ରୋହିତ ଓ ବିରାଟଙ୍କ କ୍ଲବରେ ସାମିଲ ହେଲେ ମନ୍ଧନା

ନୂଆଦିଲ୍ଲୀ : ଆଜି ଭାରତୀୟ ମହିଳା କ୍ରିକେଟ୍‌ ଦଳ ଓପନର୍‌ ସ୍ମୃତି ମନ୍ଧନାଙ୍କ ପାଇଁ ଏକ ବିଶେଷ ଦିନ ଥିଲା । ସ୍ମୃତି ମନ୍ଧନା ଏକ ସ୍ୱତନ୍ତ୍ର କ୍ଲବରେ ପ୍ରବେଶ କରିଛନ୍ତି ଯେଉଁଥିରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ପୂର୍ବତନ ମହିଳା ଅଧିନାୟକ ମିତାଲି
Read More...

ବ୍ଳକସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ

ବୌଦ୍ଧ/ଜହ୍ନ ।ପଙ୍କ,୨୭/୬: ବୌଦ୍ଧ ବ୍ଳକ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସରରେ ଶିଶୁ ସୁରକ୍ଷା କମିଟିର ବ୍ଳକସ୍ତରୀୟ କିଶୋର କିଶୋରୀ ଦକ୍ଷତା ବୃଦ୍ଧି, ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସ ଏବଂ ବ୍ଳକ ସ୍ତରୀୟ ଶିଶୁ ଶ୍ରମିକ ଟାସ୍କଫୋର୍ସର ତ୍ରୟୋମାସିକ ବୈଠକ ଓ ଶିଶୁ ପାଇଁ ଦିନଟିଏ
Read More...

ରୋଚକ ଦୃଶ୍ୟ : ପଛରୁ ଆସି ମୋଦୀଙ୍କ ପିଠିରେ ହାତରଖି ଡାକିଲେ ଓ ଅଭିନନ୍ଦନ ଜଣାଇଲେ ବାଇଡେନ

ନୂଆଦିଲ୍ଲୀ : ଜି-୭ ସମ୍ମିଳନୀ ପାଇଁ ଏବେ ଜର୍ମାନୀ ଗସ୍ତରେ ଅଛନ୍ତି । ଆଜି ସେ ବିଭିନ୍ନ ଦେଶର ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଆଜି ଯେଉଁ ଘଟଣାଟି ଘଟିଛି,ତାହା ସମଗ୍ର ବିଶ୍ୱରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । କାରଣ,ଘଟଣା ତଥା ଦୃଶ୍ୟଟି ସେହିଭଳି । ତାହା ଯେତିକି
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ
Read More...

ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି. ଉଦୟଗିରି, ୨୭/୬- ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡି ଉପ -ସ୍ୱାସ୍ଥ୍ୟ କେନ୍ଦ୍ରର ମୁକୁଲିଙ୍ଗିଆ ଗ୍ରାମରେ ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପକରଣ ଯଥା ରକ୍ତ ପରୀକ୍ଷା, ମଶାରୀର ବ୍ୟବହାର, ମାଆ ଓ
Read More...

ଦେଶର ମିଡିଆ ଉଦ୍ୟୋଗର ଭବିଷ୍ୟତ ଉଜ୍ଜ୍ୱଳ : ଅନୁରାଗ

ନୂଆଦିଲ୍ଲୀ : ଦେଶରେ ଦ୍ରୁତଗତିରେ ବିକଶିତ ହେଉଛି ଡିଜିଟାଲ ଭିତ୍ତିଭୂମି ଏବଂ ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଙ୍ଗ ଓ କମିକ୍ସ) କ୍ଷେତ୍ର । ଏହାର ପ୍ରଗତି ଭାରତକୁ ବିଶ୍ୱର ପ୍ରମୁଖ ମିଡିଆ (ଗଣମାଧ୍ୟମ) ଓ ଏଣ୍ଟରଟେନମେଣ୍ଟ (ମନୋରଞ୍ଜନ)ର ପୋଷ୍ଟ ପ୍ରଡକ୍ସନ ହବ୍‌ରେ ପରିଣତ
Read More...

ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

ଫୁଲବାଣୀ,୨୭/୬:- କେନ୍ଦ୍ର ସରକାରଙ୍କ ଘୋଷିତ ଅଗ୍ନିପଥ ଯୋଜନାକୁ ବିରୋଧକରି ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାର ସମସ୍ତ ବିଧାନସଭାରେ ସତ୍ୟାଗ୍ରହ କରାଯାଇଛି । ଆଜି ଫୁଲବାଣୀ ବିଧାନସଭାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ ଟାରୁ ଦିବା ୧ଘଣ୍ଟା ପଯ୍ୟନ୍ତ ସତ୍ୟାଗ୍ରହ
Read More...

ପୁରୀ ପାନ୍ଥନିବାସରେ ରେଷ୍ଟୁରାଣ୍ଟ ଉଦଘାଟିତ

ପୁରୀ : ପୁରୀ ପାନ୍ଥନିବାସ ପରିସରରେ ଏକ ରେଷ୍ଟୁରାଣ୍ଟକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସୋମବାର ପୂର୍ବାହ୍ନରେ ଉଦଘାଟନ କରିଛନ୍ତି । ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀ ଭାବେ ବିଶ୍ୱ ବିଦିତ । ପର୍ଯ୍ୟଟକମାନଙ୍କୁ ଭଲ
Read More...

ମହାରାଷ୍ଟ୍ର କ୍ଷମତା ଲଢେଇ : ସବୁ ପକ୍ଷଙ୍କୁ ନୋଟିସ ଜାରିକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭/୬: ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଚାଲିଥିବା ଲଢେଇ ଏବେ ଆହୁରି ଜୋରଦାର ହୋଇଛି । ଦୁଇ ପକ୍ଷ ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେ ମୁହାଁମୁହିିଁର ଚରମ ସୋପାନରେ ପହଞ୍ଚିଛନ୍ତି । କେହି ପଛକୁ ହଟିବା ନାଁ ଧରୁ ନାହାନ୍ତି । ଏହାରି ଭିତରେ ସୁପ୍ରିମକୋର୍ଟରେ ଆଜି ସିନ୍ଦେ ଗୋଷ୍ଠୀର
Read More...

ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କ ଦିନିକିଆ ଦାରିଙ୍ଗବାଡି ଗସ୍ତ

ବାଲିଗୁଡ଼ା,୨୭/୬: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ସୋମବାର ଦିନ ଦିନିକିଆ ଦାରିଙ୍ଗବାଡ଼ି ଗସ୍ତରେ ଆସି ଫେରିଛନ୍ତି । ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରମ ଯାଦବ ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ଭଳି ଇକୋରିଟ୍ରିଟର ବ୍ୟବସ୍ଥା କରି ପର୍ଯ୍ୟଟକଙ୍କୁ
Read More...