ଏହି ଦିଗରେ ରୋଷେଇ କରନ୍ତୁ,ରହିବନି ବାସ୍ତୁ ଦୋଷ

0 519
hiring

– ଘରର ରୋଷେଇ ଘର ଯଦି ପୂର୍ବ ଦିଗରେ ଥାଏ, ତେବେ ଏହା ବାସ୍ତୁ ସମ୍ମତ ଓ ବହୁତ ଶୁଭ ମନାଯାଏ ।
– ଦକ୍ଷିଣ ଦିଗକୁ ମୁହଁ କରି ରୋଷେଇ କଲେ ଘରର ମହିଳାଙ୍କ ଦେହଅସୁସ୍ଥ ହୋଇଥାଏ । ସେମାନଙ୍କଠାରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ ।
-ପଶ୍ଚିମ ଦିଗକୁ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଲୋକଙ୍କଠାରେ ଅସ୍ଥି ଓ ତ୍ୱଚା ଜନିତ ରୋଗ ଦେଖାଯାଏ ।
– ଦକ୍ଷିଣ-ପଶ୍ଚିମ ଦିଗକୁ ମୁହଁ କରି ରୋଷଏଇ କରିବା ଦ୍ୱାରା ଘରର ସୁଖ-ଶାନ୍ତିରେ ବାଧା ଉପୁଜିଥାଏ । ସର୍ବଦା କଳିଝଗଡାରେ ସମୟ କଟିଥାଏ ।
– ଉତ୍ତର ଦିଗରେ ମୁହଁ କରି ରୋଷେଇ କରିବା ଦ୍ୱାରା ଧନ ସଂପତ୍ତି ହାନି ହୋଇଥାଏ ।
– ଘରେ ସୁଖ-ଶାନ୍ତି ବୃଦ୍ଧି କରିବା ଓ ରୋଗଠାରୁ ଦୂରେଇ ରହିବା ପାଇଁ ପୂର୍ବ ଦିଗରେ ରୋଷେଇ କରିବା ସବୁଠାରୁ ଉତ୍ତମ ।

hiranchal ad1
Leave A Reply

Your email address will not be published.

4 × three =