Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୌରାଧ୍ୟକ୍ଷାଙ୍କ ଉଦ୍ୟମରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ପୋଖରୀର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୋଖରୀର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି ।!-->…
Read More...
Read More...
ଦଶପଲ୍ଲା ବ୍ଲକ୍ରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିର
ଦଶପଲ୍ଲା : ଆଜି ସକାଳ ୧୦ ଘଟିକା ସମୟରେ ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୪୮ ଗୋଟି ଅଭିଯୋଗ!-->…
Read More...
Read More...
କନ୍ଧମାଳ ପ୍ରୋଗ୍ରାମ ଅଫିସରଙ୍କୁ ଜାତୀୟ ସେବା ଯୋଜନା ବୀର ଆୱାର୍ଡ
ଫୁଲବାଣୀ,୨୬/୯:- କନ୍ଧମାଳ ଜିଲ୍ଲା ଟିକାବାଲି ଏମ ସି ଏସ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ବନମାଳୀ ବେହେରା ଜାତୀୟ ସେବା ଦିବସରେ କୁଳପତି ପ୍ରଫେସର ଡଃ ଗୀତାଞ୍ଜଳି ଦାଶଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଅତିଥି ଭାବରେ ସମାଜସେବୀ ଜଗଦାନନ୍ଦ ପଣ୍ଡା , ପ୍ରଫେସର!-->…
Read More...
Read More...
ନବରାତ୍ରୀ ଅବସରରେ ମାଁ ସୁରେଶ୍ୱରୀଙ୍କ କାଳୀ ବେଶ
ସୁବର୍ଣ୍ଣପୁର : ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରର ସୁବର୍ଣ୍ଣପୁର ସହର ତଥା ଅଷ୍ଟଚଣ୍ଡୀଙ୍କ ପୀଠରେ ମାଁ ଦୁର୍ଗାଙ୍କ ସହ ଦଶମହାବିଦ୍ୟାଙ୍କୁ ପୂଜା ଆରାଧନା ଆରମ୍ଭ ହୋଇଯାଇଅଛି ।ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀଦେବୀ ମାତା ସୁରେଶ୍ୱରୀ ଏହି ସମୟରେ ଦଶମହାବିଦ୍ୟା ଅନୁସାରେ ବେଶ ଧାରଣକରି ଶ୍ରଦ୍ଧାଳୁ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଗୁଡଭେଲା ବିଡିଓ
ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଲାଞ୍ଚ ନେବାବେଳେ ଧରାପଡିଲେ ଗୁଡଭେଲା ବିଡିଓ । ସୂଚନା ଅନୁସାରେ ଜଣେ ଠିକାଦାର ଠାରୁ ୧ଲକ୍ଷ ଅଶୀ ହଜାର ଟଙ୍କା ନେବାବେଳେ ବିନୋଦ କୁମାର ନାଏକ OAS-1(Jr) ଧରାପଡିଛନ୍ତି । ପୁରୁଣା ବାକିଆ ବିଲ ଓ ନୂଆକାମ ପାଇଁ ନାଏକ ଦାବୀ କରିଥିଲେ । ଅଧିକ ତଦନ୍ତ ପାଇଁ ୩ଟି!-->…
Read More...
Read More...
ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ସାରଙ୍ଗଡ: ଆଜି ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା କନ୍ଧମାଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସାରଙ୍ଗଡ କୁଇ ସମାଜ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା!-->…
Read More...
Read More...
୧୨ ଦିନ ଅନ୍ଧାରରେ ରହି ବିଜୁଳି ପାଇଁ ହନ୍ତସନ୍ତ୍ ଡୁଗୁଡ଼ିପାରି ଗ୍ରାମବାସୀ,ପଞ୍ଚାୟତ କାର୍ଯ୍ୟାଳୟ କଲେ ଘେରାଉ
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମ ଯେଉଁଠାରେ ୪ ଗୋଟି ୱାର୍ଡ ରହିଛି (୮,୯,୧୦,୧୧ ୱାର୍ଡ) ପାଖାପାଖି ୨୦୦୦ ଉଦ୍ଧ୍ୱର୍ ଲୋକେ ବାସ କରୁଛନ୍ତି । କିନ୍ତୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଏଠାକାର ଜନସାଧାରଣ । ସୂଚନା ଅନୁସାରେ ଏହି!-->…
Read More...
Read More...
ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ବାଲୁକା କଳା
ପୁରୀ : ଓଡିଶାର କଳା ସଂସ୍କୃତିକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ କଲେ ବାଲିର କ୍ଷୁଦ୍ର କୋଣାର୍କ ମନ୍ଦିର । ଏହି ବାଲୁକା କଳାଟିକୁ ଅତିସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଓଡିଶାର ଐତିହ୍ୟ!-->…
Read More...
Read More...
କୌପନିଧାରୀ ମହିମା ସମାଜର ନୂତନ ପରିଚାଳନା କମିଟି ଗଠିତ
ଜହ୍ନ ।ପଙ୍କ,୨୬/୯: ବୌଦ୍ଧ ବ୍ଳକ ତେଲିବନ୍ଧ ହାଟପଦା ଠାରେ କୌପନିଧାରୀ ମହିମା ସମାଜ ବୌଦ୍ଧର ଏକ ବୈଠକ ଭୀମସେନ କଲତାଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗୋବିନ୍ଦ ବାବାଙ୍କ ନିକଟରେ ଧୁନି ଲଗାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶ୍ରୀ କଲତା ବୌଦ୍ଧ ଜିଲ୍ଲାର ସମସ୍ତ!-->…
Read More...
Read More...
ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୭୧ ଅଭିଯୋଗ ଦରଖାସ୍ତ ଗ୍ରହଣ, ତୁରନ୍ତ ସମାଧାନ ହେଲା ୭ ଅଭିଯୋଗ
ସୁବର୍ଣ୍ଣପୁର,୨୬/୯: ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲା୍ଲପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି!-->…
Read More...
Read More...