Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଳାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି!-->…
Read More...
Read More...
ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ
ଘୁ ଉଦୟଗିରି: ସ୍ଥାନୀୟ ସମନ୍ୱିତ ସଭା ଗୃହରେ ଆଜି ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ସମିତି ଅଧକ୍ଷା ସୁଷମା ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଅଧିନରେ ଥିବା ୮ ଗୋଟି!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୃନ୍ଦାବତି ନିବାସ ଉଦ୍ଘାଟିତ, ହବିଷ୍ୟାଳୀଙ୍କୁ ଶାଲ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ…
ପୁରୀ : ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା ଅନ୍ତର୍ଭୁକ୍ତ ପ୍ରମୁଖ ଆକର୍ଷଣ ପାଲଟିଥିବା ବୃନ୍ଦାବତି ନିବାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନି୍ସଂ ମାଧ୍ୟମରେ ଆଜି ସଂଧ୍ୟାରେ ଉଦଘାଟିତ ହୋଇଛି । ଜି +୭ ବିଶିଷ୍ଟ ବୃନ୍ଦାବତି ନିବାସରେ ୧୨୦୦ ହବିଷ୍ୟାଳୀଙ୍କ ରହିବା!-->…
Read More...
Read More...
ସହରର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା
ଘୁ.ଉଦୟଗିରି:-ଚଳିତ ବର୍ଷ ପୂଜାପର୍ବଣ ପାଇଁ ହେଉଛି ସାରା ସହର ଚଳଚଞ୍ଚଳ । କରୋନା ମହାମାରୀ ଯୋଗୁଁ ବିଗତ ୨ ବର୍ଷ ହେବ ସମାଜରେ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ବନ୍ଦ ଥିବା ବେଳେ ଚଳିତ ବର୍ଷ ବିଭିନ୍ନ ସାହିର ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜିତ ମହାମାୟୀ ମାଁ ଲକ୍ଷ୍ମୀ । ଘୁ. ଉଦୟଗିରି ସହର!-->…
Read More...
Read More...
ମୋକିମଙ୍କ ଜାମିନ ମଞ୍ଜୁର, ୧୩ରେ ପରବର୍ତ୍ତୀ ଶୁଣାଣି
କଟକ: ଭିଜିଲାନ୍ସ ମାମଲାରେ ହାଇକୋର୍ଟ ମୋକିମଙ୍କ ଆବେଦନ ଗୃହିତ କରିଛନ୍ତି । ହାଇକୋର୍ଟରେ ମୋକିମଙ୍କ ଆବେଦନ ଗ୍ରହଣ କରାଯିବା ସହିତ ମୋକିମଙ୍କ ଜାମିନ୍ ମଞ୍ଜୁର ହୋଇଛି । ବିଚାର ପାଇଁ ଆବେଦନ ଗ୍ରହଣ ହେବା ସହ ୧ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି । ତାହା ସହିତ!-->…
Read More...
Read More...
କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ
ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ମାସ । ହବିଷ୍ୟାଳି ମାନେ ଦୀର୍ଘ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ । ହବିଷ୍ୟାଳି ମାନେ ଏକମାସ ବ୍ୟାପି ବିଭିନ୍ନ ତୀର୍ଥ ପୁଷ୍କରିଣୀ ବା ମହୋଦଧୀରେ ସ୍ନାନ କରିବା ସହ ରାଧାଦାମୋଦର ପୂଜା କରି ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇ!-->…
Read More...
Read More...
ବେଲପଡାରେ ଯାଦବ ସମାଜର ସମ୍ବର୍ଦ୍ଧନା ସଭା
ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ସମସ୍ତ ଯାଦବ ସମାଜ ପକ୍ଷରୁ ଯାଦବ ସମାଜ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଶତକଡା ୬୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ!-->…
Read More...
Read More...
ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଓ ଆଲୋଚନା
ଖପ୍ରାଖୋଲ,୧୦/୧୦ : ଖପ୍ରାଖୋଲ ବ୍ଲକ ତେଲେନପାଲିି ବେହେରା ଦୋକାନ ନିକଟରେ ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଆଞ୍ଚଳିକ ସର୍କଲ ସଭାପତି ଲିଙ୍ଗରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ବୈଠକରେ ଶୌଣ୍ଢିକ ସମାଜର ସାମାଜିକ ସ୍ତରରେ ରହିଥିବା ସମସ୍ୟା ବିଷୟରେ!-->…
Read More...
Read More...
ସୁବର୍ଣ୍ଣ ଜୟନ୍ତୀ ମଶାଲ ଶୋଭାଯାତ୍ରାରେ ସାମିଲ ହେବ ଜିଲ୍ଲାର ସର୍ବପୁରାତନ ମଶାଲ
ନବରଙ୍ଗପୁର,୧୦/୧୦:- ଆସନ୍ତା ୧୨ ତାରିଖରେ ହେବାକୁ ଥିବା ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଶୁଭ ଉଦଘାଟନ ମଶାଲ ଶୋଭାଯାତ୍ରାରେ ସାମିଲ ହେବ ଜିଲ୍ଳାର ସର୍ବ ପୁରାତନ ମଶାଲ । ଏଥିପାଇଁ ପୂର୍ବତନ ଛାତ୍ର ସଂସଦ (ଆଲୁମିନାଇ ଏସୋସିଏସନ୍), ମହାବିଦ୍ୟାଳୟ ପ୍ରଶାସନ, ଜିଲ୍ଲା ପ୍ରଶାସନ,!-->…
Read More...
Read More...
ଖପ୍ରାଖୋଲରେ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଖପ୍ରାଖୋଲ,୧୦/୧୦ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୋଟର ସାଇକେଲ ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା ଶନିବାର ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୋଟର ସାଇକେଲ ଶୋଭାଯାତ୍ରା ପ୍ରଥମେ ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟ ଠାରୁ ଆରମ୍ଭ!-->…
Read More...
Read More...