳାଭୂମିରୁ ଗତ ୨୬ ତାରିଖ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଉକ୍ତ ଯୁବତୀ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶର ସାଗରର ବାସିନ୍ଦା ପ୍ରହଲ୍ଲାଦ କୁସ୍ୱାଙ୍କ ଝିଅ ରାଧିକା କୁସ୍ୱା ବୋଲି ଜଣାପଡିଛି । ଗତ ୨୩ ତାରିଖ ରେ ପ୍ରହଲ୍ଲାଦ!-->…
Read More...
Read More...