ସ୍କୁଟିକୁ ଧକ୍କା ଦେଇ ଜୀବନ ହାରିଲେ ଟ୍ରାକ୍ଟର ଚାଳକ !

0 635

ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ରାସ୍ତାରେ ଉଚ୍ଚବାହାଲି ଛକରେ ସ୍କୁଟି ଚାଳକଙ୍କୁ ଟ୍ରାକ୍ଟର ଧକ୍କା ଦେଇଥିଲା। ତା’ ପରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଏଥିରେ ଥିବା ଚାଳକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

hiranchal ad1
Leave A Reply

Your email address will not be published.

15 − 12 =