Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ଗୁଳିବିନିମୟ ଘଟଣା:ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍ ପକ୍ଷରୁ ସାମ୍ବାଦିକ…
ଫୁଲବାଣୀ : କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା!-->…
Read More...
Read More...
ବାଇକ୍ ଦୁର୍ଘଟଣାରେ ଜଣେ ଆହତ
ଘୁ ଉଦୟଗିରି: ଗ୍ରେସିଙ୍ଗିଆ ନିକଟରେ ଶିବରାମ ଦଳବେହେରା (୩୮)ଙ୍କର ଓଡ଼ି ୧୨ ଏ ୮୨୮୫ ନମ୍ୱର୍ ବିଶିଷ୍ଟ ଏକ ବାଇକ୍ ଦ୍ୱାରା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ସ୍ଥାନୀୟ ବ୍ଲକ ଅଧିନରେ ଥିବା ଗ୍ରେସିଙ୍ଗିଆ ପଞ୍ଚାୟତର କାକାମାହା ଗ୍ରାମର ଶିବରାମ ଦଳବେହେରା ଘୁ!-->…
Read More...
Read More...
ଦୁଇ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ
ପୁରୀ : ଦୁଇ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ସତ୍ୟବାଦୀ ବ୍ଲକ ନୂଆ ସୋମେଶ୍ୱରପୁରର ସୁରଜ ମିଶ୍ର!-->…
Read More...
Read More...
ଦଶପଲ୍ଲା ଉପକଣ୍ଠରେ ବାଘ ଓ ହାତୀ ଭୟ !
ଦଶପଲ୍ଲା : ଦିନକୁ ଦିନ କ୍ଷୟ ହେଉଛି ଜଙ୍ଗଲ । ବଣ ଜଙ୍ଗଲରେ ଖାଦ୍ୟ ନ ପାଇ ବନ୍ୟଜନ୍ତୁ ହେଉଛନ୍ତି ଗାଁ ଓ ସହର ମୁହାଁ । ଦଶପଲ୍ଲା ବନାଞ୍ଚଳର ସାକେଣୀ ଫରେଷ୍ଟ ସେକ୍ସନ, ତେଣ୍ଡାବାଡ଼ି ପଞ୍ଚାୟତର ପୁରୁଣା ପୋଇବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ବାଘଙ୍କ ଚଳପ୍ରଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ!-->…
Read More...
Read More...
ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ
ଫୁଲବାଣୀ : ଛାତ୍ର ସଂଘ କନ୍ଧମାଳର ନୂତନ ଟିମ ଗଠନ କରାଯାଇଛି । ଏହି ନୂତନ ଟିମକୁ ଛାତ୍ର ସଂଘ କନ୍ଧମାଳର ପ୍ରତିଷ୍ଠାତା ତଥା ସଭାପତି ଦେବାଶିଷ ସାହାଣୀଙ୍କ ନେତୃତ୍ୱରେ ସର୍ବସମ୍ମତି କ୍ରମେ ନୂତନ ଟିମ ଗଠନ କରାଯାଇଛି । ପ୍ରିୟାଂଶୁ ପଟ୍ଟନାୟକଙ୍କୁ ଜିଲ୍ଲା ଉପସଭାପତି,ସ୍ମୃତି ରଞ୍ଜନ ନାୟକଙ୍କୁ!-->…
Read More...
Read More...
ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଲୋଗୋ ଉନ୍ମୋଚିତ
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ପରିସରରେ ମଙ୍ଗଳବାର ୨ୟ ରାଜ୍ୟସ୍ତରୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ,ଜଙ୍ଗଲ ପରିବେଶ ଏବଂ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ!-->…
Read More...
Read More...
୧୨୭ ବଟାଲିୟନ୍ ସିଆରପିଏଫ୍ ପକ୍ଷରୁ ନିଆରା ପ୍ରୟାସ
ବାଲିଗୁଡ଼ା: ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ୱାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୨୭ ବାଟଲିୟନ୍ ସିଆରପିଏଫ୍ ଏବଂ ନେହୁରୁ ଯୁବକେନ୍ଦ୍ର ଫୁଲବାଣୀ ପକ୍ଷରୁ ୧୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଅହମଦାବାଦ!-->…
Read More...
Read More...
ମହାପ୍ରଭୁଙ୍କ କୋଠଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ
ପୁରୀ : କାର୍ତ୍ତିକ ମାସରେ ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ । ଗତ ୨୦୧୫ ମସିହାରୁ ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ କ୍ରମେ ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କ କୋଠଭୋଗ ପାଇଁ ପିପିଲିରୁ ଶ୍ରଦ୍ଧାଳୁମାନେ ଶହଶହ ସଂଖ୍ୟାରେ ନଡ଼ିଆ ପଠାଇଥାନ୍ତି । ବିଶେଷକରି!-->…
Read More...
Read More...
ଏବେ ବାତ୍ୟା ଭୟ ନାହିଁ, ସ୍ପଷ୍ଟ କଲା ପାଣିପାଗ ବିଭାଗ
ଭୁବନେଶ୍ୱର: ଏବେ ବାତ୍ୟା ଆସୁଥିବା ଖବରକୁ ଖଣ୍ଡନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ।
ଏନେଇ ସେ!-->!-->!-->…
Read More...
Read More...
ଖସିପଡ଼ିଲା ମିଗ ଯୁଦ୍ଧ ବିମାନ
ନୂଆଦିଲ୍ଲୀ: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଗୋଆରେ ଭାରତୀୟ ନେଭିର MIG-29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ତାଙ୍କ ଅବସ୍ଥା ସ୍ଥିର ରହିଛି । ଏନେଇ ଭାରତୀୟ ନୌସେନା ସୂଚନା ଦେଇଛି।
ବିମାନରେ ଯାନ୍ତ୍ରିକ ତ୍ରୁଟି!-->!-->!-->…
Read More...
Read More...