Browsing Category

ରାଜ୍ୟ

ଆଦିବୈଦ୍ୟ ଧନ୍ୱନ୍ତରୀ ଜୟନ୍ତୀ ଓ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ପାଳିତ

ସମ୍ବଲପୁର: ଆଜି ସ୍ଥାନୀୟ ପଡିଆବାହାଲ ଠାରେ ଆଦିବୈଦ ଭଗବାନ୍‌ ଧନ୍ୱନ୍ତରୀଙ୍କ ଜୟନ୍ତୀ ଉତ୍ସବ ସହିତ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ସେଠାକାର ଆରୋଗ୍ୟମ୍‌ କ୍ଲିନିକ୍‌ ଠାରେ ପ୍ରଭୁ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା କରାଯାଇ ଆୟୁର୍ବେଦର ପ୍ରଚାର ପ୍ରସାର ଓ ଆୟୁର୍ବେଦ ଚିକିତ୍ସା
Read More...

ଗଭୀର ଅବପାତରେ ପରିଣତ ହେଲା ଅବପାତ

ଭୁବନେଶ୍ୱର ବଙ୍ଗୋପସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ଗତକାଲି ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
Read More...

ମହାନଦୀ ବନ୍ୟପ୍ରାଣୀ ନିଷିଦ୍ଧାଞ୍ଚଳରେ ଭୋଜି ,୨୬ରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଦଶପଲ୍ଲା :ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ ଛାମୁଣ୍ଡିଆ ବନାଞ୍ଚଳ ଅନ୍ତର୍ଗତ ବଡମୂଳ ବିଟ୍‌ ଅଧିନସ୍ଥ ମାଳିସାହି ବୋଟିଂ ପଏଣ୍ଟରେ କିଛି ବ୍ୟକ୍ତି ଭୋଜି କରୁଥିବା ଏବଂ ଜେଟି ଉପରେ ଖାଦ୍ୟ ଖାଉଥିବା ନେଇ ବିଭିନ୍ନ ସମ୍ବାଦ ପତ୍ରରେ ଖବର ପ୍ରକାଶ ପାଇବା ପରେ ଭୋଜିରେ ସାମିଲ ବୋଟ ଡ୍ରାଇଭର ଓ ଅନ୍ୟ
Read More...

ଶ୍ରମିକଙ୍କ ସଙ୍ଗେ ଖିଚିଡ଼ି ଖାଇ ଅସ୍ଥାୟୀ ଟିଣଛପର ଘରେ ଶୋଇଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌: ଉତ୍ତରାଖଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ମାନା ନିକଟସ୍ଥ ସମୁଦ୍ର ପତ୍ତନଠାରୁ ୧୧,୩୦୦ ଫୁଟ୍‌ ଉଚ୍ଚ ‘ବର୍ଡର୍‌ ରୋଡ୍‌ସ୍‌ ଅର୍ଗାନାଇଜେସନ୍‌’ ‘ଡିଟାଚ୍‌ମେଣ୍ଟ୍‌’ରେ ଥିବା ଗୋଟାଏ ଅର୍ଦ୍ଧସ୍ଥାୟୀ ତଥା ଟିଣଛପର ହୋଇଥିବା ଘରେ ରାତ୍ରୀଯାପନ
Read More...

+୩ ମହିଳା ମହାବିଦ୍ୟାଳୟରେ ମେଗା ସଫେଇ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋର ନିର୍ଦ୍ଦେଶ ଅନୁଯାୟୀ
Read More...

ବିଶିଷ୍ଟ ଶିକ୍ଷାବିତ ପଦ୍ମନାଭ ଦାଶଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ପୁରୀ : ଶିକ୍ଷାନୁଷ୍ଠାନଟିଏ ମଣିଷ ଗଢା କାରଖାନା । ବିଶ୍ୱମ୍ଭର ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ପଦ୍ମନାଭ ଦାଶ ଜଣେ ଆଦର୍ଶ ଓ ଅନୁଶାସନପୂର୍ଣ୍ଣ ଶିକ୍ଷକ ଭାବେ ଚିର ସ୍ମରଣୀୟ ହୋଇ ରହିଥିବେ ବୋଲି ମତବ୍ୟକ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଜି
Read More...

ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ବଜାର ଯାଞ୍ଚ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଆଜି ଦୈନିକ ବଜାର ଓ ଉଠା ବ୍ୟବସାୟୀ ରାସ୍ତା ଉପରେ ବିକ୍ରି କରୁଥିବାରୁ ରାସ୍ତା ସଂକୀର୍ଣ୍ଣ ହେଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଉଠା ବ୍ୟବସାୟୀ ମାନଙ୍କୁ ପଛକୁ ଘୁଞ୍ଚାଇ ବିକ୍ରିବଟା ନ କରିବା
Read More...

କେନାଲ ସଫା ନ ହେବାରୁ ଚାଷୀ ପାଇପାରୁନି ଜଳସେଚନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ରାମସାଗରର ବିଭିନ୍ନ କେନାଲ ଗୁଡିକ ଘାସ ଲଟା ବୁଦାରେ ପରିପୂର୍ଣ୍ଣ ହେଉଛି । ଯାହା ଫଳରେ ଚାଷୀଙ୍କ ଜମିକୁ ଜଳସେଚନ ହୋଇପାରୁନି । କେନାଲକୁ ସୁଇଚ ଗେଟ ଦ୍ୱାରା ବନ୍ଦ କରାଯାଇଛି । ଯାହା ଫଳରେ ଚାଷୀ ଧାନ ଜମିକୁ ଜଳସେଚନ
Read More...

ଚାଷୀଙ୍କ ଧାନ ଟଙ୍କା ହଡ଼ପ ଘଟଣା,କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁ ମହାକୁଡ଼ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପଶ୍ଚିମାଞ୍ଚଳ କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁନାଥ ମହାକୁଡଙ୍କୁ ଗିରଫ କରିଛି ବାଣିଗୋଚ୍ଛା ଥାନା ପୁଲିସ । ଚାଷୀଙ୍କ ଧାନ ଟଙ୍କା ହଡପ ନେଇ ଜୁଲାଇ ୨୮ ତାରିଖରେ ସହକାରୀ ସମବାୟ ନିବନ୍ଧକ (ଏଆରସିଏସ) ବାଣିଗୋଚ୍ଛା ଥାନାରେ ଏତଲା ଦେଇଥିଲେ ।
Read More...

କୁମ୍ଭାରୀପଦର ଭୂସ୍ଖଳନ ଘଟଣା: ଭୁତତ୍ତ୍ୱବିତଙ୍କ ନମୁନା ସଂଗ୍ରହ, ପରୀକ୍ଷା ପାଇଁ ଗଲା ମାଟି

ବାଲିଗୁଡ଼ା: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ନିକଟରେ ଥିବା ଉପକଣ୍ଠ ପାହାଡ଼ରେ ଅଧ କି.ମି. ଦୀର୍ଘର ଏକ ଫାଟ ଦେଖାଯାଇ ଧିରେ ଧିରେ ତାହାର ଦୀର୍ଘତା ବଢ଼ିବାରେ ଲାଗିଛି । ଏହାର ବିପଦ ସଙ୍କୁଳତାକୁ ଲକ୍ଷ୍ୟ କରି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର
Read More...