Browsing Category

ରାଜ୍ୟ

କୁଲକର୍ଣ୍ଣି ଆଶୁତୋଷ ବ୍ରହ୍ମପୁର ଉପଜିଲ୍ଲାପାଳ

ବ୍ରହ୍ମପୁର:ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୨୦୨୦ ବ୍ୟାଚ୍‌ ଆଇଏଏସ୍‌ ଅଫିସର କୁଲକର୍ଣ୍ଣି ଆଶୁତୋଷ ସି ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ଭିଭାସନ୍‌ଙ୍କ ପଦୋନ୍ନତି ହୋଇ ଗଞ୍ଜାମ
Read More...

ମନମୁଣ୍ଡା ପୁଲିସକୁ ବଡ଼ ସଫଳତା; ଦେଶୀ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ

ବୌଦ୍ଧ : ମନମୁଣ୍ଡା ପୁଲିସକୁ ମିଳିଛି ବଡ଼ ସଫଳତା । ଏକ ଦେଶୀ ବନ୍ଧୁକ କାରଖାନାକୁ ଠାବ କରିବା ସହ ଏଭଳି ବେଆଇନ କାରବାରରେ ଲିପ୍ତ ଥିବା ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ଘଟଣାସ୍ଥଳରୁ ପୁଲିସ ଏକାଧିକ ବନ୍ଧୁକ ଜବତ କରିଛି ।ଗତରାତିରେ ପୁଲିସ୍‌ ଅତର୍କିତ ଚଢାଉ କରି ଏପରି କାରଖାନା ଠାବ
Read More...

ସୁରେନ୍ଦ୍ର କୁମାର ପ୍ରଧାନ ହେଲେ ଘୁ ଉଦୟଗିରି ବ୍ଲକ ବିଧାୟକ ପ୍ରତିନିଧି

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ପରିସରରେ ଆଜି ନବ ନିଯୁକ୍ତ ବ୍ଲକ ବିଧାୟକ ପ୍ରତିନିଧି ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ବ୍ଲକ ସଭାପତି ଲିଙ୍ଗରାଜ କହଁରଙ୍କ ସଭାପତିତ୍ୱରେ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶାଲୁଗା ପ୍ରଧାନ ଘୁ ଉଦୟଗିରି ବ୍ଲକ ନିମନ୍ତେ
Read More...

ସାଇକେଲରେ ଚାରିଧାମ ଯାତ୍ରା କଲେ ସତ୍ୟବ୍ରତ

ପୁରୀ : ସାଇକେଲରେ ଚାରିଧାମ ଯାତ୍ରା । କଟକ ଫୁଲନଖରା ଅଞ୍ଚଳର ଯୁବକ ସତ୍ୟବ୍ରତ ଦାସ ସାଇକେଲ ଯୋଗେ ଚାରିଧାମ ଯାତ୍ରା କରି ଆଜି ଆସି ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ସତ୍ୟବ୍ରତ ପହଞ୍ଚିବା ପରେ ତାଙ୍କୁ ଆଟା ପକ୍ଷରୁ ପୁଷ୍ପଗୁଚ୍ଛ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋଚିତ୍ର
Read More...

ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରିଲେ ବଲଦଙ୍ଗଗୁଡ଼ା ଗ୍ରାମର ବିଦ୍ୟୁତ୍‌ ହିତାଧିକାରୀ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା ମାଲିକାପଡ଼ି ପଞ୍ଚାୟତର ବଲଦଙ୍ଗଗୁଡ଼ା ଗ୍ରାମର ହିତାଧିକାରୀ ବିଗତ ୬ ଦିନ ହେବ ବିଦ୍ୟୁତ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରିଥିବାର ଦେଖିବାକୁ ମିଳିଛି ।
Read More...

ଓଲଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସାଥୀ

ଫୁଲବାଣୀ/ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ସମ୍ବରଡେଗା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା କାର । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସାଥୀ । ସୂଚନା ଅନୁଯାୟୀ ଫୁଲବାଣୀ ଅଭିମୁଖେ ଯାଉଥିବା କାର ଓ ଡି ୩୩ ଡବ୍ଲ୍ୟୁ ୧୨୪୬ ସମ୍ବରଡେଗା ବୁଲାଣି
Read More...

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ପୁରୀ : ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି । ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ବିକଶିତ କରାଯାଇ ପାରିଲେ ତାହା ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇପାରିବ । ଏଥିରେ ପୁଅ ଓ ଝିଅ ମଧ୍ୟରେ କୌଣସି ପ୍ରଭେଦ ଅନୁଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ।
Read More...

ଖପ୍ରାଖୋଲରେ ଦେଶାନ୍ତର ଶ୍ରମିକ ସମସ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ : ସ୍ଥାନୀୟ ଥାନା ପରିସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ, ୟୁନିସେଫ, ବଲାଙ୍ଗିର ପୋଲିସ ଏବଂ ଏଡ଼ଏଟଏକ୍ସସନ ଇଣ୍ଡିଆର ମିଳିତ ଉଦ୍ୟମରେ ଦେଶାନ୍ତର ଶ୍ରମିକ ସମସ୍ୟାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଡ଼ଏଟଏକ୍ସସନର ନିର୍ଦ୍ଦେଶକ ଡକ୍ଟର ଉମି
Read More...

ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବିରେ ଜଳ ସତ୍ୟାଗ୍ରହ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତ୍ର ହରିଶଙ୍କରଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କରଠାରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବିରେ ସୋମବାର ଜଳ ସତ୍ୟାଗ୍ରହ କରିଛନ୍ତି । କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଆବାହକ ସୁଶୀଳ କୁମାର ଗୁରୁ,
Read More...

ବଦଳିଲେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ, ନୂଆ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ

ଦଶପଲ୍ଲା : ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ନୟାଗଡ଼ ଜିଲ୍ଲାପାଳଙ୍କର ବଦଳି ହୋଇଛି । ନୟାଗଡ଼ ଜିଲ୍ଲାପାଳ ଡ . ପୋମା ଟୁଡ଼ୁଙ୍କୁ ଓଡ଼ିଶା ରାଜ୍ୟ ମେଡିକାଲ ନିଗମରେ ପରିଚାଳନା
Read More...