Browsing Category

ରାଜ୍ୟ

ଆଇନସେବା ପ୍ରାଧିକରଣ ଦ୍ୱାରା ସେବା ଲୋକଙ୍କ ନିକଟରେ ପହଁଚି ପାରୁଛି

ଫୁଲବାଣୀ,୬/୧୧:- ଜାତୀୟ ଆଇନସେବା ପ୍ରାଧିକରଣ ଦ୍ୱାରା ସେବାପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦୌରାଜଜ୍‌ ଶିତିକଣ୍ଠ ସାମଲ ଯୋଗଦେଇ ନିଜର ମନ୍ତବ୍ୟରେ କହିଥିଲେ ଯେ ଲୋକମାନେ ଜମିଜମା ଏବଂ
Read More...

ବୌଦ୍ଧରେ ମେଗା ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୬/୧୧- ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ତରଫରୁ ବୌଦ୍ଧ ଟାଉନହଲ ଠାରେ ଏକ ମେଗା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଧାମନଗର ବିଜୟରେ ଉତ୍ସବ ପାଳନ କଲେ ନବରଙ୍ଗପୁର ଜିଲ୍ଲା ବିଜେପି

ନବରଙ୍ଗପୁର,୬/୧୧- ଧାମନଗର ଉପନିର୍ବାଚନରେ ବିଜେପିର ବିପୁଳ ଭୋଟ ବ୍ୟବଧାନରେ ସୂର୍ଯ୍ୟବଂଶି ସୂରଜଙ୍କ ବିଜୟରେ ଉଲ୍ଲସିତ ହୋଇ ନବରଙ୍ଗପୁର ବିଜେପି ତରଫରୁ ଧାମନଗରବାସୀଙ୍କୁ କୃତଜ୍ଞତା ଜଣାଇବା ସହ ମାଁ ଭଣ୍ଡାରଘରଣୀଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମିଷ୍ଟାନ୍ନ ବଣ୍ଟନ ସହ ଆତସବାଜି
Read More...

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ-୨୦୨୨ ଉଦଯାପିତ

ବୌଦ୍ଧ,୬/୧୧- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ବୀରନରସିଂହପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମ ଶିଶୁଯତ୍ନ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା
Read More...

ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ବୌଦ୍ଧ,୬/୧୧- ସ୍ଥାନୀୟ ଟାଉନହଲ୍‌ ଠାରେ ପ୍ରଜ୍ଞାନ ମିଶନ ଦ୍ୱାରା ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଗୀତା ଜ୍ଞାନ ଯଜ୍ଞର ପ୍ରବକ୍ତା ଶ୍ରୀ ଅନିର୍ବାଣାନନ୍ଦ ଗିରିଙ୍କ ସାନିଦ୍ଧ୍ୟ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଧନେଶ୍ୱର ମଣ୍ଡଳଙ୍କ ସଭାପତିତ୍ୱରେ
Read More...

ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍‌ ୧୨୭ ବାଟାଲିୟନ୍‌ ପକ୍ଷରୁ ଜନସମ୍ପର୍କ ଶିବିର

ବାଲିଗୁଡ଼ା,୬/୧୧-: ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ୍‌ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଦୁର୍ଗମ ଲଙ୍କାଗଡ଼ ଅଞ୍ଚଳରେ ସରକାରଙ୍କ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା, ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସିଆରପିଏଫ୍‌
Read More...

ଆଇନାସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସେବା ଶିବିର

ପାରଳାଖେମୁଣ୍ଡି,୬/୧୧- ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ପ୍ରଶାସନର ସହଯୋଗରେ ଆଜି ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ଓ ଦୌରା ଜଜ୍‌ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର
Read More...

ଏସ୍‌ଟିଏଫ୍‌କୁ ବଡ଼ ସଫଳତା, ବାଘ ଚମଡା ଜବତ ,ଶିକାରୀ ଗିରଫ

ଦଶପଲ୍ଲା,୬/୧୧: - ଦଶପଲ୍ଲା ବନାଂଚଳ ପାଲଟିଛି ବନ୍ୟପ୍ରାଣୀ ଶିକାରୀଙ୍କ ଚରାଭୂଇଁ । ଶିକାରୀମାନେ ଯୋଜନାବଦ୍ଧ ଭାବରେ ପ୍ରତିଦିନ କିଛିନା କିଛି ଅଘଟଣ ଘଟାଉଥିଲେ ମଧ୍ୟ, ବନବିଭାଗ ଜାଣିଶୁଣି ନିରବ ରହିବାଯୋଗୁଁ , ଶିକାରୀ ମାନେ ନିର୍ବିଘ୍ନରେ ବାଘ, ଚିତାବାଘ, ହରିଣ, ନେପାଳୀ ମୂଷା, ଉଡ଼ନ୍ତା
Read More...

୫ ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶୋଭାଯାତ୍ରା

ସୁବର୍ଣ୍ଣପୁର,୫/୧୧- ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ସରକାରଙ୍କ
Read More...

ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୬୩ଛେଳି ମେଣ୍ଢା ମୃତ୍ୟୁ ଓ ୨୩ ଗୁରୁତର

ପାରଳାଖେମୁଣ୍ଡି,୫/୧୧- କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ଗତକାଲି ମଧ୍ୟରାତ୍ରୀ ପ୍ରାୟ ୧ଘଟିକା ସମୟରେ ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ୬୩ଛେଳି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଗୁରୁତର ଭାବେ ଆହତ ହୋଇଛନ୍ତି । ଉକ୍ତ ଗ୍ରାମର ଚାଷୀ ବିରା କ୍ରିଷ୍ଣା ଓ ବିରା ରାମୁଙ୍କ ଛେଳି
Read More...