ପ୍ରବଳ ଉତ୍ସାହ ସହ ପାତାଳି ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କ ଶ୍ରୀମନ୍ଦିର ବିଜେ ଅନୁଷ୍ଠିତ
ସୁବର୍ଣ୍ଣପୁର: ନବଦିନାତ୍ମକ ଯାତ୍ରା ସାରି ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ଛଳିଆ ପାହାଡ ସ୍ଥିତ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଗୋଟି ପହଣ୍ଡିରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା,ଜଗନ୍ନାଥଙ୍କୁ ନେବାବେଳେ ଭକ୍ତଙ୍କ ହୁଳହୁଳି ଓ ଘଣ୍ଟ ନାଦରେ ପ୍ରକମ୍ପିତ!-->…
Read More...
Read More...