Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡ୍ରାଇଭର ଆନ୍ଦୋଳନକୁ ନେଇ ଆସିଲା ଆଉ ଏକ ବଡ଼ ଖବର
ଭୁବନେଶ୍ୱର,୧୩।୭: ଡ୍ରାଇଭର ଆନ୍ଦୋଳନକୁ ନେଇ ଆସିଲା ଆଉ ଏକ ବଡ଼ ଖବର । ଆହୁରି ଜୋରଦାର ହେବ ଡ୍ରାଇଭର ଆନ୍ଦୋଳନ । ୧୫ରୁ ଆନ୍ଦୋଳନକୁ ଜୋରଦାର କରିବ ଡ୍ରାଇଭର ସଂଘ । ଆନ୍ଦୋଳନ ଜୋରଦାର ପାଇଁ ଆହ୍ବାନ ଦେଲେ ସଭାପତି । ସମସ୍ତ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇବାକୁ ଆହ୍ବାନ । ଭିଡିଓ ବାର୍ତ୍ତା!-->…
Read More...
Read More...
୯ଜଣଙ୍କୁ ପରିଚୟ ପଚାରି ହତ୍ୟା କଲେ ଆତଙ୍କବାଦୀ
କରାଚୀ- ପାକିସ୍ତାନର ଏକ ବସ୍ ଉପରେ ବଡ଼ ଆକ୍ରମଣ । ସୂଚନା ଅନୁସାରେ, ଆକ୍ରମଣକାରୀମାନେ ୯ ଜଣଙ୍କୁ ସେମାନଙ୍କର ପରିଚୟ ପଚାରି ହତ୍ୟା କରିଛନ୍ତି । ଆକ୍ରମଣର ଶୀକାର ହୋଇଥିବା ସବୁ ମୃତକ ପଞ୍ଜାବର ଥିବା ଜଣାପଡିଛି । ସେମାନେ କ୍ବେଟାରୁ ଲାହୋର ଅଭିମୁଖେ ଯାଉଥିବା ବେଳେ ଆକ୍ରମଣକାରୀମାନେ!-->…
Read More...
Read More...
ଭୁବନେଶ୍ୱରରେ ରାହୁଲ ଗାନ୍ଧୀ
ଭୁବନେଶ୍ୱର : ଭୁବନେଶ୍ୱରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ସିଧାସଳଖ ବରମୁଣ୍ଡା ପଡିଆ ଅଭିମୁଖେ ଯାତ୍ରା କରିଛନ୍ତି । ରାହୁଲ ବିମାନ ବନ୍ଦର ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ ଏକ ରୋଡ ସୋ’ କରିଛନ୍ତି ।
Read More...
Read More...
ଗାଧୋଇବା ବେଳେ ଭାସିଗଲେ ଦୁଇଭାଇ
ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ବନ୍ଧପାଲି ପଞ୍ଚାୟତ ଅନ୍ତର୍ଗତ ମାଝୀମୁଣ୍ଡା ଗ୍ରାମରେ ଥିବା ଧର୍ମଦାଣ୍ଡି ନାଳରେ ଗାଧୋଉଥିବା ବେଳେ ଦୁଇଜଣ ବ୍ୟକ୍ତି ନିଖୋଜ ହୋଇ ଯାଇଥିବା ଜଣାପଡିଥିଲା, ହେଲେ ଆଜି ବଡ଼ଭାଇ ଟିକେଶ୍ଵର ଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଅଦ୍ୟାବଧି!-->…
Read More...
Read More...
କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ରଖିବାକୁ ସରକାର ପ୍ରତିବଦ୍ଧ: ସମବାୟ ମନ୍ତ୍ରୀ
ଭୁବନେଶ୍ୱର :ଚାଷୀଙ୍କୁ କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତାକୁ ପ୍ରାଥମିକତା ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ସମୟରେ ବୀମା କମ୍ପାନୀ କ୍ଷତି ପୂରଣ ପ୍ରଦାନ କରିବେ । ସମବାୟ ମାଧ୍ୟମରେ ଫସଲ ଋଣ ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା!-->…
Read More...
Read More...
ରତ୍ନ ଭଣ୍ଡାର ମଣତି ଗଣତି ବେଳେ ଉପସ୍ଥିତ ରହିବେ ରିଜର୍ଭ ବ୍ୟାଙ୍କର ଦୁଇ ଜଣ ଅଧିକାରୀ
ଖୋର୍ଦ୍ଧା : ରତ୍ନ ଭଣ୍ଡାର ମଣତି ଗଣତି ବେଳେ ଉପସ୍ଥିତ ରହିବେ ରିଜର୍ଭ ବ୍ୟାଙ୍କର ଦୁଇ ଜଣ ଅଧିକାରୀ । ଏଥି ପାଇଁ ଦୁଇ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ!-->…
Read More...
Read More...
ଓଲିଉଡ ଅଭିନେତା ପାର୍ଥସାରଥୀ ଗିରଫ
ଭୁବନେଶ୍ୱର: ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି। ଜାମିନବିହୀନ ଗିରଫ ପରୱାନା (NBW) ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (JMFC) କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପାର୍ଥସାରଥୀ କୋର୍ଟ!-->…
Read More...
Read More...
ଲଗାଣ ବର୍ଷାରେ ଭୁଶୁଡ଼ିଲା ଘରକାନ୍ଥ, ମହିଳା ଗୁରୁତର
ବାରକୋଟ: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଲଗାଣ ବର୍ଷାରେ ବଲଣ୍ଡା ପଞ୍ଚାୟତ ଇନ୍ଦ୍ରଣୀଝରଣ ଗ୍ରାମର ଛାମୁ ମୁଣ୍ଡାରୀ ଘରକାନ୍ଥ ଭୁଶୁଡ଼ିଛି। ଏହି ଘଟଣାରେ ତାଙ୍କ ସ୍ତ୍ରୀ ରାନ୍ଧା ମୁଣ୍ଡାରୀ ଙ୍କ ଜଙ୍ଘ ଭାଙ୍ଗି ତିନିଖଣ୍ଡ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଗତ ୧୨ ଦିନ ହେବ ଏଠାରେ ଲଗାଣ!-->…
Read More...
Read More...
ବିଜେଡି ଛାଡିଥିଲେ, କଂଗ୍ରେସରେ ଯୋଗଦେଲେ ସୁନୀତା ବିଶ୍ୱାଳ
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ପୁଣି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଏକ ହଲଚଲ ସୃଷ୍ଟି କରିଛି। ଯାହା ବିଜେଡି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।
ସୁନୀତା!-->!-->!-->…
Read More...
Read More...
ତୃତୀୟ ଦିନରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ
ଭୁବନେଶ୍ୱର : ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି । ସରକାରଙ୍କ ସହ ମହାସଂଘର ମାରାଥନ୍ ବୈଠକ ବିଫଳ ହେଲା ପରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ!-->…
Read More...
Read More...