Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସାଇକେଲରେ ଚାରିଧାମ ଯାତ୍ରା କଲେ ସତ୍ୟବ୍ରତ
ପୁରୀ : ସାଇକେଲରେ ଚାରିଧାମ ଯାତ୍ରା । କଟକ ଫୁଲନଖରା ଅଞ୍ଚଳର ଯୁବକ ସତ୍ୟବ୍ରତ ଦାସ ସାଇକେଲ ଯୋଗେ ଚାରିଧାମ ଯାତ୍ରା କରି ଆଜି ଆସି ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ସତ୍ୟବ୍ରତ ପହଞ୍ଚିବା ପରେ ତାଙ୍କୁ ଆଟା ପକ୍ଷରୁ ପୁଷ୍ପଗୁଚ୍ଛ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଫଟୋଚିତ୍ର!-->…
Read More...
Read More...
ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରିଲେ ବଲଦଙ୍ଗଗୁଡ଼ା ଗ୍ରାମର ବିଦ୍ୟୁତ୍ ହିତାଧିକାରୀ
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା ମାଲିକାପଡ଼ି ପଞ୍ଚାୟତର ବଲଦଙ୍ଗଗୁଡ଼ା ଗ୍ରାମର ହିତାଧିକାରୀ ବିଗତ ୬ ଦିନ ହେବ ବିଦ୍ୟୁତ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ପୁରୁଷ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଥିବାର ଦେଖିବାକୁ ମିଳିଛି ।!-->…
Read More...
Read More...
ଓଲଟିଲା କାର୍, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସାଥୀ
ଫୁଲବାଣୀ/ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସମ୍ବରଡେଗା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା କାର । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସାଥୀ । ସୂଚନା ଅନୁଯାୟୀ ଫୁଲବାଣୀ ଅଭିମୁଖେ ଯାଉଥିବା କାର ଓ ଡି ୩୩ ଡବ୍ଲ୍ୟୁ ୧୨୪୬ ସମ୍ବରଡେଗା ବୁଲାଣି!-->…
Read More...
Read More...
ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
ପୁରୀ : ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି । ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ବିକଶିତ କରାଯାଇ ପାରିଲେ ତାହା ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇପାରିବ । ଏଥିରେ ପୁଅ ଓ ଝିଅ ମଧ୍ୟରେ କୌଣସି ପ୍ରଭେଦ ଅନୁଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ।!-->…
Read More...
Read More...
ଖପ୍ରାଖୋଲରେ ଦେଶାନ୍ତର ଶ୍ରମିକ ସମସ୍ୟା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଖପ୍ରାଖୋଲ : ସ୍ଥାନୀୟ ଥାନା ପରିସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ, ୟୁନିସେଫ, ବଲାଙ୍ଗିର ପୋଲିସ ଏବଂ ଏଡ଼ଏଟଏକ୍ସସନ ଇଣ୍ଡିଆର ମିଳିତ ଉଦ୍ୟମରେ ଦେଶାନ୍ତର ଶ୍ରମିକ ସମସ୍ୟାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଡ଼ଏଟଏକ୍ସସନର ନିର୍ଦ୍ଦେଶକ ଡକ୍ଟର ଉମି!-->…
Read More...
Read More...
ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବିରେ ଜଳ ସତ୍ୟାଗ୍ରହ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତ୍ର ହରିଶଙ୍କରଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କରଠାରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦାବିରେ ସୋମବାର ଜଳ ସତ୍ୟାଗ୍ରହ କରିଛନ୍ତି । କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ଆବାହକ ସୁଶୀଳ କୁମାର ଗୁରୁ,!-->…
Read More...
Read More...
ବଦଳିଲେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ, ନୂଆ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ
ଦଶପଲ୍ଲା : ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ନୟାଗଡ଼ ଜିଲ୍ଲାପାଳଙ୍କର ବଦଳି ହୋଇଛି । ନୟାଗଡ଼ ଜିଲ୍ଲାପାଳ ଡ . ପୋମା ଟୁଡ଼ୁଙ୍କୁ ଓଡ଼ିଶା ରାଜ୍ୟ ମେଡିକାଲ ନିଗମରେ ପରିଚାଳନା!-->…
Read More...
Read More...
ଧାମନଗର ଉପନିର୍ବାଚନ; ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଜି ଏକ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ଆଜି ସକାଳେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ସୁପୁତ୍ର ସୂରଜ ସୂର୍ଯ୍ୟବଂଶୀ ବାପାଙ୍କ ସମାଧିପୀଠକୁ ଛୁଇଁ ଥିଲେ ଏବଂ ମାଙ୍କଠାରୁ!-->…
Read More...
Read More...
ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ନବରଙ୍ଗପୁର : ଜିଲ୍ଲା ଆଇନଜୀବୀ ସଂଘର ସଦସ୍ୟ ଅବନୀ କାନ୍ତ ଦାଶଙ୍କ ବିୟୋଗରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଜିଲ୍ଲା ଅଦାଲତ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ସଂଘ ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ସଞ୍ଜୀବ ଦୁବେ,!-->…
Read More...
Read More...
ଗଜପତିରେ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇଥିବାରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତମାନେ ସକାଳୁ ନଡ଼ିଆ, କଦଳୀ,ଧୂପ ଦୀପ ଧରି ଶୈବ ମନ୍ଦିରରେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । ସେହିପରି ସହରର!-->…
Read More...
Read More...