ଦ୍ରୌପଦୀଙ୍କୁ ସମର୍ଥନ କଲା ଜେଡିୟୁ

ନୂଆଦିଲ୍ଲୀ: ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦ୍ରୌପଦୀଙ୍କ ପ୍ରତି ଅହେତୁକ ସମର୍ଥନ ବଢ଼ିବାରେ ଲାଗିଛି । ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପରେ ବର୍ତ୍ତମାନ ଜେଡିୟୁର ସମର୍ଥନ ଦ୍ରୌପଦୀଙ୍କ ପ୍ରତି ଥିବା ସ୍ପଷ୍ଟ କରିଛି ।
Read More...

ମରଣଯନ୍ତା ପାଲଟିଛି କୁଆଁରିଆ ସେତୁ

ଦଶପଲ୍ଲା :ଦଶପଲ୍ଲାର ପ୍ରାଣକେନ୍ଦ୍ର ତଥା ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦୁର୍ଗାବଜାରଠାରେ ଥିବା କୁଆଁରିଆ ସେତୁ ଖାଲଖମାରେ ଭର୍ତ୍ତି ହୋଇଛି । ପାଣି ନିଷ୍କାସନ ହୋଇ ପାରୁନଥିବା ହେତୁ ଅସରାଏ ବର୍ଷା ହେଲେ ସେତୁ ଉପରେ ଆଣ୍ଠୁଏ ପାଣି
Read More...

ଗଛରେ ପିଟି ହେଲା ପିକଅପ୍‌, ୧୦ ମୃତ

ଲଖିମପୁର : ଉତ୍ତରପ୍ରଦେଶର ପିଲିଭୀତ ଜିଲାରେ ଏକ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଖବର ପାଇ ପୁଲିସ
Read More...

ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ନେଇ ୧୨
Read More...

ବାଲ୍ୟ ବିବାହ ନିରାକରଣ ନିମନ୍ତେ ଟେଣ୍ଟ ହାଉସ ମାଲିକ, ପୂଜକ ଓ ବିଭିନ୍ନ ସମାଜ ନେତୃବୃନ୍ଦଙ୍କ ସହଯୋଗ ଲୋଡିଲା ପ୍ରଶାସନ

ସୁବର୍ଣ୍ଣପୁର: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲପାଳଙ୍କ ସଭା ଗୃହରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଜିଲ୍ଲାର ଟେଣ୍ଟ ହାଉସ ମାଲିକ,ପୂଜକ ଓ ବିଭିନ୍ନ ସମାଜ ନେତୃବୃନ୍ଦଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏକ ବୈଠକ
Read More...

ସମ୍ବଲପୁରର ନୂତନ ଜିଲ୍ଳାପାଳ ଅନନ୍ୟା ଦାସଙ୍କ ଯୋଗଦାନ

ସମ୍ବଲପୁର: ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଅନନ୍ୟା ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୫ ବ୍ୟାଚର ଆଇଏଏସ ଅଫିସର ଓ ଭାରତୀୟ ପ୍ରଶାସନିକ ସେବାରେ ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନ ଅଧିକାର କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ନୂତନ ଜିଲ୍ଲାପାଳଙ୍କୁ ଦାୟିତ୍ୱ
Read More...

ଇଡିରେ ହାଜର ହେବାକୁ ଅଧିକ ସମୟ ମାଗିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବେ ଇଡିରେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି । ଆସନ୍ତାକାଲି ତାଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଜେରା କରିବାକୁ ଇଡି ନୋଟିସ କରିଥିଲା । ହେଲେ ସେ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ଯୋଗୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା । ଏହା
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାତାଞ୍ଜଳି ଯୋଗ ପୀଠର ଗୁରୁ ବିଶ୍ୱେଶ୍ୱର ଦାସ, ପ୍ରଶିକ୍ଷଣ ମୁରଲୀ ପ୍ରଧାନ,
Read More...

ଭୟଙ୍କର ଭୂକମ୍ପ; ୯୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆଜି ଭୟଙ୍କର ଭୂମିକମ୍ପ ହୋଇଛି । ଭୂକଂପରେ ଥରିଛି ସାରା ଦେଶ । ଏଥିରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଆହୁରି ବହୁ ଲୋକ ଆହତ ହୋଇଛନ୍ତି । ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏହି ଭୂକମ୍ପର ପ୍ରଭାବ ପାକିସ୍ତାନର କେତେକ ଅଞ୍ଚଳରେ ପଡିଥିବା
Read More...

ଘାଟିରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡଘାଟିରୁ ୩୦ ଫୁଟ୍‌ ତଳକୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌ । ସୌଭାଗ୍ୟ ବଶଃତ ଏତେ ବଡ ଦୁଃଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ
Read More...