Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସେବାୟତ କୁଳର ଅନନ୍ୟ ପରମ୍ପରା “ନେତପିଲା’
ପୁରୀ : ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ । ଶାରଦୀୟ ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟା ମାନେ ପାରମ୍ପରିକ ବେଶ ଓ ବିଭିନ୍ନ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି । ବାପା ମାଆଙ୍କ ଆୟୁଷ ବୃଦ୍ଧି ସହ ଉତ୍ତମ ବର ପ୍ରାପ୍ତି ପାଇଁ ହରପାର୍ବତୀଙ୍କ!-->…
Read More...
Read More...
ହୀରାକୁଦ ଜଳଭଣ୍ଡାର ହେଲା ପୂର୍ଣ୍ଣଗର୍ଭା
ସମ୍ବଲପୁର: ପୂର୍ବରୁ ନିର୍ଦ୍ଧାରିତ ରୁଲକର୍ଭ ଅନୁସାରେ ସେପ୍ଟେମ୍ବର ମାସର ଶେଷ ସପ୍ତାହ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ପହଞ୍ଚି ଯାଇଛି । ଏବର୍ଷ ବିକ୍ଷିପ୍ତ ଓ ଅନିୟମିତ ବର୍ଷା ଯୋଗୁଁ ଏଥିପାଇଁ ନାନାଦି ଆଶଂକା ପ୍ରକାଶ ପାଇଥିଲା କି ଏହି ଜଳଭଣ୍ଡାର!-->…
Read More...
Read More...
ନମ୍ବର ପ୍ଲେଟ ମହଲତ ମାସେ ବଢିଲା, ବିଜ୍ଞପ୍ତି ଜାରି
ଭୁବନେଶ୍ୱର: ଶେଷରେ ମିଳିଲା ଆଶ୍ୱସ୍ତି । ପୂଜା ବଜାରରେ ଗାଡ଼ି ବାହାରକୁ ନେଇ ହେବ କି ନାହିଁ, ସେନେଇ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଭଲ ଖବରଟିଏ ଆସିଛି ।ତାହା ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମହଲତକୁ ମାସେ ବୃଦ୍ଧି କରାଯାଇଛି । ଆଜି ଶେଷ ହେଉଥିବା ଡେଡଲାଇନ ଅକ୍ଟୋବର ୩୧ ପର୍ଯ୍ୟନ୍ତ!-->…
Read More...
Read More...
ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ
କଟକ: ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯଶୱନ୍ତ ସିଂହଙ୍କୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ସେହିପରି ଜଷ୍ଟିସ ପି. ବି. ବରାଲେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ । ଜମ୍ମୁ ଏବଂ କାଶ୍ମୀର ହାଇକୋର୍ଟର!-->…
Read More...
Read More...
ବିପୁଳ ପରିମାଣର କାଠପଟା ଜବତ୍
ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ବାଣୀଗୋଛାରେରୁ ଗତକାଲି ବିପୁଳ ପରିମାଣର ଚୋରା କାଠ ଓ ପଟା ଜବତ୍ ହୋଇଛି । ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ର୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ସେଠୀ, ଏସିଏଫ୍ ଶ୍ୱେତଲୀନା ସାହୁ , ଦଶପଲ୍ଲା ଓ!-->…
Read More...
Read More...
କଳାକାର ସମୀର ନାଗଙ୍କ ବିୟୋଗରେ ଶୋକ ସଭା
ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାର ଜଣେ ସୁପରିଚିତ କଳାକାର ତଥା ତ୍ରିଶକ୍ତି ସାଂସ୍କୃତିକ ସଙ୍ଘର ସଭାପତି ସମୀର ନାଗଙ୍କ ଦୁଃଖଦ ବିୟୋଗ ଘଟିଛି । ଅସୁସ୍ଥତା କାରଣରୁ ସେ ଦୀର୍ଘ ଦିନରୁ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ନାଗ ନିଜ କଳାକାର ଜୀବନ ତ୍ରିଶକ୍ତି ଅନୁଷ୍ଠାନରୁ ଆରମ୍ଭ କରିଥିଲେ । ମନୋଜ!-->…
Read More...
Read More...
ମହାପ୍ରଭୁଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ପୁରୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଗତକାଲି ପୁରୀ ଗସ୍ତରେ ଆସି ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ସକାଳୁ ଶ୍ରୀ ନଡ୍ଡାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ!-->…
Read More...
Read More...
ମୂକ ବଧିର ଟେଷ୍ଟ କ୍ରିକେଟ୍ : ବେଙ୍ଗଲଠୁ ହାରିଲା ଓଡ଼ିଶା
ଭୁବନେଶ୍ବର : ଓଡ଼ିଶା ମୂକ ବଧିର କ୍ରିକେଟ୍ ସଂଘ ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ହାଇଟେକ୍ ପଡ଼ିଆରେ ଖେଳାଯାଇଥିବା ବେଙ୍ଗଲ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ଓଡ଼ିଶା ପାଳି ଓ ୫ ରନ୍ରେ ହାରି ଯାଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୭୮ ରନ୍ କରିଥିଲା। ଜବାବରେ ଭ୍ରମଣକାରୀ!-->!-->!-->…
Read More...
Read More...
ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କେ ଝାଲରସିଂ ଠାରେ ଗଜପତି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପକୁ ରିବନ କାଟି ଶୁଭ ଉଦଘାଟନ କଲେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା । ପ୍ରଥମ ପ୍ରକଳ୍ପଟି ହେଲା କ୍ଷୁଦ୍ର କୁକୁଡ଼ା ଚିଆଁ କେନ୍ଦ୍ର ଯାହା!-->…
Read More...
Read More...
ସାନକଲଙ୍ଗାପାଲିରେ ପାଳିତ ହେଲା କୋସଲି ସଂସ୍କୃତି ଦିନ
ପାଟଣାଗଡ: କୋଶଲି ରାମାୟଣର ରଚୟିତା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଦିନ କୋସଲି ସଂସ୍କୃତି ଦିନ ତାଙ୍କ ଜନ୍ମ ପୀଠ ବାଲିପଟା ପଞ୍ଚାୟତ ଅନ୍ତର୍ଗତ ସାନକଲଙ୍ଗାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ହଳଦିଆ ତେଲି ଜୁଆନ କୁଟୁମର ସଭାପତି କ୍ଷୀରୋଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ!-->…
Read More...
Read More...