ପୁରୀ ରେଳଷ୍ଟେସନ ଖୁବ ଶୀଘ୍ର ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ
ପୁରୀ : ପୁରୀ ରେଳଷ୍ଟେସନ ଖୁବ ଶୀଘ୍ର ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପୁରୀ ଗସ୍ତ ରେ ଆସି ଏହି ସୂଚନା ଦେଇଛନ୍ତି । ଏଥିପାଇଁ ୩୬୪ କୋଟି ଟଙ୍କାର ଟେଣ୍ଡର ହୋଇଛି । ଆଉ ଦୁଇ ମାସ ଭିତରେ କାମ ଆରମ୍ଭ ହେବ । ପୁରୀକୁ ବିଶ୍ୱ ସ୍ତରୀୟ ହେରିଟେଜ ସିଟି ପାଇଁ!-->…
Read More...
Read More...