Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଉ ନାହାନ୍ତି ପ୍ରସିଦ୍ଧ ଫୁଟବଲ ଖେଳାଳି ଓ ସଙ୍ଗୀତଜ୍ଞ ଅରୁଣ ପ୍ରସନ୍ନ ସେଠ
ସମ୍ବଲପୁର: ଏଠାକାର ପ୍ରସିଦ୍ଧ ଫୁଟବଲ ଖେଳାଳି, ସଙ୍ଗୀତଜ୍ଞ ଓ ଲୋକପ୍ରିୟ ସାମାଜିକ କାର୍ଯ୍ୟକର୍ତ୍ତା ଅରୁଣ ପ୍ରସନ୍ନ ସେଠ ଆଉ ଆମ ଗହଣରେ ନାହାନ୍ତି । ଆଜି ପୂର୍ବାହ୍ନ ପ୍ରାୟ ୯.୩୦ ସମୟରେ ସ୍ଥାନୀୟ କୁଞ୍ଜେଲପଡା ସ୍ଥିତ ନିଜ ବାସଭବନରେ ସେ ୯୫ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ!-->…
Read More...
Read More...
ବିଜୁ ଜନତା ଦଳ ପଦଯାତ୍ରା ଅବସରରେ ରକ୍ତଦାନ ଶିବିର
ବଲାଙ୍ଗୀର : ରାଜ୍ୟରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା କରାଯାଉଛି । ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଲା ବ୍ଳକ ଓଡ଼ିଆପାଲି ଗ୍ରାମରେ ପହଞ୍ଚିଥିଲା । ଏ ଅବସରରେ ଗ୍ରାମବାସୀଙ୍କ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ମୁଖ୍ୟ ଅତିଥି ସାଂସଦ ନିରଞ୍ଜନ ବିଶି ରକ୍ତଦାନ!-->…
Read More...
Read More...
‘ହୀରାଞ୍ଚଳ’ର ପ୍ରଭାବ
ଅନାଥ ବାସୁକିକୁ ମିଳିଲା ରାସନକାର୍ଡ
ଖପ୍ରାଖୋଲ,୧/୧୧: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଝିଅ ବାସୁକି ସାହାଣୀ ଜଣେ ଅନାଥ । ଦୀର୍ଘ ବର୍ଷ ହେବ ତାର ବାପା ମାଆଙ୍କ ଦେହାନ୍ତ ହେଲାପରେ ବାସୁକି ଅନ୍ୟ ଘରେ ଆଶ୍ରୟ ନେଇ ରହୁଥିଲା । ତେଣୁ ସେ ଏକାକୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲା ।!-->…
Read More...
Read More...
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ
ରାଇରଙ୍ଗପୁର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଆଜି ସକାଳ ୬ଟାରୁ ଖୋଲିଛି। ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ!-->…
Read More...
Read More...
ଅର୍ବାନ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ଦାବି
ପୁରୀ : ପୁରୀ ଅର୍ବାନ୍ କୋ ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ଓ ୯ଦଫା ଦାବି ନେଇ ନିର୍ଦ୍ଦେଶକ ସର୍ବଶପ୍ରତାପ ମହାନ୍ତି, ଡଃ ପ୍ରଧାନ ଧୀରେନ୍ ରାୟ, ଉମାକାନ୍ତ ନାୟକ, ରବି ନାରାୟଣ ଦାଶ, ବୃନ୍ଦାବନ ବେହେରା, ଅନିଲ କୁମାର ସାହୁ ଓ ଉପ ସଭାନେତ୍ରୀ ମମତାରାଣୀ ସାହୁ ପୁରୀ ଜିଲ୍ଲା ସମବାୟ!-->…
Read More...
Read More...
ଆଜି ବଲାଙ୍ଗୀର ଦିନ : ଉଠୁଛି ପଡୁଛି ସହର, ଦୁଲକିବ କୋଶଲ କଳାମଣ୍ଡପ
ବଲାଙ୍ଗୀର : ଆଜି ବଲାଙ୍ଗୀର ଦିନ ପାଳନ ପାଇଁ କମ୍ପୁଛି ବଲାଙ୍ଗୀର ସହର । ଐତିହାସିକ କୋଶଲ କଳାମଣ୍ଡପରୁ ବାହାରିଛି ବିରାଟ ସାଂସ୍କୃତିକ ଶୋଭାଯାତ୍ରା । ଢୋଲ ନିଶାନ ଘଣ୍ଟଘଣ୍ଟା, ଘୁମୁରା, ତାସା ଇତ୍ୟାଦି ଶଦ୍ଦରେ ସହର କମ୍ପୁଛି । ମୁଖ୍ୟ ରାସ୍ତାରେ ରଙ୍ଗ ବେରଙ୍ଗ ଭଳିକି ଭଳି ନୃତ୍ୟଗୀତରେ!-->…
Read More...
Read More...
ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର
ହରଭଙ୍ଗା : ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀରେ ୩୦୪ ଟି ଅଭିଯୋଗରୁ ୧୭୯ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା । ପରେ ପରେ ଜ଼ିଲ୍ଲାପାଳ ସରକାରୀ ଜି. ପି. ହାଇସ୍କୁଲ, କୁସଙ୍ଗ ପରିଦର୍ଶନ କରିଥିଲେ । ସେଠାରେ ସାନିଟେସନ, ପରିଶ୍ରାଗାରର ସଫା ସୁତରା ଉପରେ ଧ୍ୟାନ ଦେବା,!-->…
Read More...
Read More...
ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ମନାଇପାଦ ଆଦିବାସୀ ହାଇସ୍କୁଲ ପଡିଆ ଠାରେ ମୁଣ୍ଡୋମହୁଲ ଓ ଘୁଚେପାଳି ପଞ୍ଚାୟତର ଅ।ଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗ୍ରାମ ପରିକ୍ରମା କରିଥିଲେ । ଏହାପରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...
ଆସନ୍ତାକାଲି ପବିତ୍ର ଅଁଳା ନବମୀ,ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କ ଲାଗିବ ଭିଡ
ପୁରୀ : ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଶ୍ରୀରାଧାରାଣୀଙ୍କର ଓଡିଆଣୀ ବେଶ ଓ ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିବ ଭିଡ । କୋଭିଡର ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ ହେବ ଗୋପାଳଜିଉ ମନ୍ଦିର । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହେଇଛି । ସଠିକ୍ ସମୟରେ!-->…
Read More...
Read More...
ଛାତ୍ରୀ ନିବାସରୁ ବିଦ୍ୟୁତ୍ ସଂଯୋଗ କାଟି ଦେଲେ,ଅନ୍ଧାରରେ ରହିଲେ ୯୬ଜଣ ଛାତ୍ରୀ
ରାୟଗଡା: ଛାତ୍ରୀ ନିବାସରୁ ବିଦ୍ୟୁତ୍ ସଂଯୋଗ କାଟି ଦେଲେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ । ଫଳରେ ଅନ୍ଧାରରେ ରହିଛନ୍ତି ୯୬ଜଣ ଅନ୍ତେବାସୀ ଛାତ୍ରୀ । ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପକୁ ଦାୟୀ କରି ଅନ୍ଧାରକୁ ଭୟ ନ କରି ଅଟୋରିକ୍ସା ଯୋଗେ ଦୀର୍ଘ ୧୨କିଲୋମିଟର ଦୂର ଜିଲ୍ଳା ସଦର ମହକୁମାକୁ!-->…
Read More...
Read More...