Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୪ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ
ଭୁବନେଶ୍ବର: ଆସନ୍ତା ୨୪ ତାରିଖଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୨୫ ତାରିଖ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସପ୍ଲିମେଣ୍ଟାରି ବଜେଟ ଉପସ୍ଥାପନ ହେବ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି!-->…
Read More...
Read More...
ଅଧିଗ୍ରହଣ ପରେ ଅବ୍ୟବହୃତ ଚାଷଜମି ଫେରସ୍ତ ଦାବିରେ ଚାଷୀଙ୍କ ଆନ୍ଦୋଳନ
ସମ୍ବଲପୁର : ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଚିପିଲିମା ପାୱାର ହାଉସ ପାଇଁ ଅଧିଗୃହୀତ ୬୩୪୫.୭୫ ଏକର ଜମି ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୫୦୦ ଏକର଼ ବ୍ୟବହାରକୁ ଆସିଛି, ଏଣୁ ବାକି ଅବ୍ୟବହୃତ ଚାଷଜମିକୁ ଫେରସ୍ତ ଦାବିରେ ସମ୍ପୃକ୍ତ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ!-->…
Read More...
Read More...
ଅସହାୟ ଦୁଇ ନାବାଳିକାଙ୍କୁ ସହାୟତାର ହାତ ବଢ଼ାଇଲେ କୁସୁମି
ବାଲିଗୁଡ଼ା: ଆରପାରିକୁ ଚାଲିଗଲେ ବାପା । ପଚାରିଲାନି ବଡ଼ ଭାଇ । ଏଭଳି ପରିସ୍ଥିତିରେ ସାନଭାଇ ଦୁଇ ଭଉଣୀଙ୍କ ସାହାରା ପାଲଟିଛି । କୁଲି ମଜୁରି କରି ଦୁଇ ଭଉଣୀଙ୍କୁ ଦି ଓଳି ଦିମୁଠା ଖାଇବା ଯୋଗାଇବାକୁ ସଂଘର୍ଷ କରୁଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା!-->…
Read More...
Read More...
ପୁଲିଂ ଅଫିସର ମୃତ
ଭଦ୍ରକ: ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ମତଦାନ ଜାରି ରହିଛି । ତେବେ ଏହାରି ଭିତରେ ଏକ ଦୁଃଖଦ ଖବର ସାମନାକୁ ଆସିଛି । ତାହା ହେଲା ନିର୍ବାଚନରେ ନିୟୋଜିତ ଜଣେ ପୁଲିଂ ଅଫିସରଙ୍କ ମୃତୁ୍ୟ ହୋଇଛି । ୧୩୯ ନମ୍ବର ବୁଥର ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତୁ୍ୟ ହୋଇଛି । କଟକ ବଡ଼!-->…
Read More...
Read More...
ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଟାଉନ ହଲ ପରିସରରେ ପାରଳାଖେମୁଣ୍ଡି ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର ଦ୍ୱାରା ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ରାଜ୍ୟ ଗୃହ ନିର୍ମାଣ ଅଧକ୍ଷଙ୍କ ଖପ୍ରାଖୋଲ ଅଞ୍ଚଳ ଗ୍ରସ୍ତ, ଧଣ୍ଡାମୁଣ୍ଡା ଗାଁରେ ବାଣ୍ଟିଲେ ଭତ୍ତା
ଖପ୍ରାଖୋଲ : ରାଜ୍ୟ ଗୃହ ନିର୍ମାଣ ନିଗମ ଅଧକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ବୁଧବାର ଖପ୍ରାଖୋଲ ଅଂଚଳ ଗ୍ରସ୍ତ କରିଥିଲେ । ବ୍ଲକର ବିଭିନ୍ନ ଗାଁ ଗ୍ରସ୍ତ କରିଥିବା ବେଳେ ବିଜୁ ଜନତା ଦଳ ତରଫରୁ ତଥା ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ୱାଗତ କରିଥିଲେ । ଏହି ଅବସରରେ!-->…
Read More...
Read More...
ମୋ ସେବା କେନ୍ଦ୍ରରେ ପେନସନ ଉପଭୋକ୍ତାଙ୍କୁ ମାଗଣାରେ ଜୀବନ ପ୍ରମାଣପତ୍ର ପ୍ରଦାନ ସୁବିଧା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ୍ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ମୋ ସେବା କେନ୍ଦ୍ରର!-->…
Read More...
Read More...
ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ, ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ
ନବରଙ୍ଗପୁର : ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲା କୋର୍ଟ ସହ ନବରଙ୍ଗପୁରର କୋର୍ଟ ଗୁଡିକ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ଜିଲ୍ଲା ଆଇନଜୀବୀ ସଂଘ ସଦସ୍ୟ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା!-->…
Read More...
Read More...
ବୌଦ୍ଧଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୨ା୧୧- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆଜି ଜିଲ୍ଲାର ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧଜିଲ୍ଲାର ୧୬ ଗୋଟି ମହାବିଦ୍ୟାଳୟର ୨୬ ଜଣ ଯୁବରେଡକ୍ରସର ପରାମର୍ଶଦାତା ଏବଂ ଅଧ୍ୟକ୍ଷମାନେ ଅଂଶଗ୍ରହଣ କରି ଜିଲ୍ଲାସ୍ତରରେ ବିଭିନ୍ନ!-->…
Read More...
Read More...
ଦୁର୍ନୀତି ବିରୋଧରେ ସଚେତନତା ସଭା ଓ ଶପଥ ପାଠ
ବୌଦ୍ଧ,୨ା୧୧ : ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନିତୀ ନିବାରଣ ବିଭାଗ , ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଳକର ପୁରୁଣାକଟକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହଁରଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା!-->…
Read More...
Read More...